ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ପ୍ରିୟ ଖାଦ୍ୟ ଭାତ ,ଡାଲି। ସେ ଘର ଖାଦ୍ୟ ଖାଇବାକୁ ବେଶୀ ଭଲ ପାଆନ୍ତି। ନିକଟରେ ଏକ ସାକ୍ଷାତକାରରେ ଆଲିୟା ନିଜେ ଏହି କଥା କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ପିଲାବେଳେ  ଯେତେବେଳେ ତାଙ୍କ ମା’ ତାଙ୍କୁ ପାସ୍ତା ଖାଇବାକୁ ଦେଉଥିଲେ ସେ ତାଙ୍କ ମା’ଙ୍କୁ ଭାତ, ଡାଲି ଖାଇବାକୁ ମାଗୁଥିଲେ। ତେବେ କେବଳ ଭାତ, ଡାଲି ନୁହେଁ ଖେଚଡ଼ି, ଫଳ ମଧ୍ୟ ଆଲିୟାଙ୍କୁ ବେଶ୍‌ ପସନ୍ଦ।

ନିଜର ଦମଦାର ଅଭିନୟ ଓ ଚୁଲବୁଲି ଅନ୍ଦାଜରେ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।

Comment