ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହ ଶ୍ରୀ ଚନ୍ଦ୍ରଶେଖର, ଅନନ୍ତ ବାସୁଦେବ, ଦେବୀ ରୂକ୍ମଣା ଏବଂ କପିଳନାଥ ରଥାରୂଢ଼ ହୋଇ ଏକାମ୍ରକ୍ଷେତ୍ରସ୍ଥିତ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଛନ୍ତି।

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ। ହଜାର ହଜାର ଭକ୍ତଙ୍କ ସମାଗମ।
ରଥରେ ଲିଙ୍ଗରାଜ ବିଗ୍ରହଙ୍କୁ ଦେଖି ହଜାର ହଜାର ଭକ୍ତ ଭାବ ବିହୋଳିତ
ସୁସଜ୍ଜିତ ଲିଙ୍ଗରାଜ ପ୍ରଭୁଙ୍କ ବିଗ୍ରହ
ରଥ ସମ୍ମୁଖରେ ଓଡ଼ିଶା ସଂସ୍କୃତି ନିଦର୍ଶନ ଦେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ
ଏକାମ୍ର କ୍ଷେତ୍ରରେ ସ୍ପେନ୍‌ ପର୍ଯ୍ୟଟକ। ସୁସଜ୍ଜିତ ରଥ ଦେଖି ହେଲେ ବିମୋହିତ
ଡିଜିଟାଲ ଯୁଗରେ ରଥସହ ସେଲ୍‌ଫି ନେଲେ ଯୁବବର୍ଗ

 

Comment