ବିଶାଖାପାଟଣାରେ ଧୁମଧାମରେ ପାଳନ ହେଲା ବିଶ୍ୱକର୍ମା ପୂଜା

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ୫୭ ବର୍ଷ ଧରି ବିଶାଖାପାଟଣାରେ ପାଳନ ହୋଇ ଆସୁଛି ବିଶ୍ୱକର୍ମା ପୂଜା। ବିଶାଖାପାଟଣା ସହରର ସିନ୍ଧିଆ ନିକଟସ୍ଥ ‘ହିନ୍ଦୁସ୍ତାନ ସିପୟାଡ଼’ରେ କାର୍ଯ୍ୟରତ ଓ ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା...

ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ଭିନ୍ନ ପ୍ରୟାସ

ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ କରଞ୍ଜିଅ। ବ୍ଲକର ରସମତଳା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୧୦ଜଣ ଛାତ୍ରୀ ‘ଇଣ୍ଡିଅ।ସ୍ ଗଟ ଟାଲେଣ୍ଟ ସିଜନ୍ ୮’ର ପ୍ରି ଅଡ଼ିସନରେ ସଫଳତା ହାସଲ କରିଛନ୍ତି। ଆଜିବି ଅନେକ ପିଲା ଏପରି...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡ଼ାର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୫ଟି ଜନହିତକାରୀ କାର୍ଯ୍ୟକ୍ରମର ଉଦ୍‌ଘାଟନ ସାରା ପଶ୍ଚିମାଞ୍ଚଳ ପାଇଁ ନୂଆଁଖାଇ ଭେଟି ସରକାରୀ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ଜନସଭା ଓ ଏକ ବଡ଼ ଶୋଭାଯାତ୍ରାକୁ ସମ୍ବୋଧନ ଝାରସୁଗୁଡ଼ାକୁ ଆହୁରି...

ଓଲିଉଡରେ ଜମିଲାନି ଗଣେଶ ପୂଜା ଲଢ଼େଇ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ   ଗଣେଶ ପୂଜାରେ ଓଲିଉଡର ତିନିଟି ବଡ଼ ସିନେମା ରିଲିଜ୍‌ ହେଲାନି, ଏଣୁ ଲଢ଼େଇ ଜମିଲାନି ବୋଲି ଚର୍ଚ୍ଚା ହେଉଛି… ଏଥର ଗଣେଶ ପୂଜାରେ ଓଡ଼ିଆ ଦର୍ଶକ ଦଶହରାର ମଜା ଉଠାଇବେ ବୋଲି...

ଚିଲିକା ଉପରେ ଉଡ଼ୁଥିଲା ବୈଜୟନ୍ତଙ୍କ ହେଲିକପ୍ଟର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଜ୍ ହେଲା ବୈଜୟନ୍ତଙ୍କ ହେଲିକପ୍ଟର ଇମ୍ଫା ପାର୍କିଂ ଅଞ୍ଚଳରୁ ସିଜ୍ କଲା ପୋଲିସ ପୁରୀ ମେରାଇନ୍ ଥାନାରେ ଏତଲା ଦେଇଥିଲା ସିଡିଏ ୧୫ ତାରିଖରେ ଚିଲିକା ନୋ ଫ୍ଲାଇଙ୍ଗ ଜୋନରେ...

ମୂଷା ମୃତ୍ୟୁ ରହସ୍ୟ: ତତ୍କାଳୀନ ଥାନା ଅଧିକାରୀଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଚୋରି ଅଭିଯୁକ୍ତ ଅବିନାଶ ପାଇଟାଳ ଓରଫ୍ ମୂଷା ମୃତ୍ୟୁ ଉପରୁ ହଟୁନି ପରଦା। ତତ୍କାଳୀନ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବିରେ ଆନ୍ଦୋଳନ ତେଜୁଥିଲେ ମଧ୍ୟ ପୋଲିସ...

ବୃଦ୍ଧାଶ୍ରମରେ ଜନ୍ମଦିନ ପାଳିଲେ ଅଭିନେତା ଆକାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରୁଥିବା ଆକାଶ ଦାସନାୟକ ସୋମବାର ଦିନ ବୃଦ୍ଧାଶ୍ରମରେ ୩୬ତମ ଜନ୍ମଦିନ ପାଳନ କରିଛନ୍ତି। ଗତ କିଛି ବର୍ଷ ଧରି ଅଭିନେତା ତଥା କୋରେଇ ବିଧାୟକ...

ହକି ବିଶ୍ୱକପ୍‌କୁ ଜଗିବ ଡ୍ରୋନ କ୍ୟାମେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ହକି ମହାସମର ଡିସେମ୍ବର ୧୬ ଯାଏଁ ଚାଲିବ। ୧୬ଟି ଦେଶ ଏହି ମହାସମରରେ ସାମିଲ ହେବେ। ଏହି ବିଶ୍ୱକପ୍‌କୁ କିପରି...

ସତ୍ୟବାଦୀ ବକୁଳ ବନ ନିକଟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବକୁଳ ବନ ନିକଟରେ ବିଶ୍ୱବିଦ୍ୟାଳୟ...

ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର: ବିଜୟା-ଦେନା-ବ୍ୟାଙ୍କ ଅଫ୍ ବରୋଦାକୁ ମିଶାଇବାକୁ ଯୋଜନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କସେବାରେ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ତିନୋଟି ବ୍ୟାଙ୍କକୁ ମିଶାଇ ଗୋଟିଏ ବୃହତ ବ୍ୟାଙ୍କ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଜୟା-ଦେନା-ବ୍ୟାଙ୍କ ଅଫ୍ ବରୋଦାକୁ...