ପୁରୀ ଶ୍ରୀମନ୍ଦିର ସଂସ୍କାର – ଗୁରୁବାର ଆସୁଛନ୍ତି ଗୋପାଳ ସୁବ୍ରମଣ୍ୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆସନ୍ତା ୨୦ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କାର ସଂପର୍କରେ ସେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା...
ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ସାଧାରଣ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
୬୮ ବର୍ଷ ବୟସରେ ପାଦ ଥାପିଲେ ମୋଦି।
ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ। ସେ ୬୮ ବର୍ଷ ବୟସରେ ପାଦ ଥାପିଛନ୍ତି। ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ସେ ଜନ୍ମଗ୍ରହଣ...
ପୁଣି ଅଟୋରେ ବୁହା ହେଲେ ପ୍ରସୂତି
ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ
ଶୋଚନୀୟ ରାସ୍ତା ଦେଇ ଅଟୋରେ ବୁହା ହୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି ପ୍ରସୂତି। ନାମକୁ ମାତ୍ର ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବା।
କେନ୍ଦ୍ରସରକାରଙ୍କ ୧୦୨ ଏବଂ ରାଜ୍ୟସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା...
ଆର ପାରିରେ ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସକାଳେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଆଜି ସକାଳେ ଅକାଳ ବିୟୋଗ...
ପୁଣିଥରେ ମାଡ଼ି ଆସୁଛି ଲଘୁଚାପ ବର୍ଷା, ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ ହେବ ଲଘୁଚାପ। ଆଜିଠୁ ଚାରି ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ପୁଣିଥରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣିବଳୟ ସୃଷ୍ଟି ହୋଇଛି। ଏହାଫଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି...
ଫିଲ୍ମ ଅପେକ୍ଷା ଯାତ୍ରାରେ ମିଳେ ଅଧିକ ଆତ୍ମସନ୍ତୋଷ – ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଯଲିଉଡର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକ ହେଲେ ତୃପ୍ତି ବିଶ୍ୱାଳ। ଯାତ୍ରା ଜଗତରେ ସେ ‘ଅଙ୍ଗନବାଡ଼ି ଦିଦି’ ଓ ‘ଷ୍ଟାଫନର୍ସ’ ସମେତ ବହୁ ଭିନ୍ନ ସ୍ୱାଦର ନାଟକ ପାଇଁ ଚର୍ଚ୍ଚାରେ ରହିଛନ୍ତି।
ତୃପ୍ତି...
ସ୍ମାର୍ଟ ସିଟି ସିରିଜ – ୬: ସ୍ମାର୍ଟ ବସ୍ ଷ୍ଟପ୍, ଅତୀତ ଓ ଭବିଷ୍ୟତ
କପିଳାସ ଭୂୟାଁ
ରାଜଧାନୀ ଭୁବନେଶ୍ଵରରେ ଯେଉଁ ୨୦୦ଟି ସ୍ମାର୍ଟ ବସ ଷ୍ଟପ ତିଆରି ହେବ ସେଥିପାଇଁ ଏବେ ଜାଗା ଚିହ୍ନଟ କରାଯାଉଛି। ୧୦୦ଟି ଜାଗା ଚିହ୍ନଟ ସରିଲାଣି। ସେଥି ମଧ୍ୟରୁ ୫୦ଟି ସ୍ଥାନରେ...
ଓଡ଼ିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଡାକ୍ତର ଦାମୋଦର ରାଉତ ବିଜେଡିର ବହିଷ୍କୃତ ହେବା ପରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଜୋର୍ ଧରିଛି ଚର୍ଚ୍ଚା।
ଓଡ଼ିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେବାକୁ ଯାଉଛି।...
ପରଦାକୁ ଫେରୁଛନ୍ତି ଅମ୍ରିତା ରାଓ, ଜାଣନ୍ତୁ କେଉଁ ସିନେମାରେ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
'ଇସ୍କବିସ୍କ ' ଓ ‘ବିବାହ’ ପରି ଫିଲ୍ମର ଲୋକପ୍ରିୟ ନାୟିକା ଅମ୍ରିତା ରାଓ ପୁଣି ଫେରୁଛନ୍ତି ବଲିଉଡକୁ।
ବଲିଉଡର ଲୋକପ୍ରିୟ ନାୟିକା ଅମ୍ରିତା ରାଓ ୨୦୦୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଅବ୍...
ସନ୍ଦେହଘେରରେ ଇଞ୍ଜିନିୟରଙ୍କ ମୃତ୍ୟୁ – ପରିବାରବର୍ଗ ଆଣିଲେ ହତ୍ୟା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସହକର୍ମୀଙ୍କ ଉପରେ ସନ୍ଦେହ
ଇଞ୍ଜିନିୟରଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଦେଇ ଛୁ ସହକର୍ମୀ
ପୋଲିସର ତନାଘନା
ଡେରାବିଶ ଥାନାରେ ଠିକା କମ୍ପାନିର ୬ କର୍ମଚାରୀ ଅଟକ
କେନ୍ଦ୍ରାପଡ଼ା: ଘଟଣାଟି ଯେତିକି ଗମ୍ଭୀର...





















