ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ସପ୍ତମ ଦିନରେ ପହଞ୍ଚିଛି। ରୁଷ ସେନାମାନେ ଖେରସନ ସହରକୁ ନିଜ କବ୍‌ଜାକୁ ନେଇଛନ୍ତି। ଏବେ ରୁଷ ୟୁକ୍ରେନ ରାଜଧାନୀ କ୍ଵିଭକୁ କବ୍‌ଜା କରିବାକୁ ଜୋରସୋର ଉଦ୍ୟମ ଚଳାଇଛି।

  • ଖେରସନ ସହରକୁ କବ୍‌ଜାକୁ ନେଲା ରୁଷ
  • ୟୁକ୍ରେନକୁ ସେନା ପଠାଇବ ବେଲାରୁଷ
  • ରୁଷକୁ ସହଯୋଗର ହାତ ବଢ଼ାଇଲା ବେଲାରୁଷ
  • ବୁଧବାର ପୁଣି ହେବ ରୁଷ-ୟୁକ୍ରେନ ଆଲୋଚନା
  • ବୁଖାରେଷ୍ଟ ଏୟାରପୋର୍ଟରେ ପହଞ୍ଚିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ
  • ପରମାଣୁ ଅସ୍ତ୍ରଶସ୍ତ୍ରର ଆଲର୍ଟ ଲେବଲ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ – ନାଟୋ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବାକୁ ପ୍ରସ୍ତୁତ ଭାରତୀୟ ବାୟୁସେନା ବିମାନ

Comment