ସାଇକେଲ୍ ମୋର ପ୍ରଥମ ପ୍ରେମ – ମୀନତି ମହାପାତ୍ର

[youtube https://www.youtube.com/watch?v=el8CnnHE7zw] ମୀନତି ମହାପାତ୍ର। ପ୍ରଥମ ଓଡ଼ିଆ, ଯିଏ ଓଡ଼ିଶାକୁ ଭେଟି ଦେଇଥିଲେ ଅର୍ଜୁନ ପୁରସ୍କାର। ସେ ଭାରତର ପ୍ରଥମ ମହିଳା ସାଇକେଲିଷ୍ଟ୍ ଭାବେ କ୍ରୀଡ଼ା କ୍ଷେତ୍ରର ଏହି ସମ୍ମାନଜନକ ପୁରସ୍କାର ଅର୍ଜନ କରିଥିଲେ।...

ସୁଜାତା ମହାପାତ୍ର – ନୃତ୍ୟ ଜୀବନ କଥା

[youtube https://www.youtube.com/watch?v=8XunpS_irio] ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବାରେ ଯେଉଁ କିଛି ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ସୁଜାତା ମହାପାତ୍ର।...

ଡାଲମା ରେଷ୍ଟୁରାଣ୍ଟ – ଖାଣ୍ଟି ଓଡ଼ିଆ ଖାଦ୍ୟର ସୁଆଦ

[youtube https://www.youtube.com/watch?v=aNANxVX8Ago] ରୁଚିପୂର୍ଣ୍ଣ ଓଡ଼ିଆ ଖାଦ୍ୟର ନିଆରା ରେଷ୍ଟୁରାଣ୍ଟ ‘ଡାଲମା’। ଏଠାରେ ମିଳେ ଓଡ଼ିଶାର ସ୍ଵତନ୍ତ୍ର ଖାଦ୍ୟ ତଥା ଓଡ଼ିଆ ହାଣ୍ଡିଶାଳର ଭଳିକି ଭଳି ସୁଆଦିଆ ରାନ୍ଧଣା। ଏହି ଆଧୁନିକ ରେଷ୍ଟୁରାଣ୍ଟ ଆଜି ଓଡ଼ିଶା...

ଓଡ଼ିଶୀ ସଙ୍ଗୀତର ଦେବୀ – ଶ୍ୟାମାମଣି

[youtube https://www.youtube.com/watch?v=DN-qB1zugXc] ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ, ଓଡ଼ିଶୀ ସଙ୍ଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଲୋକ ଗୀତ, ପଲ୍ଲୀଗୀତ ତଥା ଭକ୍ତି ସଙ୍ଗୀତର ଏକ ଶୁଦ୍ଧ ଓ ଶ୍ରୁତି...

ବାପି ପଣ୍ଡା: ଅଭିନୟ – ଜୀବନ – ଯାତ୍ରା

[youtube https://www.youtube.com/watch?v=mkOim4Ab_sk] ଆକ୍ସନ ହେଉ କି ରୋମାନ୍ସ, ସବୁଥିରେ ଫିଟ୍ ହେଲାଭଳି କଳାକାର ଜଣକ ହେଲେ ଯଲିଉଡ୍ ଜଗତର ଲୋକପ୍ରିୟ ଅଭିନେତା ବାପି ପଣ୍ଡା। ଦିନେ ଦେଶ ମାତୃକାର ସେବା ପାଇଁ ସେ ସୀମାରେ...

ମତେ ସଙ୍ଗୀତରୁ ମିଳେ ଆନନ୍ଦ: ପ୍ରେମ୍ ଆନନ୍ଦ

[youtube https://www.youtube.com/watch?v=yTcBpSW51CA] ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ଯାତ୍ରା, ଆଲବମ, ଭଜନ ଓ ସିନେମା ଆଦି ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତର ଯାଦୁଗରୀ। ଓଲିଉଡ ସହ...

ଅଭିନୟ ମତେ ବଞ୍ଚିବା ଶିଖେଇଛି: ବ୍ରଜ ସିଂ

https://youtu.be/vr7KmxVoa_k ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଚେହେରା ବ୍ରଜ ସିଂ। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାଇଛନ୍ତି ତ, ଆଉ କେତେବେଳେ କନ୍ଦାଇଛନ୍ତି। ମଞ୍ଚ, ସିନେମା ଏବଂ...
Kabita Diwedi

କବିତା ଦ୍ୱିବେଦୀ : ମୋ ଜୀବନ, ମୋ କଥା

[youtube https://www.youtube.com/watch?v=Y5w-93oZ5R0] କବିତା ଦ୍ୱିବେଦୀ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ। ଘର ଓଡ଼ିଶାରେ କିନ୍ତୁ ପଢ଼ିଛନ୍ତି ଓ ବଢ଼ିଛନ୍ତି ଦିଲ୍ଲୀରେ। ତାଙ୍କ ପାଦରେ ଘୁଙ୍ଗୁର ବନ୍ଧା ହୋଇଗଲେ ସେ ହଜି ଯାଆନ୍ତି ଏକ...
Anuradha Biswal

ହର୍ଡଲସ ରାଣୀ ଅନୁରାଧା ବିଶ୍ୱାଳ

[youtube https://www.youtube.com/watch?v=t8gBqlvO4vk] ଆଥଲେଟିକ୍ସ ଦୁନିଆରେ ହର୍ଡଲସ୍‌ ଏକ କଷ୍ଟସାଧ୍ୟ ଇଭେଣ୍ଟସ। ଏଭଳି ଏକ କ୍ରୀଡ଼ାରେ ଦୀର୍ଘ ୨୦ ବର୍ଷ ଯାଏଁ ନିଜର ରେକର୍ଡ ବଜାୟ ରଖିଥିଲେ ଅନୁରାଧା ବିଶ୍ୱାଳ। ଯେତେବେଳେ ଭାରତର ସଫଳ କ୍ରୀଡ଼ାବିତଙ୍କ...

ପ୍ରମୋଦିନୀ ରାଉଳ – ଜାଳିପାରିନି ଏସିଡ୍

[youtube https://www.youtube.com/watch?v=6WnXPtAKRNM] ଏସିଡ୍ ଶରୀରକୁ ପୋଡ଼ି ଦିଏ ସିନା, ହେଲେ ଜଣକର ଆତ୍ମବିଶ୍ଵାସକୁ ହୁଏତ ଜାଳିପାରେନା। ଏହାର ଉଦାହରଣ ଓଡ଼ିଶାର ପ୍ରମୋଦିନୀ ରାଉଳ। ଦିନେ ସେ ନିଜେ ଏସିଡ୍ ନିଆଁରେ ଛଟପଟ ହୋଇଥିଲେ। କିନ୍ତୁ...