‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଭାରତ ଇତିହାସରେ ସ୍ମରଣୀୟ ହୋଇ ରହିବ – ନରେନ୍ଦ୍ର ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ପୂର୍ବାହ୍ନରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ୧୪୩ତମ ଜୟନ୍ତୀ ଅବସରରେ ତାଙ୍କର ୧୮୨ ମିଟର ବିଶିଷ୍ଟ...
ପ୍ରଧାନମନ୍ତ୍ରୀ ଉଦ୍ଘାଟନ କଲେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଲୋକାର୍ପିତ କରିଛନ୍ତି।
ଗୁଜରାଟର ରାଜ...
ଖୋର୍ଦ୍ଧାରେ ଏଟିଏମ ତାଡ଼ି ଲୁଟି ନେଲେ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରି ଫାଣ୍ଡି ନିକଟସ୍ଥ ବଜାରରେ ଥିବା ଏକ ଏଟିଏମ ତାଡ଼ି ଦୁର୍ବୃତ୍ତ ଲୁଟି ନେଇଛନ୍ତି ଟଙ୍କା।
ମଙ୍ଗଳବାର ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ...
କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷଣ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ରାତି ୮ଟାରେ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପ୍ରଥମ ଥର ପାଇଁ ରାତିରେ ହୋଇଛି...
୧୮୨ ମିଟର ଉଚ୍ଚର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ – ସର୍ଦ୍ଦାର ପଟେଲଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତିକୁ ଲୋକାର୍ପିତ କରିବେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ତିଆରି ହୋଇଛି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି। ଗୁଜରାଟର ରାଜ ପିପିଲ ନିକଟ ନର୍ମଦା ନଦୀରେ ନିର୍ମାଣ କରାଯାଇଛି ଏହି...
କାହିଁକି ବାହା ହେଉ ନାହାନ୍ତି ଟେଲି କୁଇନ ଏକତା କପୁର?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଛୋଟ ପରଦାର କୁଇନ୍ ଓ ବଲିଉଡର ମହାରାଣୀ ଏକତା କପୁର ଏଯାଏଁ କାହିଁକି ବାହା ହେଉନାହାନ୍ତି, ଜାଣନ୍ତି?
ବଲିଉଡର ଏଭରଗ୍ରିନ ହିରୋ ଜିତେନ୍ଦ୍ର ଓ ଶୋଭା କପୁରଙ୍କ କନ୍ୟା ହେଲେ ଏକତା...
ବିଦାୟ ନେବେ ମା’ ଗଜଲକ୍ଷ୍ମୀ – ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାରେ ବୁଧବାର ଭଷାଣୀ
ଭଷାଣ ଉତ୍ସବରେ ସାମିଲ ହେବେ ୪୬ଟି ମେଢ଼
୨୦ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ
ଦୀର୍ଘ ୭ ଦିନ ଧରି କେନ୍ଦ୍ରାପଡ଼ାର ବିଭିନ୍ନ ପୂଜାମଣ୍ଡପରେ ପୂଜା...
କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ବୈଠକରେ ନିଷ୍ପତ୍ତି – ଜାରି ରହିବ ଓକିଲ ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଲିଗାଲ ଫ୍ରଣ୍ଟର ଓକିଲମାନେ କାର୍ଯ୍ୟରେ ଯୋଗ ଦେବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବନି। ଏନେଇ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ବାର ଆସୋସିଏସନ ବୈଠକରେ...
ଖବର ସଂଗ୍ରହ ବେଳେ ଦୂରଦର୍ଶନ ଟିମ୍ ଉପରେ ମାଓ ହମ୍ଲା – ଟଳିପଡ଼ିଲେ କ୍ୟାମେରାମ୍ୟାନ, ୨ ସୁରକ୍ଷା କର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ରେ ନିର୍ବାଚନ ସଂକ୍ରାନ୍ତୀୟ ଖବର ସଂଗ୍ରହ କରିବା ବେଳେ ଦୂରଦର୍ଶନ ଟିମ୍ ଉପରେ ମାଓ ହମ୍ଲା।
ଛତିଶଗଡ଼ରେ ବାଜିଛି ନିର୍ବାଚନ ବିଗୁଲ୍। ମାଓ ଅଧ୍ୟୁଷିତ ରାଜ୍ୟ ଛତିଶଗଡ଼ରେ ନଭେମ୍ବର ୧୧ ତାରିଖରେ ହେବ...
ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ବନ୍ଦ – ମୋଦିଙ୍କୁ ନବୀନ ଲେଖିଲେ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ଏୟାରପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
ଝାରସୁଗୁଡ଼ା ଏୟାରପୋର୍ଟରୁ ଏୟାର ଓଡ଼ିଶା କମ୍ପାନି ବିମାନ ଉଡ଼ାଣ ବନ୍ଦ ରଖିଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।...





















