ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଓ ଓଡ଼ିଶା ରାଜସ୍ୱ ସେବା(ଓଆରଏସ୍) ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ଅଦଳବଦଳ ପ୍ରକ୍ରିୟାରେ ରାଜ୍ୟସରକାର ୧୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀ ଏବଂ ୩୮ ଓଆରଏସଙ୍କୁ ବଦଳି କରାଇଛନ୍ତି। ତେବେ ଆସନ୍ତୁ ଜାଣିବା କିଏ କେଉଁଠି ଥିଲେ କେଉଁଠିକି ଗଲେ।

ବିଶ୍ୱଜିତ ବିଶ୍ୱାଳ

କେଉଁଠି ଥିଲେ – ଶ୍ରୀମନ୍ଦିର ପ୍ରଶାସକ(ନୀତି)

କେଉଁଠିକି ଗଲେ – ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ

ବିଶ୍ୱନାଥ ସାହୁ

କେଉଁଠି ଥିଲେ – ଶ୍ରୀମନ୍ଦିର ପ୍ରଶାସକ(ଉନ୍ନୟନ)

କେଉଁଠିକି ଗଲେ – ଭିମ୍‌ସାର୍‌ ପ୍ରଶାସନିକ ଅଧିକାରୀ

ଅଜୟ କୁମାର ଜେନା

କେଉଁଠି ଥିଲେ – ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ

କେଉଁଠିକି ଗଲେ – ଶ୍ରୀମନ୍ଦିର ପ୍ରଶାସକ(ଉନ୍ନୟନ)

ଜିତେନ୍ଦ୍ର କୁମାର ସାହୁ

କେଉଁଠି ଥିଲେ – ନୟାଗଡ଼ ଉପଜିଲ୍ଲାପାଳ

କେଉଁଠିକି ଗଲେ – ଶ୍ରୀମନ୍ଦିର ପ୍ରଶାସକ(ନୀତି)

ଶୁଭ୍ରାଂଶୁ ଶେଖର ପାଢ଼ୀ – ଶ୍ରୀମନ୍ଦିର ପ୍ରଶାସନର ଓଏସ୍‌ଡି

ପ୍ରଦୀପ କୁମାର ସାହାଣୀ – ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ

ବିନୟ କୁମାର ଦାସ

କେଉଁଠି ଥିଲେ – ପୁରୀ ଅତିରିକ୍ତ ଜିଲ୍ଲାପାଳ

କେଉଁଠିକି ଗଲେ – ରାଜସ୍ୱ ବିଭାଗର ଯୁଗ୍ମ ସଚିବ

ବିଶ୍ୱଜିତ କେଶରୀ ଦାସ

କେଉଁଠି ଥିଲେ – ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ

କେଉଁଠିକି ଗଲେ – ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ

ପ୍ରତାପ କୁମାର ମିଶ୍ର

କେଉଁଠି ଥିଲେ – ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ

କେଉଁଠିକି ଗଲେ – ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ

ଯୁଗଳେଶ୍ୱରୀ ଦାସ

କେଉଁଠି ଥିଲେ – ବଲାଙ୍ଗିର ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ

କେଉଁଠିକି ଗଲେ – ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ

ବିଧାନ ଚନ୍ଦ୍ର ରାୟ

କେଉଁଠି ଥିଲେ – ଉଦଳା ଆଇଟିଡିଏ ପିଏ

କେଉଁଠିକି ଗଲେ – ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ

ଶୁଭାଶିଷ ମାନସିଂହ – ସର୍ଭେ ଆଣ୍ଡ୍ ମ୍ୟାପ୍ ପବ୍ଲିକସେନ୍‌ର ଯୁଗ୍ମ ନିର୍ଦ୍ଦେଶକ

ପ୍ରକାଶ ଚନ୍ଦ୍ର ବେହେରା

କେଉଁଠି ଥିଲେ – କେନ୍ଦୁଝର ତହସିଲ୍‌ଦାର

କେଉଁଠିକି ଗଲେ – ବୀରମହାରାଜପୁର ଉପ ଜିଲ୍ଲାପାଳ

ସନ୍ତୋଷ କୁମାର ଦାସ

କେଉଁଠି ଥିଲେ – ଓଡ଼ିଶା ଯୋଗାଣ ନିଗମ ମହାପ୍ରବନ୍ଧକ

କେଉଁଠିକି ଗଲେ – ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ

ସୁଧାକର ଶବର – ଓଡ଼ିଶା ଯୋଗାଣ ନିଗମ ମହାପ୍ରବନ୍ଧକ

କୁଶଲ ଚନ୍ଦ୍ର ନାୟକ

କେଉଁଠି ଥିଲେ – କୋରାପୁଟ ଅତିରିକ୍ତ ଉପଜିଲ୍ଲାପାଳ

କେଉଁଠିକି ଗଲେ – କେନ୍ଦୁଝର କାନପୁର ଜଳେସଚନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ

ସୁଶାନ୍ତ କୁମାର ସିଂହ

କେଉଁଠି ଥିଲେ – କେନ୍ଦୁଝର କାନପୁର ଜଳେସଚନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ

କେଉଁଠିକି ଗଲେ – ଭବାନୀପାଟଣା ଉପଜିଲ୍ଲାପାଳ

କ୍ଷୀରାବ୍ଦୀ ବେହେରା – ଅନୁସୂଚିତ ଜାତି ଓ ଜନଜାତି ବିଭାଗ

Comment