ଓଡ଼ିଶାଲାଇଭ ବ୍ୟୁରୋ

ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ଇଦ ଅବସରରେ ଅର୍ଥାତ୍ ଜୁନ ୫ରେ ରିଲିଜ ହେବା ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ଏହା ହିନ୍ଦୀ ରିମେକ।

ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଲିଡ ରୋଲରେ ଅଛନ୍ତିା ଏହି ଫିଲ୍ମରେ ଦିଶା ପାଟନୀଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବା

ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହେବ ବୋଲି ଫିଲ୍ମ ରିଲିଜ ପୂର୍ବରୁ ଅନୁମାନ କରାଯାଉଛିା ଫିଲ୍ମ ପାଇଁ ଦର୍ଶକ ଅନଲାଇନ ଟିକେଟ ମଧ୍ୟ କରି ସାରିଲେଣି।

ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବାକୁ ପାଇବେ ଦର୍ଶକ।

ଫିଲ୍ମରେ ସଲମାନଙ୍କ ସହ , କ୍ୟାଟ୍ରିନା, ଜାକି ଶ୍ରଫ, ଦିଶା ପାଟାନୀ, ନୋରା ଫତେହି, ସୁନୀଲ ଗ୍ରୋଭରଙ୍କ ପରି ଲୋକପ୍ରିୟ ଅଭିନେତା ଅଭିନେତ୍ରୀ କାମ କରୁଛନ୍ତି।

Comment