ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ଦ୍ଦେଶକ ଓ କୋରିଓଗ୍ରାଫର ରେମୋ ଡିସୁଜା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ରେ ବ୍ୟସ୍ତ। ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି। ରେମୋ ଫିଲ୍ମ ସେଟରୁ ଅଭିନେତା ବରୁଣ ଧଓ୍ୱନ ଓ ଶ୍ରଦ୍ଧା କପୁରଙ୍କର ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ତେବେ କେବଳ ରେମୋ ନୁହନ୍ତି ବରୁଣ ଶ୍ରଦ୍ଧା ବି ସୁଟିଂ ସେଟର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି।

ରିପୋର୍ଟ ଅନୁସାରେ ଫିଲ୍ମରେ ୧୦ରୁ ଅଧିକ ଡ୍ୟାନ୍ସ ଟିମ କାମ କରୁଛନ୍ତି। ଏହି ମାସ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ସରିବ। ଏଥିରେ ବରୁଣ ଓ ଶ୍ରଦ୍ଧା ମୁଖ୍ୟ ଚରିତ୍ରରେ ନଜର ଆସିବେ।

 

View this post on Instagram

 

Caption this 🙂 #sd3 #streetdancer3d @varundvn @shraddhakapoor @tseries.official @lizelleremodsouza @vishalsaxenaphotography

A post shared by Remo Dsouza (@remodsouza) on

ଏମାନଙ୍କ ବ୍ୟତୀତ ଫିଲ୍ମରେ ରାଘବ, ପ୍ରଭୁଦେବା ମଧ୍ୟ ନଜର ଆସିବେ। ଫିଲ୍ମ ୨୦୨୦ ଆରମ୍ଭରେ ହିଁ ରିଲିଜ ହେବ।

Comment