ଏଣିକି ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ହେବ ସିଧାପ୍ରସାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟ ବୁଧବାର ଦିନ ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ସକିଲ ଇନ୍ଦିରା ଜୟସିଂହ...

ଆମ୍‌ ଆଦମୀଙ୍କୁ ଝଟକା: ମହଙ୍ଗା ହେଲା ଟିଭି-ଫ୍ରିଜ-ୱାସିଂ ମେସିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜି ରାତି ୧୨ଟାରୁ ଏହା ଲାଗୁ ହେବ। ଆସୁଛି ପାର୍ବଣର ଋତୁ। ଏହି ସିଜିନରେ ଲୋକେ ଘରୋଇ ଉପକରଣ କିଣିଥାନ୍ତି।...

ମାଲକାନଗିରି – ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ସେବା ଅଚଳ

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳ ଏବେ ନିରବ ପାଲଟିଛି। ମୋବାଇଲ ଅଛି ହେଲେ ନେଟୱାର୍କ ନାହିଁ। ଆବଶ୍ୟକ ମୁତାବକ ପୋର୍ଟ ନଥିବାରୁ ଲ୍ୟାଣ୍ଡ ଲାଇନ କି ବ୍ରୋଡବ୍ୟାଣ୍ଡ କନେକ୍ସନ ମିଳୁନାହିଁ। ଏକମାତ୍ର ବିଏସ୍‌ଏନ୍ଏଲ୍...

ଜାଣନ୍ତୁ କେଉଁଠି ଜରୁରୀ ନୁହେଁ ଆଧାର ଲିଙ୍କ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଧାର କାର୍ଡ ଲିଙ୍କକୁ ନେଇ ସାରା ଦେଶରେ ଦୀର୍ଘ ବର୍ଷ ହେଲା ଚର୍ଚ୍ଚା ହୋଇ ଆସୁଛି। ହେଲେ କୌଣସି ସମାଧାନର ବାଟ ବାହାରିପାରୁ ନଥିଲା। କେଉଁଠି ଆଧାର କାର୍ଡ ଲିଙ୍କ କରିବା...

ସ୍ମାର୍ଟସିଟିରେ ଅଟୋବାଲାଙ୍କ ନାଟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=OU2-wodTPKo] ସ୍ମାର୍ଟସିଟିରେ ଅଟୋଚାଳକଙ୍କ ଦୌରାତ୍ମ୍ୟ ସମ୍ପର୍କରେ ସାଧାରଣ ଲୋକେ କ’ଣ କହୁଛନ୍ତି? ସ୍ମାର୍ଟସିଟି ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିଚାଲିଛି ଅଟୋବାଲାଙ୍କ ରାଜୁତି। ସେମାନଙ୍କର ଦୌରାତ୍ମ୍ୟ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର...

‘ଜଣେ ମହିଳାଙ୍କର ଦୁଇଟି ସ୍ୱାମୀ’ – ରାଜନୀତିରେ ଝଡ଼ ଆଣିଲା ମହାରଥୀଙ୍କ ବୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଦୀପ ମହାରଥୀଙ୍କ ବୟାନକୁ ନେଇ ରାଜନୀତି ଉଠୁଛି ପଡ଼ୁଛି। ବିଜେପି ମହାରଥୀଙ୍କ ଇସ୍ତଫା ଦାବି କରିଥିବା ବେଳେ ମହାରଥୀ କହିଛନ୍ତି କ୍ଷମା ମାଗିବିନି। ମହାରଥୀ କହିଲେ, "ମୁଁ ଭୁଲ୍ କରିନି" ମୋ...

ନବୀନଙ୍କୁ ଭେଟିଲେ କମଳ ହାସନ – କହିଲେ, “ନବୀନ ଜଣେ ଭଲ ନେତା”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତାରୁ ରାଜନେତା ହୋଇଥିବା କମଳ ହାସନ ଆଜି ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚେନ୍ନାଇରେ ଭେଟିଛନ୍ତି ଅଭିନେତାରୁ ରାଜନେତା ବନିଥିବା କମଳ ହାସନ। ନବୀନଙ୍କ ସହ...

ଜିଲ୍ଲା ପରିଷଦ ବୈଠକ – ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ଡିଅ।ରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ପୌରହିତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର କୃଷି ପାନୀୟଜଳ...

ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍ – ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚେନ୍ନାଇ ଇନଭେଷ୍ଟର୍ସ ମିଟ୍‌ରେ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁମ୍ବାଇ ଏବଂ ଦିଲ୍ଲୀ ପରେ ଆଜି ଚେନ୍ନାଇରେ ଅନୁଷ୍ଠିତ ହୋଇଛି ଇନଭେଷ୍ଟର୍ସ ମିଟ୍। ଏହି ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ...

ମହଙ୍ଗା ପଡ଼ିଲା ଆନ୍ଦୋଳନ, ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟ ସରକାର ବୁଧବାର ଦିନ ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସି ଥିବା ଯୋଗୁଁ କର୍ତ୍ତବ୍ୟରେ ଅବହେଳା...