ଚତୁର୍ଥ ଦିନରେ ଅନଶନ – ମୂଷା ମୃତ୍ୟୁ ରହସ୍ୟ ଉପରୁ କେବେ ଉଠିବ ପରଦା?
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଛି ଅନଶନ
ଅନଶନସ୍ଥଳକୁ ଆସିଲେ ପିସିସି ଟିମ୍
ମୃତ ଅବିନାଶ ପାଇଟାଳଙ୍କ ଗାଁରେ ସ୍ଥିତି ଅନୁଧ୍ୟାନ କଲା ଟିମ୍
କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଭେଟିଲେ
ତତ୍କାଳୀନ...
ବିଜେପିର ପ୍ରଶ୍ନ – ନବୀନ ସ୍ୱଚ୍ଛ ଓ ନିର୍ମଳ କେମିତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାକ୍ତର ଦାମୋଦର ରାଉତ ଦୁର୍ନୀତି ପ୍ରସଙ୍ଗ ଉଠାଇ ଦଳରୁ ବହିଷ୍କୃତ ହେବା ପରେ ବିଜେପି ଏବେ ବିଜେଡିକୁ ଘେରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେତେ ସ୍ୱଚ୍ଛ ବୋଲି...
ଦ୍ଵାରଶୁଣି ଘାଟିରେ ଓଲଟିଲା ପିଆଜ ଟ୍ରକ, ୨ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ଵାରଶୁଣି ଘାଟି ଉପରେ ଓଲଟିଲା ପିଆଜ ଟ୍ରକ। ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକର ଡ୍ରାଇଭର ଓ ହେଲପରକୁ ଗୁରୁତର ହୋଇଯାଇଥିଲେ।...
ସୋନପୁରରେ ନୂଆଁଖାଇ ଭେଟ୍ଘାଟ୍ – ନାଚ, ଗୀତରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋନପୁର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଖାଲି ପୂଜା ଆରାଧନା କି ଖାଇବା ପିଇବାର ପର୍ବ ନୁହେଁ, ଜୁହାର ଭେଟ ଓ ନାଚ ଗୀତ ପାଇଁ ନୂଆଁଖାଇର ମଜା...
ଦାମ-ବିଷ୍ଣୁ କଳି: ବହିଷ୍କାର ପରେ ବି ସରୁନି ଗୋଇ ଖୋଳାଖୋଳି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Zh545EVnHIk]
ବିଜେଡିରୁ ବହିଷ୍କାର ହେବା ପରେ ବି ଦାମ-ବିଷ୍ଣୁ କଳି ଥମୁନି। ଦାମ ବିଷ୍ଣୁଙ୍କୁ ନଷ୍ଟ ଚରିତ୍ର କହିଥିବା ବେଳେ ବିଷ୍ଣୁ ଦାମଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇଛନ୍ତି।
ଜଗତ୍ସିଂହପୁରର ଦୁଇ ପ୍ରଭାବଶାଳୀ...
ବଢ଼ିଲା ବସ୍ ଭଡ଼ା – କିଲୋମିଟର ପିଛା ବଢ଼ିଲା ୨ରୁ ୪ ପଇସା
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲ ଦର ବଢ଼ିବା ପରେ ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। କିଲୋମିଟର ପିଛା ୨ରୁ ୪ ପଇସା ଲେଖାଏଁ ଭଡ଼ା ବଢ଼ାଇଛନ୍ତି ସରକାର।
ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍...
କେଉଁ ଦୁଇଟି ଅର୍ଚ୍ଚିତାଙ୍କ ସବୁଠାରୁ ବଡ଼ ବ୍ଲକବଷ୍ଟର ସିନେମା?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ଚୁଲୁବୁଲି ନାୟିକା ଅର୍ଚ୍ଚିତା ତାଙ୍କର କ୍ୟାରିଅର ଭିତରେ ଏଯାଏଁ ଯେଉଁ ଦୁଇଟି ବ୍ଲକବଷ୍ଟର ମୁଭି ଦେଇଛନ୍ତି; ସେ ସମ୍ପର୍କରେ ଆସନ୍ତୁ ଜାଣିବା…
ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ୨୦୦୫ରେ ରିଲିଜ୍...
୨୦୧୯ ପାଇଁ ବିଜେଡିର ରଣନୀତି, ବରିଷ୍ଠ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ଦେଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ପାଇଁ ପାଗ ଭିଡ଼ିଲା ବିଜେଡି। ସଙ୍ଗଠନ ସଜାଡ଼ିବା ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ।
ନୃସିଂହ ସାହୁ ହେଲେ ବିଜେଡି ସାଧାରଣ ସମ୍ପାଦକ
ପ୍ରଫୁଲ୍ଲ ମଲ୍ଲିକ ହେଲେ ଢେଙ୍କାନାଳ ଜିଲ୍ଲା...
ମୟୂରଭଞ୍ଜରେ ହାଇକୋର୍ଟର ସ୍ଥାୟୀ ଵେଞ୍ଚ ପ୍ରତିଷ୍ଠା ଦାବିରେ ଜେଏମ୍ଏମ୍ର ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ: ବିଭିନ୍ନ ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନକୁ ଜିଲ୍ଲା ଓକିଲ ସଂଘ ସମର୍ଥନ କରିଥିଲା। ଫଳରେ...
ମାଲକାନଗିରିରେ ସିଡିଏମ୍ଓ ଅଫିସ ଘେରିଲେ ଆଶା କର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ଚାରି ଦଫା ଦାବି ନେଇ ଆଜି ଆଶା କର୍ମୀମାନେ ସିଡିଏମଓ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାଲକାନଗିରି ଜିଲ୍ଲା ଆଶାକର୍ମୀ ୟୁନିୟନର ସମସ୍ତ ସଦସ୍ୟାମାନେ ଏହି ବିକ୍ଷୋଭରେ ସାମିଲ...





















