କ୍ୟାମ୍ପ କୋର୍ଟ – କେନ୍ଦ୍ରାପଡ଼ାରେ ୧୫୭ ବିଚାରାଧୀନ କଏଦୀଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସବ୍ ଜେଲରେ ଅନୁଷ୍ଠିତ ହେଲା କ୍ୟାମ୍ପ କୋର୍ଟ। ୧୫୭ ଜଣ ବିଚାରାଧୀନ କଏଦୀମାନଙ୍କୁ ମିଳିଲା ଜାମିନ। ଗତ ଅଗଷ୍ଟ ୨୯ ତାରିଖରୁ ଓକିଲମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ...

ଆଇନଜୀବୀଙ୍କ ଆନ୍ଦୋଳନରେ ପଶିଲା ରାଜନୀତି! ସଂଘ ଦୁଇଫାଳ, ଧସ୍ତାଧସ୍ତି ହେଲେ ଓକିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର। ଆଇନଜୀବୀ ହେଲେ ମୁହାଁମୁହିଁ। ଆଇନଜୀବୀଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଗତ ଦେଢ଼ ମାସ ହେଲା କୋର୍ଟ କାର୍ଯ୍ୟ ଅଚଳ ହୋଇଯାଇଛି। ଆଇନଜୀବୀମାନେ ଆନ୍ଦୋଳନ ଚଳାଇଥିବାରୁ ରାଜ୍ୟରେ ଅଭାବନୀୟ...

ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଅକ୍ଟୋବର ୨୯ ତାରିଖ। ମହାବାତ୍ୟାକୁ ୧୯ ବର୍ଷ ପୂରିଛି। ମହାବାତ୍ୟାରେ ପ୍ରାଣ ହରାଇଥିବା ପରିବାରବର୍ଗ ଏବଂ ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମହାବାତ୍ୟାର କରାଳ ରାତିକୁ ମନେପକାଇବା...

ଆଜି ଅକ୍ଟୋବର ୨୯ – ୧୯ ବର୍ଷ ତଳେ ଅଧା ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୯୯ ମହାବାତ୍ୟାକୁ ପୂରିଛି ୧୯ ବର୍ଷ। ସେଦିନର ହୃଦୟବିଦାରକ ଘଟଣା ମନେପଡ଼ିଗଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୧୯୯୯ ମସିହା ଅକ୍ଟୋବର ୨୯। ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏହି...

ଏସସିବି ମେଡିକାଲରେ ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମ ଦେଲେ କନ୍ୟା ସନ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସସିବି ମେଡିକାଲରେ ମାନସିକ ରୋଗ ଚିକତ୍ସା ବିଭାଗରେ ଜଣେ ଅପରିଚିତ ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମାନସିକ ବିକାରଗ୍ରସ୍ତ ଅପରିଚିତ ମହିଳା ଜଣଙ୍କ ଗର୍ଭବତୀ ହୋଇ ଏଠାରେ ଚିକିତ୍ସତ...

୨୦୧୯ରେ ବିବାହ କରିବେ ଅର୍ଜୁନ କପୁର ଓ ମଲାଇକା ଅରୋରା!

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଜୋର ଧରିଛି ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ଆଫେଆର। ୨୦୧୯ରେ ଏମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘଦିନ ଧରି ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ବିଭିନ୍ନ...

କାହିଁକି ମଲେ ୭ ହାତୀ? ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାତୀ ମୃତ୍ୟୁର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ। ମାମଲା ରୁଜୁ କରି ତଦନ୍ତ ଚଳାଇଛି ୩ ଜଣିଆ ଟିମ୍। ଢେଙ୍କାନାଳ ଜିଲ୍ଲାରେ ୭ଟି ହାତୀଙ୍କର ମୃତ୍ୟୁ ହେବା ପଛରେ କେଉଁ ବିଭାଗ ଦାୟୀ? ଜଙ୍ଗଲ...

ନେତାଙ୍କୁ ହତ୍ୟା କଲେ ମାଓବାଦୀ – ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଖଣି ମାଫିଆଙ୍କ ମଧ୍ୟରେ ଆତଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଡୁମୁରିଗୁଡା ପଞ୍ଚାୟତର ତୋଟାଙ୍ଗୀ ନିକଟରେ ତେଲୁଗୁ ଦେଶମ ଦଳର ଆରକୁ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ମାଓବାଦୀ। ମାଓବାଦୀମାନେ ଆରକୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କୀଡାରି...

‘ସୁନ୍ଦରୀ’ ଧରିବା ପାଇଁ ମଧ୍ୟପ୍ରଦେଶରୁ ଆସିଲା ଦୁଇଟି ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାତକୋସିଆରୁ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ମଧ୍ୟପ୍ରଦେଶରୁ ଆସିଲେ ଦୁଇଟି ଟିମ୍। ସାତକୋସିଆରେ ଧରା ଦଉନି ବାଘୁଣୀ ସୁନ୍ଦରୀ। ଗତ ୫ ଦିନ ହେଲା ବନ ବିଭାଗ କର୍ମଚାରୀ ସୁନ୍ଦରୀକୁ ଠାବ କରିବାରେ...

ଅନନ୍ତରାମ ଭୂମିଆ ହତ୍ୟାକାଣ୍ଡ – ୫ ମାଓବାଦୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବରୁବେଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କ ହତ୍ୟା ମାମଲାରେ ପୋଲିସ ୫ ଜଣ ମାଓବାଦୀଙ୍କୁ ଗିରଫ କରିଛି। ଗତ ୨୩ ତାରିଖ ବିଳମ୍ବିତ ରାତିରେ ଘରେ...