ହେଲିକପ୍ଟର ବିବାଦ: ବୈଜୟନ୍ତ ଯିବେ ଥାନାକୁ, ନୋଟିସ ଦେଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକା ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇ ବିବାଦରେ ଫସିଥିବା ବୈଜୟନ୍ତ ପଣ୍ଡାଙ୍କୁ ପୋଲିସ ନୋଟିସ ଦେଇଛି। ବୁଧବାର ଦିନ ୧୨ଟା ସୁଦ୍ଧା ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ...
ବୈଜୟନ୍ତ-ହେଲିକପ୍ଟର-‘ଅଧିକାରୀ’ ଉପାଖ୍ୟାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଅଡ଼ୁଆ ସୂତାରେ ଛନ୍ଦି ହୋଇଯାଇଛି ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ିବା ପ୍ରସଙ୍ଗ। ମୁହାଁମୁହିଁ ହୋଇଛନ୍ତି ବୈଜୟନ୍ତ ଏବଂ ପ୍ରଶାସନ।
ରହସ୍ୟ ଓ ରୋମାଞ୍ଚଭରା କାହାଣୀ ପରି ଚିଲିକାରେ ବୈଜୟନ୍ତଙ୍କ...
ପାକିସ୍ତାନ ଦେବାଳିଆ – କାର ବିକିଲେ ଇମ୍ରାନ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଋଣ ଭାରକୁ କମାଇବା ଲାଗି ପାକିସ୍ତାନ ସରକାର ତା’ର ୭୦ଟି ଲଗ୍ଜୁରିଅସ କାର ବିକ୍ରି କରିଛି।
ଋଣ ଭାରରେ ଦେବାଳିଆ ହୋଇ ପଡ଼ିଥିବା ପାକିସ୍ତାନର ସ୍ଥିତିକୁ ସୁଧାରିବା ପାଇଁ ଇମ୍ରାନ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି।
ଏହି...
ବିଧାନସଭାରେ ପାରିତ ହେଲା ସଙ୍କଳ୍ପ – ବଦଳିବ ଝାରସୁଗୁଡ଼ା ବିମାନ ବନ୍ଦରର ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯିବ। ଏନେଇ ଆଜି ଏକ ସଙ୍କଳ୍ପ ଓଡ଼ିଶା ବିଧାନସଭାରେ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଏହି ସଙ୍କଳ୍ପ ଆଜି ପାରିତ ହୋଇଛି।...
ନିର୍ଦ୍ଦେଶକ ହୋଇପାରିଲେ ନାହିଁ ଓଲିଉଡ ଷ୍ଟାର୍ ସିଦ୍ଧାନ୍ତ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ମେଗା ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ତ ନାୟକ, ଖଳନାୟକ ଭଳି ବିଭିନ୍ନ ଭୂମିକାରେ ସଫଳ ହୋଇଛନ୍ତି। ହେଲେ ଏ ଯାଏଁ ସେ ଦୁଇଟି କାମରେ ସଫଳ ହୋଇପାରିନାହାନ୍ତି।
ଓଲିଉଡର ଲୋକପ୍ରିୟ...
କିଏ ଏହି ଅଭିଜିତ ଆୟର ମିତ୍ର? କୋଣାର୍କର କାରୁକାର୍ଯ୍ୟକୁ କହିଲେ ହିନ୍ଦୁ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କର କାରୁକାର୍ଯ୍ୟ ଉପରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ବିବାଦରେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ର!
ଓଡ଼ିଶାର ପରିଚୟ ହେଉଛି କୋଣାର୍କ ମନ୍ଦିର। କୋଣାର୍କର ସୁନ୍ଦର କାରୁକାର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ...
କେଉଁ ସବୁ ଖାଦ୍ୟ ରାତିରେ ଖାଇବା ମନା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତୁ ଜାଣିବା ରାତିରେ କେଉଁ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
ବର୍ଗର
ରାତିରେ ବର୍ଗର ଖାଇଲେ ତାହା ପେଟରେ ଏସିଡ୍ ଉତ୍ପନ୍ନ କରିଥାଏ। ଏଥିପାଇଁ ଛାତି ପୋଡ଼ାଜଳା ହୁଏ।
ଇଟାଲିଅନ୍ ଖାଦ୍ୟ
ଇଟାଲିଅନ୍ ଖାଦ୍ୟକୁ...
ଚିଲିକାରେ ହେଲିକପ୍ଟର ଉଡ଼ାଇ ଅଡ଼ୁଆରେ ବୈଜୟନ୍ତ – ଉଠିଲା ପଡ଼ିଲା ବିଧାନସଭା
ଓଡ଼ିଶାଲାଇଭ୍ ବ୍ୟୁରୋ
ବୈଜୟନ୍ତଙ୍କ ଗିରଫ ଦାବିରେ ବିଧାନସଭାରେ ହଙ୍ଗାମା କରିଛନ୍ତି ବିଜେଡି ସଭ୍ୟ।
ଚିଲିକାର ନୋ-ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ଅଡ଼ୁଆରେ ପଡ଼ିଛନ୍ତି ବୈଜୟନ୍ତ ପଣ୍ଡା। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ଉଠିଛି...
ହୃଦ୍ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ସୁହୃଦୟ ବ୍ୟକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଅର ଚିକିତ୍ସା ପାଇଁ ସୁହୃଦୟ ବ୍ୟକ୍ତିଙ୍କର ସହଯୋଗ ପାଇ ବେଶ୍ ଖୁସି ଅଛନ୍ତି ରାଜେଶ।
ବ୍ରହ୍ମପୁର ଉପକଣ୍ଠ ହରିଡ଼ାଖଣ୍ଡି ସ୍ଥିତ ଆନନ୍ଦ ମାର୍ଗରେ ରାଜେଶ ସ୍ୱାଇଁ ତାଙ୍କ ସ୍ତ୍ରୀ ଓ ତିନିଟି ସନ୍ତାନ...
ଭୁବନେଶ୍ୱରରେ ଲାଗିବ ସ୍ୱତନ୍ତ୍ର ଧରଣର ଘଣ୍ଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବ୍ୟତୀତ ଆଉ ଚାରୋଟି ସହରରେ ଏହି ନୂଆ ଘଣ୍ଟା ସର୍ବସାଧାରଣ ସ୍ଥାନରେ ଲଗାଯିବ।
ସମୟର ମୂଲ୍ୟ କିଛି ଲୋକଙ୍କ ପାଇଁ ହୁଏତ କୌଣସି ମାନେ ରଖେ ନାହିଁ। କିନ୍ତୁ ଯେଉଁମାନେ ସମୟର...





















