ଓଡ଼ିଶାଲାଇଭ୍ ବ୍ୟୁରୋ

୧୯ ଡିସେମ୍ଵର ୨୦୨୦

  • ୨୦୨୦ ବର୍ଷ ଶେଷକୁ ଓଡ଼ିଶା ପୋଲିସ ଦ୍ୱାରା ରେକର୍ଡ଼ ପରିମାଣର ୧୨୯୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ
  • ଏକାବନତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଇଣ୍ଡିଆନ ପାନୋରମା ବିଭାଗରେ ପ୍ରଦର୍ଶିତ ହେବ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ନୀଳମାଧବ ପଣ୍ଡା ନିର୍ଦ୍ଦେଶିତ ‘କାଲିର ଅତୀତ’
  • ଓଡ଼ିଶାରେ ଆଉ ତିନି ଜଣଙ୍କ କରୋନାରେ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୮୩୨
  • କେନ୍ଦୁଝର ଯୋଡ଼ା ବ୍ଲକ ବଲଦା ଖଣିରେ ଧର୍ମଘଟ ପଞ୍ଚମ ଦିନରେ, ଲୁହାପଥର ପରିବହନ ବାଧାପ୍ରାପ୍ତ
  • ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ ବା ଏନ୍ସିପିସିଆର କହିଲା ପରୀ ହତ୍ୟାକାଣ୍ଡର କେନ୍ଦ୍ରୀୟ ତଦନ୍ତ ପାଇଁ ଓଡ଼ିଶା ସରକାର ସୁପାରିସ କରନ୍ତୁ
  • ଭୁବନେଶ୍ୱରରେ ସର୍ବସାଧାରଣ ସ୍ଥାନରେ ପଡ଼ି ରହିଥିବା ପୁରୁଣା ଗାଡିକୁ ହଟାଇବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ
  • ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ମନ୍ଦିର ଖୋଲିବା ନେଇ ଏସଓପି ବା ପରିଚାଳନାଗତ ନିୟମ ଜାରି
  • ଲୋକପ୍ରିୟ ଷ୍ଟାଣ୍ଡଅପ କମେଡିଆନ ଓ କଣ୍ଟେଣ୍ଟ କ୍ରିଏଟର ବିଶ୍ୱ କଲ୍ୟାଣ ରଥ ତଥା ଟିଭି ଆକଟ୍ରେସ ସୁଲଗ୍ନା ପାଣିଗ୍ରାହୀ ବିବାହ ବନ୍ଧନରେ ଆବଦ୍ଧ ହେଲେ
  • ବାଣୀବିହାରରେ ଥିବା ଡିଷ୍ଟେନ୍ସ ଏଜୁକେସନ ନିର୍ଦ୍ଦେଶୟାଳୟର ସିନିଅର ଆସିଷ୍ଟାଣ୍ଟଅଶୋକ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ନୂଆ ପୋଲିସ ଅଭିଯୋଗ ଆଣିଲେ

Comment