ଜାଣନ୍ତୁ କେଉଁ ପରିସ୍ଥିତିରେ ଦୁଇ ନାୟିକାଙ୍କୁ ରିପ୍ଲେସ କରିଥିଲେ ଅନୁ ଚୌଧୁରୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ନମ୍ବରୀ ନାୟିକା ଅନୁ ଚୌଧୁରୀ ଅନ୍ୟ ନାୟିକାଙ୍କୁ ରିପ୍ଲେସ କରିଥିଲେ। ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ, କିଏ ସେହି ନାୟିକା ଓ କାହିଁକି ସେମିତି ଘଟିଥିଲା!
ଯେଉଁ ସମୟରେ ଓଲିଉଡରେ ରଚନା...
ଦାମଙ୍କୁ ଭେଟିଲେ ବୈଜୟନ୍ତ, ୨୦୧୯ ପାଇଁ ବଢ଼ିଲା ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାମଙ୍କ ବହିଷ୍କାର ପରେ ନୂଆ ଦଳ ଗଠନକୁ ନେଇ ବଢ଼ିଲା ଚର୍ଚ୍ଚା।
ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଦାମ-ବୈଜୟନ୍ତଙ୍କ ଭେଟ୍ଘାଟ୍କୁ ନେଇ ଏବେ...
ମାଓବାଦୀଙ୍କୁ ସାବାଡ୍ କରିବାକୁ ଯୋଜନା – ପାହାଡ଼ିଆ ଅଞ୍ଚଳରେ ରାସ୍ତା ନିର୍ମାଣ କରିବେ ଆନ୍ଧ୍ର ସରକାର
ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ
ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମାନ୍ତରେ ଥିବା ବହୁ ଗାଁକୁ ନାହିଁ ସଡ଼କ ବ୍ୟବସ୍ଥା। ଏଠାରେ ମାଓବାଦୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ଆନ୍ଧ୍ର ଓଡିଶା ସୀମାନ୍ତରେ...
କଂସେଇ ଡାକ୍ତର! ଜିଅନ୍ତା ମଣିଷକୁ କଲେ ତିନିଗଡ଼
ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା
ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିଲା। ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ।
ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ଉପରୁ ଧିରେ...
ମହାକାଳପଡ଼ାରେ ହୃଦୟବିଦାରକ ଘଟଣା – ମା’ ସହ ଫୋନରେ କଥା ହେଉଥିବା ବେଳେ ଚାଲିଗଲା ପୁଅ
କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
ମହାକାଳପଡ଼ା ବ୍ଲକର ବଡରାହାମା ଗାଁର ଏକ ଚିଙ୍ଗୁଡିଘେରିରେ ପ୍ରାଣ ହରାଇଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରମିକ ଅଲେଖ।
ନୂଆଁଖାଇକୁ ଘରକୁ ଯାଇପାରୁନି। ବିଶ୍ୱକର୍ମା ପୂଜାକୁ ଘରକୁ ଯିବି। ନିଜ ମା'କୁ ଏମିତି କଥା...
“ଦୁର୍ନୀତିଖୋରଙ୍କୁ ପୁରସ୍କାର, ପେଡ଼ି ଖୋଲିଲେ ବହିଷ୍କାର” – ଦାମ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=tY7UcPLCWUM]
ବିଜେଡିରୁ ବହିଷ୍କାର ହେବା ପରେ ଆଜି ଦମ୍ ଦେଖାଇଛନ୍ତି ଦାମ। ଓଡ଼ିଶାଲାଇଭ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି।
"ନବୀନ ପଟ୍ଟନାୟକଙ୍କ...
ଦାବି ଶୁଣିଲେନି ସରକାର, ରାଜରାସ୍ତାରେ ଗଣେଶଙ୍କୁ ପୂଜିଲେ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାବି ଶୁଣିଲେନି ସରକାର। ଶେଷରେ ତେଜିଲା ଶିକ୍ଷକ ଆନ୍ଦୋଳନ। ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ବିଫଳ ହେବା ପରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବ୍ଲକଗଗ୍ରାଣ୍ଟ ଶିକ୍ଷକମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।...
ରାତି ପାହିଲେ ନୂଆଁଖାଇ – ଶୂନ୍ୟବ୍ରହ୍ମଙ୍କୁ ନବାନ୍ନ ଲାଗି କରିବେ ମହିମାଧର୍ମର ସାଧୁସନ୍ଥ
ସୋନପୁରରୁ ସଞ୍ଜୟ କୁମାର ସାହୁ
କାହିଁ କେତେ ଦିନରୁ ମଣିଷ ପୂଜା କରି ଆସୁଛି ପ୍ରକୃତି ଓ ପିତୃପୁରୁଷଙ୍କୁ ନୂଆଁଖାଇରେ। ହେଲେ ମହିମାଧର୍ମାବଲମ୍ବୀମାନେ ନୂଆଁଖାଇ ପାଳନ କରିଥାନ୍ତି ଏକ ଭିନ୍ନ ଢଙ୍ଗରେ। ବର୍ଷର ପହିଲି...
ଥାନା ଭଙ୍ଗାରୁଜା: ସକାଳେ ଗିରଫ, ସନ୍ଧ୍ୟାରେ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ପୁରୀଘାଟ ଥାନାରେ ଭାରତ ବନ୍ଦ ଦିନ ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି ସକାଳେ ଗିରଫ ହୋଇଥିଲେ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ। ହେଲେ ସନ୍ଧ୍ୟା ବେଳକୁ...
ଚର୍ଚ୍ଚାରେ ସଞ୍ଜୟ – ପୂଜା – ଆଲିଆଙ୍କ ଷ୍ଟାରର ମୁଭି ‘ସଡ଼କ-୨’
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସଞ୍ଜୟ ଦତ୍ତ - ପୂଜା ଭଟ୍ଟ ଷ୍ଟାରର ମୁଭି ‘ସଡ଼କ’ର ସିକ୍ୱେଲ ନିର୍ମିତ ହେବା ଥୟ। ଏହି ସିନେମା ‘ସଡ଼କ-୨’ ସମ୍ପର୍କରେ ଏସବୁ କଥା ଆପଣ ଜାଣନ୍ତି କି?
୧୯୯୧ ମସିହାରେ...





















