ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ଯୋଗୀ ସରକାର। ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ଓ ଘର ଯୋଗାଇଦେବାକୁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ପୀଡ଼ିତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଏହି ଘର ଦିଆଯିବ। ଉନ୍ନାଓ ଜିଲ୍ଲା ଅଧିକାରୀ ନିଜେ ପୀଡ଼ିତାଙ୍କ ପରିବାରକୁ ଭେଟି ଚେକ୍‌ ପ୍ରଦାନ କରିବେ।

ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଶୁକ୍ରବାର ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା।

ଉନ୍ନାଓ ଗଣଦୁଷ୍କର୍ମ : କ’ଣ ଥିଲା ପୂରା ଘଟଣା?

Comment