ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଲୋକପ୍ରିୟ ସୋ’ ମ୍ୟାନ ଭର୍ସେସ ଓ୍ୱାଇଲ୍ଡରେ ନଜର ଆସିବେ ସୁପରଷ୍ଟାର ରଜନୀକାନ୍ତ।

ଏଥିପାଇଁ ଏବେ ସେ କର୍ଣ୍ଣାଟକର ବାନ୍ଦୀପୁର ଟାଇଗର ରିଜର୍ଭ ଓ ନାସନାଲ ପାର୍କରେ ବିୟର ଗ୍ରୀଲ୍ସଙ୍କ ସୁଟିଂ କରୁଛନ୍ତି। ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ସୋ’ର ସୁଟିଂ ହେବ। ସୁଟିଂ ସରିବା ପରେ ଖୁବଶୀଘ୍ର ଡିସ୍କଭରି ଚ୍ୟାନେଲରେ ଏହି ସୋ ଦର୍ଶକ ଦେଖିପାରିବେ।

ଗତବର୍ଷ ମୋଦୀ ଏହି ସୋ’ରେ ନଜର ଆସିଥିଲେ। ମୋଦୀ ଏହି ସୋ’ରେ ଆସିବା ପରେ ଏହାର ଲୋକପ୍ରିୟତା ଆହୁରି ବଢ଼ିଯାଇଥିଲା।

Comment