ଐଶ୍ୱର୍ଯ୍ୟାଙ୍କ ପଛରେ ବାୟା ହଲିଉଡ୍ ଷ୍ଟାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନିକଟରେ ଭାରତ ଆସିଥିବା ହଲିଉଡ ଷ୍ଟାର ବିଲ୍ ସ୍ମିଥ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି। ଆଗରୁ ଅନ୍ୟ ହଲିଉଡ ଷ୍ଟାରମାନେ ବି ଏକଥା...
ମହୁରୀକାଳୁଆ ପୀଠରେ ନବରାତ୍ରି ପୂଜା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀକାଳୁଆଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ରି ପୂଜା। ଏଥି ପାଇଁ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି।
ସକାଳେ ମା’ଙ୍କ ମାଜଣା ଓ ପୂଜାର୍ଚ୍ଚନା...
ସ୍ତ୍ରୀର ହାତକୁ କଟୁରୀରେ ହାଣିଦେଲା ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ସ୍ୱାମୀ ନିଜ ସ୍ତ୍ରୀର ବାମ ହାତକୁ କଟୁରୀରେ ହାଣି ଅଲଗା କରିଦେଇଛି। ସ୍ତ୍ରୀର କଟା ହାତକୁ ଧରି ସ୍ୱାମୀ...
ପଟ୍ଟାମୁଣ୍ଡାଇ ଥାନାରୁ ଆସାମୀ ଚମ୍ପଟ! ନିର୍ଦ୍ଦୋଷୀକୁ ଥାନାକୁ ଆଣି ନିସ୍ତୁକ ପିଟିଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାରେ ପୁଣି ପୋଲିସର ବର୍ବରତା
ପଟାମୁଣ୍ଡାଇ ଥାନାରୁ ଖସିଗଲା ଆସାମୀ
ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ
ନିର୍ଦ୍ଦୋଷୀକୁ ଥାନାକୁ ଆଣି ପିଟିଲା ପୋଲିସ
ପୋଲିସ ମାଡ଼ରେ ଲହୁଲୁହାଣ ଯୁବକ
ଏସ୍ପିଙ୍କୁ...
ଭୁବନେଶ୍ୱର ଆସିବେ ଶାହାରୁଖ ଖାନ୍ – ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ସାମିଲ ହେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ବାଦଶାହ ଶାହାରୁଖ ଖାନ୍ ଭାରତୀୟ ହକି ଟିମକୁ ଚିୟର କରିବା ପାଇଁ ଆସୁଛନ୍ତି ଭୁବନେଶ୍ୱର।
ଆଉ ଦିନ କେତେଟାର ପ୍ରତୀକ୍ଷା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି...
ରାଜନଗରରେ ପରିବହନ ମନ୍ତ୍ରୀଙ୍କ ଗାଡ଼ିକୁ ଟମାଟୋ ମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ହଟହଟା ହୋଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କରିବାକୁ ଆସିଥିବା ମନ୍ତ୍ରୀଙ୍କ ଗାଡ଼ିକୁ...
ବଲିଉଡରେ କଳଙ୍କ – ନାନାଙ୍କ ପରେ ଆଲୋକନାଥଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ କଳଙ୍କ। ଜଣକ ପରେ ଜଣେ ପ୍ରତିଷ୍ଠିତ କଳାକାରଙ୍କ ନାଁରେ ଅସୁଛି ଯୌନ ଶୋଷଣର ଅଭିଯୋଗ। ବଲିଉଡ ତାରକା ନାନା ପାଟେକରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏବେ...
ବିରୋଧୀ ମାରିଲେ ବାଣ – ‘ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାଁ ଲେଖନ୍ତୁ ନବୀନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିବା ପରେ ବିରୋଧୀ କରିଛନ୍ତି ସମାଲୋଚନା।
ସତ୍ୟବାଦୀ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ...
ଆସୁଛି ବାତ୍ୟା – ୪ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=odrFtVSKgnQ&t=7s
ବାତ୍ୟା ତିତ୍ଲି ପାଇଁ ୪ଟି ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ୧୦ ତାରିଖରୁ ବାତ୍ୟାର ପ୍ରକୋପ ଜୋର୍ ହେବାର ସମ୍ଭାବନା ରହିଥିବାରୁ ଏହି...
ବାତ୍ୟା ତିତଲି ପାଇଁ ସଜାଗ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=odrFtVSKgnQ&t=7s
ଆସୁଛି ବାତ୍ୟା ‘ତିତଲି‘। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ଅବପାତର ରୂପ ନେଇସାରିଛି। ଯାହାକି ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ରେ ରୂପାନ୍ତର ହେବ ବୋଲି କହିଛି ପାଣିପାଗ ବିଭାଗ। ପାଣିପାଗ...





















