ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜିଠୁ କଲର୍ସରେ ପ୍ରସାରିତ ହେବାକୁ ଯାଉଛି ଖତରୋଁ କେ ଖିଲାଡି ସିଜନ୍‌-୧୦। ସୋ’କୁ ହୋଷ୍ଟ କରିବେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏଥର ସିଜନ୍‌ରେ ଟିଭିର ପପୁଲାର ଚେହେରା ଦେଖିବାକୁ ମିଳିବ।

କରିସ୍ମା ତନ୍ନା, ରାନି ଚାଟାର୍ଜି, କରଣ ପଟେଲ, ଅଦା ଖାନ୍‌, ଶିବିନ୍‌ ନାରଙ୍ଗ, ଧର୍ମେଶ, ବଲରାଜ, ତେଜଶ୍ୱୀ ପ୍ରକାଶ, ଅମୃତା ଖାନ୍‌ବିଲକର ଭଳି ଚେହେରା ନଜର ଆସିବେ। ଏହିସବୁ କଳାକାର ଉଭୟଙ୍କୁ କଡ଼ା ଟକ୍କର ଦେବେ।

ଏଥର ସବୁଠୁ ଜୋରଦାର ଷ୍ଟଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।

ଖତରୋଁ କେ ଖିଲାଡି ସିଜନ୍‌-୧୦ରେ ସ୍ପେଶାଲ ଗେଷ୍ଟ ବି ନଜର ଆସିବେ।

Comment