ଭୟଙ୍କର ରୂପ ନେଉଛି ବାତ୍ୟା ‘ତିତ୍‌ଲି’ – ଆଜି ରାତିରୁ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ ଓଡ଼ିଶାରେ ଆଜି ରାତିରୁ ବର୍ଷା ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷା ୧୦୦ରୁ ୧୧୦ କିଲୋମିଟର ବେଗରେ ବହିପାରେ ପବନ ଆବଶ୍ୟକସ୍ଥଳେ ପବନର ବେଗ ବଢ଼ିପାରେ https://www.youtube.com/watch?v=odrFtVSKgnQ କେନ୍ଦ୍ରୀୟ ବଙ୍ଗୋପସାଗରରେ...

ପୁଣି ବର୍ଷିୟାନ୍ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବର୍ଷିୟାନ୍ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ଷିୟାନ୍ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ପୁଣିଥରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆରେ ଆକ୍ରାନ୍ତ...

ପୁଣି ଜିକା ଭାଇରସ୍‌ ଆତଙ୍କ – ରାଜସ୍ଥାନରେ ୨୨ ଆକ୍ରାନ୍ତ, ପିଏମ୍ଓ ମାଗିଲା ରିପୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନରେ ଜିକା ଭାଇରସ୍‌ର ଆତଙ୍କ। ରାଜସ୍ଥାନର ରାଜଧାନୀ ଜୟପୁରରେ ଜିକା ଭାଇରସ୍‌ରେ ୨୨ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଜିକା ଭାଇରସ୍ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ)...

‘ମିସ୍ ଟିନ୍ ୟୁନିଭର୍ସ’ ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ ଲାବନ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମିସ୍ ଆଣ୍ଡ ମିଷ୍ଟର ଟୁରିଜିମ୍ ଆମ୍ବସଡର ୟୁନିଭର୍ସ ପ୍ରତିଯୋଗିତାରେ କମାଲ୍ ଦେଖାଇଲେ ଓଡ଼ିଆ ଝିଅ। ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଲାବନ୍ୟା ଦାସ। ଭୁବନେଶ୍ୱର ଅଧିବାସୀ ଲାବନ୍ୟା...

ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ – ୯ ମୃତ, ୧୪ରୁ ଅଧିକ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ସ୍ଥିତ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ ଜଣକର ମୃତ୍ୟୁ ହୋଇଥିବାବେଳେ ୧୪ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବଡ଼ ଧରଣର...

ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ...

ନଭେମ୍ବର ୨୮ରୁ ଭୁବନେଶ୍ୱରରୁ କୋଚି ଓ ଗୁଆହାଟିକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନ ଉଡ଼ାଣ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରରୁ କୋଚି ଓ ଗୁଆହାଟିକୁ ବିମାନ ସେବା ଯୋଗାଇ ଦିଆଯିବ। ଓଡ଼ିଶାରୁ ଯେଉଁମାନେ କୋଚି...

ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ କଂଗ୍ରେସ ଭିତରେ ଫାଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ଉପୁଜିଲାଣି ବିବାଦ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ବିବାଦ ସୃଷ୍ଟି ହୋଇଛି। ଏହାବ୍ୟତୀତ ଦଳ ଭିତରେ ଦୁଇଟି...

ଓଡ଼ିଆ ଝିଅର କମାଲ, ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ହାସଲ କରିଛନ୍ତି। ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ...

ମାଡ଼ି ଆସୁଛି ବାତ୍ୟା ‘ତିତଲି’, ଭୟଭୀତ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=odrFtVSKgnQ&t=7s ମାଡ଼ି ଆସୁଛି ବାତ୍ୟା ‘ତିତଲି’ ଗୋପାଳପୁରଠାରୁ ୫୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ସର୍ତକ ରହିବାକୁ...