୭ ରାଜ୍ୟରେ ନୂଆ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
୭ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିହାର, ଜମ୍ମୁ କାଶ୍ମୀର, ହରିୟାଣା, ତ୍ରିପୁରା, ସିକିମ୍, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ନୂଆ...
ଆମ୍ବ ଟାକୁଆ ପିଠା ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ବ ଟାକୁଆରେ ତିଆରି ହୋଇଥିବା ପିଠା ଖାଇ ଗୋଟିଏ ପରିବାର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ମଇନାପଦର ଗାଁରେ। ଗ୍ରାମର ଡମ୍ବରୁ...
ସିଦ୍ଧୁ ପୁଣି ଦେଲେ ସଫେଇ – କହିଲେ, ‘ଅଟଳ ଓ ମୋଦି ବି ଯାଇଥିଲେ ପାକିସ୍ତାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକ୍ ଆର୍ମି ମୁଖ୍ୟଙ୍କୁ ଆଲିଙ୍ଗନ କରିବା ନେଇ...
କମଲ୍ ହାସନଙ୍କ ‘ବିଶ୍ୱରୂପମ୍-୨’ ବିଷୟରେ କିଛି ରୋଚକ ତଥ୍ୟ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସାଉଥ୍ ସୁପରଷ୍ଟାର୍ କମଲ ହାସନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ବିଶ୍ୱରୂପମ୍-୨’ ବିଷୟରେ ଆସନ୍ତୁ ଜାଣିବା କିଛି ରୋଚକ ତଥ୍ୟ।
ସାଉଥର ପପୁଲାର ଆକ୍ଟର କମଲ ହାସନଙ୍କ ‘ବିଶ୍ୱରୂପମ୍-୨’ ରିଲିଜ୍ ହୋଇଛି ଏଇ...
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ – ପୁଞ୍ଜିଲାଲ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ
୩୦୦ ପୃଷ୍ଠାର ଚାର୍ଜସିଟ୍
ଚାର୍ଜସିଟ୍ରେ ୭୨ ଜଣଙ୍କ ସାକ୍ଷୀ ରେକର୍ଡ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବିରୋଧରେ ଚାର୍ଜସିଟ୍...
ଯୁବକଙ୍କୁ ଶୁଣ୍ଢରେ ମୋଡ଼ି କଚାଡ଼ି ଦେଲା ହାତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡଖଣ୍ଡୀ ଦନ୍ତା ହାତୀ ଅ।କ୍ରମଣରେ ଯୁବକଙ୍କ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଅଘଟଣ।
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଡୁମୁରିଆ ଗ୍ରାମରେ ଅଘଟଣ। ଝାଡଖଣ୍ଡୀ ଦନ୍ତା ହାତୀ ଅ।କ୍ରମଣରେ ଯୁବକଙ୍କ...
ଆଇଆଇଟି କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର – ମାଗଣାରେ ଦିଆଯିବ କୋଚିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଟି କୋଚିଂ ଛାତ୍ରଛାତ୍ରୀ ପାଇଁ ଖୁସି ଖବର। ସରକାର ଦେବେ ମାଗଣା କୋଚିଂ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭଳି ସଂସ୍ଥାନରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି...
୨୦୧୭-୧୮ ବର୍ଷରେ ଇନକମ୍ ଟ୍ୟାକ୍ସ ସଂଗ୍ରହରେ ରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୬-୧୭ରେ ହୋଇଥିଲା ୫.୬୧ କୋଟି ଆୟକର ରିଟର୍ଣ୍ଣ
୨୦୧୭-୧୮ରେ ୬.୯୨ କୋଟିର ଆୟକର ରିଟର୍ଣ୍ଣ
ଗତ ବର୍ଷଠାରୁ ୧.୩୧ କୋଟି ଅଧିକ
୨୦୧୭-୧୮ରେ ୧.୦୬ କୋଟି ନୂଆ ରିଟର୍ଣ୍ଣ ଦାଖଲ
ଉତ୍ତର-ପୂର୍ବାଞ୍ଚଳରେ...
ପୁରୀ ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ଚିତାଭସ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆସୁଛି ବାଜପେୟୀଙ୍କ ଚିତାଭସ୍ମ
୨୨ ତାରିଖରେ ବିଜେପି ପାର୍ଟି ଅଫିସରେ ରଖାଯିବ
୨୩ରେ ସମୁଦ୍ରରେ ବିସର୍ଜନ କରାଯିବ
୨୪ରେ ଶ୍ରଦ୍ଧାଞ୍ଜଳି ସଭା
ଓଡ଼ିଶା ଆସୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ...
ତୁଟୁନି ଟିକେଟ ଅଡ଼ୁଆ- କାହାକୁ ରଖିବେ, କାହାକୁ କାଟିବେ ତାକୁ ନେଇ ମନ୍ଥନ କରୁଛନ୍ତି ନିରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଭବନରେ ତିନି ଦିନ ହେଲା ଚାଲିଛି ମାରାଥନ ବୈଠକ। ପିସିସି ସଭାପତି ଏବଂ ପ୍ରଭାରୀ ବସି ଟିକେଟ ଅଡ଼ୁଆ ତୁଟାଉଛନ୍ତି।
୨୦୧୯ ନିର୍ବାଚନକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ପିସିସି ସଭାପତି...





















