ଓଡ଼ିଶାଲାଇଭ୍ ବ୍ୟୁରୋ

Saroj Khan-1

 

ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ ଅସୁସ୍ଥ ଅଛନ୍ତି। ଶ୍ୱାସ ନେବାରେ ସମସ୍ୟା ହୋଇଥିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସରୋଜ ଖାନ ନିଜର ଚାଳିଶି ବର୍ଷ କ୍ୟାରିୟର ମଧ୍ୟରେ ପ୍ରୟ ଦୁଇ ହଜାରରୁ ଅଧିକ ଗୀତର କୋରିଓଗ୍ରାଫି କରିଛନ୍ତି। ଶ୍ରୀଦେବୀ, ମାଧୁରୀଙ୍କ ଭଳି ଲୋକପ୍ରିୟା ଅଭିନେତ୍ରୀଠାରୁ ଆରମ୍ଭ କରି କରିନା, ଦୀପିକା ଯାଏଁ ସମସ୍ତଙ୍କୁ ନଚାଇଛନ୍ତି ସରୋଜ ଖାନ।

saroj khan-3

କିଛି ଦିନ ହେବ ସରୋଜ ଖାନଙ୍କୁ ନିଶ୍ୱସ ନେବାରେ କଷ୍ଟ ଅନୁଭବ ହେଉଥିଲା। ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଦିନ ହେବ ସେ ବଲିଉଡରୁ ମଧ୍ୟ ଦୂରେଇ ଯାଇଛନ୍ତି। କୋରିଓଗ୍ରାଫର ଭାବେ ତାଙ୍କ ଶେଷ ଫିଲ୍ମ ‘କଲଙ୍କ’ ଥିଲା।

Comment