ଭୋକ ପାଇଁ ଲଢ଼ୁଛନ୍ତି ସ୍ଵାଧିନତା ସଂଗ୍ରାମୀଙ୍କ ପରିବାର

ମାଲକାନଗିରିରୁ ଇଶ୍ଵର ପଟ୍ଟନାୟକ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୈଲାପାରି ଗ୍ରାମରେ ବସବାସ କରୁଥିବା ସ୍ଵାଧିନତା ସଂଗ୍ରାମୀ ସମାରୁ ଦୁରୁଆଙ୍କ ପରିବାର। ଦୁଇ ମୁଠା ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଏହି ପରିବାର। ମାଲକାନଗିରି: ସ୍ଵାଧିନତା ସଂଗ୍ରାମୀଙ୍କ...

ଭାଙ୍ଗିଯିବ କି ବିଜେପି ଗଡ଼? ମଧ୍ୟପ୍ରଦେଶ-ଛତିଶଗଡ଼-ରାଜସ୍ଥାନରେ କଂଗ୍ରେସ ଗଢ଼ିବ ସରକାର!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପି ଗଡ଼ରେ ଆଉ ଫୁଟିବନି ପଦ୍ମ। ମଧ୍ୟପ୍ରଦେଶ-ଛତିଶଗଡ଼-ରାଜସ୍ଥାନରେ ସରକାର ଗଢ଼ିବ କଂଗ୍ରେସ। ବିଧାନସଭା ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ। ୨୦୧୯ ନିର୍ବାଚନକୁ ନେଇ ବିଜେପି ଅଙ୍କ କଷୁଛି। ଏନଡିଏ ପୁଣିଥରେ...

ଗାନ୍ଧିବାଦୀ ଗ୍ୟାଙ୍ଗଷ୍ଟର: ଗାନ୍ଧିଙ୍କ ସଂପର୍କିତ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଅରୁଣ ଗାୱଲି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜେଲରେ ଆୟୋଜିତ ଏକ ଗାନ୍ଧି ଓ ଗାନ୍ଧିବାଦ ସଂପର୍କିତ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନାଗପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅଣ୍ଡରୱାର୍ଲଡ ଡନ୍‌ ଅରୁଣ ଗାୱଲି। ଭିନ୍ନ ଏକ...

ବାସଯୋଗ୍ୟ ସହର ତାଲିକାର ଶୀର୍ଷରେ ପୁଣେ, ୧୮ରେ ଭୁବନେଶ୍ୱର, ୬୫ରେ ଦିଲ୍ଲୀ

ଓଡ଼ିଶାଲାଇଭ୍‍ ବ୍ୟୁରୋ ‘ଇଜ୍‌ ଅଫ୍‌ ଲିଭିଂ’ ସୂଚୀରେ ଶୀର୍ଷ ସ୍ଥାନ ଅଧିକାର କରିଛି ପୁଣେ। ଏହି ତାଲିକାରେ ଭୁବନେଶ୍ୱର ୧୮ ନମ୍ବର ସ୍ଥାନରେ ରହିଛି। ଦେଶରେ ରହିବା ପାଇଁ ସବୁଠାରୁ ଭଲ ସହର ମହାରାଷ୍ଟ୍ରର ପୁଣେ।...

କଲେଜରେ ବଜ୍ରପାତ- ଜଣେ ଛାତ୍ରୀ ମୃତ, ୫ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ଜିଲ୍ଲାରେ ବଜ୍ରପାତ ଘଟି ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଡେଙ୍ଗାନାଳ ଜିଲ୍ଲାରେ ବଜ୍ରପାତରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ପାଞ୍ଚଜଣ ଛାତ୍ରୀ ଗୁରୁତର ଆହତ...

ବନ୍ୟା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

୭୦ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବାଧିକ ହ୍ରାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ୭୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୦ ଟଙ୍କାରେ ଆସି ପହଞ୍ଚିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ସ୍ତରକୁ ହ୍ରାସ ହୋଇଛି।...

ଚଳିତବର୍ଷ ଓଡ଼ିଶାରୁ ୨୯ଜଣ ପାଇବେ ପୋଲିସ ପଦକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସ ପଦକ ଘୋଷଣା ବିଭିନ୍ନ ବର୍ଗରୁ ଓଡ଼ିଶାରୁ ୨୯ଜଣ ପୋଲିସ ପାଇବେ ପଦକ ପୋଲିସ ମେଡାଲ ଘୋଷଣା କଲା କେନ୍ଦ୍ର ମୃହ ମନ୍ତ୍ରାଳୟ ୧୧ଜଣଙ୍କୁ ମିଳିବ ପୋଲିସ ସାହାସିକତା ପଦକ ...

କରୁଣାନିଧିଙ୍କ ମୃତ୍ୟୁ ପରେ ଡିଏମକେର ଭାର କିଏ ସମ୍ଭାଳିବ? ଦୁଇଭାଇଙ୍କ ମଧ୍ୟରେ ଟଣାଓଟରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ମୃତ୍ୟୁକୁ ୧ ସପ୍ତାହ ବିତି ଯାଇଛି। ତାଙ୍କ ପରେ କିଏ ଡିଏମ୍‌କେ ଭାର ସମ୍ଭାଳିବ ତାକୁ ନେଇ ଚାଲିଛି ଟଣାଓଟରା। ଡିଏମକେ...

ଏକକାଳୀନ ନିର୍ବାଚନ କରିପାରିବେନି ନିର୍ବାଚନ କମିଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ୫ଟି ବିଧାନସଭା ନିର୍ବାଚନ ଉପରେ ନିର୍ବାଚନ କମିଶନରଙ୍କ ଦୃଷ୍ଟି ରହିଛି। ଗୋଟିଏ ପଟେ ଲୋକସଭା ଓ ବିଧାନସଭା ପାଇଁ ଏକକାଳୀନ...