ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତ୍ତା, ସ୍ୱଚ୍ଛ ରଖିବା ଆମର ପର୍ଯ୍ୟଟନସ୍ଥଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା ବିଶାଳ ପଦଯାତ୍ରା। ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଅବସରରେ ସକାଳ ୭ରୁ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ କରି ଉତ୍କଳମଣ୍ଡପ...

ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଚାର ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲୋକ କଳା ସହ ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗୁରୁବାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ...
supreme court of India

ସୁପ୍ରିମକୋର୍ଟଙ୍କ ରାୟ, ପରକୀୟା ପ୍ରୀତି ଅପରାଧ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ଗୁରୁବାର ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଗୁରୁବାର ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ବର୍ତ୍ତମାନ ଦାମ୍ପତ୍ୟ ଜୀବନରେ ବ୍ୟଭିଚାର ଏକ ଅପରାଧ ନୁହେଁ। କିନ୍ତୁ...

ଚୁଲିରେ ନାଗ ସାପ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲିସ୍ଥିତ ଉତରବାଡ଼ ଗ୍ରାମରେ ରହୁଥିବା କୈଳାସ ଚନ୍ଦ୍ର ପରିଡ଼ାଙ୍କ ଘରୁ ମଙ୍ଗଳବାର ଏକ ନାଗ ସାପ ଉଦ୍ଧାର ହୋଇଥିଲା। ମଙ୍ଗଳବାର ଦିନ ପିପିଲିରେ ଘଟିଥିବା ଏକ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି...

ଡିସେମ୍ବରରେ ବିବାହ କରିବେ ସାଇନା – କାଶ୍ୟପ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତର ଦୁଇ ଷ୍ଟାର ସାଇନା ଏବଂ କାଶ୍ୟପ ଡିସେମ୍ବର ୧୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତର ଦୁଇ ଖେଳାଳି ସାଇନା ଏବଂ କାଶ୍ୟପଙ୍କ...

ପ୍ରେମକୁ ନେଇ ଚର୍ଚ୍ଚାରେ ରୁହନ୍ତି କରଣ ଜୋହରଙ୍କ ନୂଆ ନାୟିକା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରଣ ଜୋହରଙ୍କ ନୂଆ ସିନେମାର ନୂଆ ନାୟିକା ତାରା ସୁତିରିୟାଙ୍କ ଆଫେଆର ବିଷୟରେ ଜାଣନ୍ତୁ… ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ କରଣ ଜୋହରଙ୍କ ଏକ ଆଗାମୀ ସିନେମା ହେଲା ‘ଦି ଷ୍ଟୁଡେଣ୍ଟ ଅଫ୍...

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଚରମବାଣୀ, ଜାରି ରହିବ ଓକିଲ ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇନଜୀବୀଙ୍କୁ ମାଡ଼ ମାରିଥିବା ପୋଲିସକୁ ଗିରଫ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆଜି ଏଭଳି ଚରମବାଣୀ ଶୁଣାଇଛି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ। ସରକାର ଦାବି ନଶୁଣିବା ପର୍ଯ୍ୟନ୍ତ ଓକିଲମାନେ...

‘କାମ ନାହିଁ ତ ଦରମା ନାହିଁ’ ନୀତି ଲାଗୁ କଲା ଗଣଶିକ୍ଷା ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଦୋଳନରତ ସରକାରୀ କର୍ମଚାରୀଙ୍କ ପ୍ରତି କଠୋର ହେଲେ ରାଜ୍ୟ ସରକାର। କାମ ନାହିଁ ତ ଦରମା ନାହିଁ ନୀତିକୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ପ୍ରଥମେ...

ଓଡ଼ିଆ ଅଭିନେତ୍ରୀଙ୍କୁ ହତ୍ୟା ଧମକ! ଅଜଣା ହ୍ୱାଟସ୍‌ଆପ୍ ନମ୍ବରରୁ ଆସୁଛି ଅଶ୍ଲୀଳ ଫଟୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କୁ ହତ୍ୟା ଧମକ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏକ ଅଜଣା ହ୍ୱାଟସ୍‌ଆପ୍‌ ନମ୍ବରରୁ ତାଙ୍କ ପାଖକୁ ଅଶ୍ଳୀ...

ବାରିପଦାରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ବ୍ଲକ ଏବଂ ବାରିପଦା ପୌରପରିଷଦ ପକ୍ଷରୁ ମୁଁ ହିରୋ ମୁଁ ଓଡ଼ିଶାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାରିପଦାର ଏମପିସି (ସ୍ଵୟଂଶାସିତ)...