ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ରାଜ୍ୟର ୨୧୫୨ ପ୍ରାଥମିକ ବିଦ୍ୟାଳୟରେ ତାଲା
କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
ସରକାର ନିଜେ ଖୋଲିଥିବା ବିଦ୍ୟାଳୟମାନଙ୍କରେ ତାଲା ପକାଇଲେ।
ସାରା ରାଜ୍ୟରେ ଏବେ ୨୧୫୨ ସରକାରୀ ପ୍ରାଥମିକ ସ୍କୁଲରେ ତାଲା ପଡ଼ିଛି। ଏହି ସ୍କୁଲଗୁଡ଼ିକୁ ୧୯୫୪ଟି ବିଦ୍ୟାଳୟରେ ମିଶାଇ ଦେଇଛନ୍ତି ସରକାର।...
ପାରାଦୀପରୁ ନିର୍ବାଚନ ଲଢ଼ିବି, ବିଧାନସଭା ଆସିବି – ଡାକ୍ତର ଦାମୋଦର ରାଉତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=tY7UcPLCWUM]
ବିଜେଡିରୁ ବହିଷ୍କାର ହେବା ପରେ ଓଡ଼ିଶାଲାଇଭ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି ଯେ ୨୦୧୯ରେ ପାରାଦୀପ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ...
ତନୁଶ୍ରୀ ଦତ୍ତା ଏବେ କେଉଁଠି ଓ କାହିଁକି ବଲିଉଡରୁ ବିଦାୟ ନେଇଥିଲେ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ନାୟିକା ତନୁଶ୍ରୀ ଦତ୍ତା ଏବେ ‘ବିଗ୍ବସ୍ ସିଜିନ -୧୨’ରେ ପ୍ରତିଯୋଗୀ ଭାବେ ଆସୁଛନ୍ତି। ହେଲେ ଆପଣ ଜାଣନ୍ତି ସେ କିପରି କ୍ୟାରିଅର ବରବାଦ୍ କରିଥିଲେ?
ତନୁଶ୍ରୀ ଦତ୍ତ ୨୦୦୪ରେ ‘ଫେମିନା...
ଇନ୍ଦୋରର ସୈଫ୍ ମସ୍ଜିଦରେ ମୋଦି – କହିଲେ, “ମୁଁ ହେଉଛି ବୋହରା ସମାଜର ସଦସ୍ୟ”
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ଦ୍ୱିତୀୟ ଥର ପାଇଁ ମୋଦି ମସ୍ଜିଦ ଯାଇଛନ୍ତି।
ମଧ୍ୟପ୍ରଦେଶ ଇନ୍ଦୋରର ସୈଫ୍ ମସ୍ଜିଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦାଉଦୀ ବୋହରା ମୁସଲିମ୍ ସମ୍ପ୍ରଦାୟର ୫୩ତମ ଧର୍ମଗୁରୁ ସମ୍ମିଳନୀରେ...
ରାଜଧାନୀରେ ଉଦ୍ଘାଟିତ ହେଲା ‘କୋଲ୍କତା ଫେସନ୍ ବଜାର’ର ନୂଆ ଶୋ’ ରୁମ୍
ଓଡ଼ିଶାଲାଇଫ୍ ବ୍ୟୁରୋ
ଗଣେଷ ପୂଜା ଅବସରରେ ଭୁବନେଶ୍ୱରରେ ‘କୋଲ୍କତା ଫେସନ୍ ବଜାର’ର ଆଉ ଏକ ଶୋ’ ରୁମ୍ ଉଦ୍ଘାଟନ କରାଗଲା। ଗ୍ରାହକଙ୍କ ପାଇଁ ରଖାଯାଇଛି ବମ୍ପର ଅଫର।
ଗଣେଶ ପୂଜା ଅବସରରେ ଗତକାଲି ରାଜଧାନୀର କଳ୍ପନା...
ଡାକ୍ତରାଣୀଙ୍କ ରହସ୍ୟଜନକ ମୃତ୍ୟୁ, ଭଡ଼ା ଘରୁ ମିଳିଲା ମୃତଶରୀର
ଓଡ଼ିଶାଲାଇଫ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଭଡ଼ା ଘରୁ ମିଳିଲା ଡାକ୍ତରାଣୀଙ୍କ ମୃତଶରୀର। ଯାହା ଏବେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀବିହାର ଅଞ୍ଚଳରେ ଆଜି ଏକ ଅଭବନୀୟ ଘଟଣା ଘଟିଛି। ସେଠାରେ ଥିବା ଏକ...
ଭିନ୍ନ ଢ଼ଙ୍ଗରେ ’ନୂଆଁଖାଇ’ ପାଳନ୍ତି ସୋନପୁରବାସୀ, ଆଜିବି ଅତୁଟ ରହିଛି ‘ପାହୁର’ ପରମ୍ପରା
ସୋନପୁରରୁ ସଞ୍ଜୟ କୁମାର ସାହୁ
ପଶ୍ଚିମ ଓଡିଶାର ଲୋକପର୍ବରେ ରହିଛି କେତେ ନା କେତେ ପ୍ରଥା ଆଉ ପରମ୍ପରା। ସୋନପୁର ଗଡ଼ଜାତବାସୀ ନୂଆଁଖାଇ ଦିନ ଅନ୍ନ ବ୍ୟଞ୍ଜନ, ନାନାଦି ପିଠାପଣା ତିଆରି କରି ଖାଇଥାନ୍ତି...
ଆଜି ନୂଆଁଖାଇ ଭେଟ୍ଘାଟ୍, ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଁଖାଇ ଭେଟ୍ଘାଟ୍ ପାଇଁ ସାରା ପଶ୍ଚିମ ଓଡ଼ିଶା ଊତ୍ସବ ମୁଖର। ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରିସାରିବା ପରେ ନୂଆ ଖାଇଛନ୍ତି ଲୋକେ।
ଆଜି ହେଉଛି ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ...
ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସିମେଇ ପୁଡ଼ିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣ ସିମେଇ ପୁଡ଼ିଂର ମଜା ଘରେ ଉଠାଇବାକୁ ଚାହାଁନ୍ତି, ତେବେ ଜାଣି ରଖନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ?
ଆବଶ୍ୟକୀୟ ସାମଗ୍ରୀ - ସିମେଇ ୫୦ ଗ୍ରାମ୍, କ୍ଷୀର ୨ କପ୍, ବଟର...
ସ୍ମାର୍ଟ ସିଟି ସିରିଜ୍-୫: ସ୍ମାର୍ଟ ବସ୍ ଷ୍ଟପ୍, ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବା ନାହିଁ କି?
କପିଳାସ ଭୂୟାଁ
ସ୍ମାର୍ଟ ସିଟି ଭୁବନେଶ୍ଵରରେ ୨୦୦ ନୂଆ ସ୍ମାର୍ଟ ବସ୍ ଷ୍ଟପ୍ ତିଆରି ହେବ। ସେଥିପାଇଁ ଖର୍ଚ୍ଚ ହେବ ୨୧ କୋଟି ୨୦ ଲକ୍ଷ ଟଙ୍କା। ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ...





















