ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ଶୁକ୍ରବାର ନବମ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷର ଅତର୍କିତ ଆକ୍ରମଣ ଜାରି ରହିଛି। ଇତି ମଧ୍ୟରେ ବେଲାରୁଷରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧିମଣ୍ଡଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନାହିଁ।

  • ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରୁଷ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ରୋକିବାକୁ ନିବେଦନ କଲେ
  • ରୁଷ-ୟୁକ୍ରେନ ଯୁଦ୍ଧରେ ଗୁରୁତର ହୋଇଛନ୍ତି ଜଣେ ଭାରତୀୟ
  • ଆଇଏଇଏର ମହାନିର୍ଦ୍ଦେଶକ ୟୁକ୍ରେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ
  • ପୋଲାଣ୍ଡରୁ ତିନିଦିନରେ ପ୍ରାୟ ୧,୪୦୦ ଭାରତୀୟ ନାଗରିକ ଦେଶକୁ ଫେରିଛନ୍ତି
  • ୟୁକ୍ରେନର ତିନୋଟି ସହରରେ ଆକାଶମାର୍ଗରୁ ଆକ୍ରମଣ କରିବାକୁ ଚେତାବନୀ ଦେଲା ରୁଷ
  • ୟୁକ୍ରେନର ଜାପରିଜଝୟା ପରମାଣୁ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ
  • ହଙ୍ଗେରିର ବୁଡାପେଷ୍ଟରୁ ଦିଲ୍ଲୀ ପହଞ୍ଚିଲେ ୨୧୯ ଭାରତୀୟ ନାଗରିକ
  • ୟୁକ୍ରେନର ଚେର୍ନିହିବ ଅଞ୍ଚଳରେ ଆକାଶ ମାର୍ଗରୁ ଆକ୍ରମଣ, ୧୨ ମୃତ
  • ୟୁକ୍ରେନ ନାଗରିକଙ୍କୁ ୧୮ ମାସ ପାଇଁ ଆଶ୍ରୟ ଦେଲା ଆମେରିକା

Comment