ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜିକାଲି ଅସମୟରେ କେଶ ପାଚିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ବୟସରୁ ଲୋକଙ୍କ କେଶ ପାଚୁଥିବାବେଳେ ଏବେ ଛୋଟ ପିଲାଙ୍କର କେଶ ପାଚୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସେମାନଙ୍କର ମନୋଳ ଦୁର୍ବଳ ହୋଇପଡ଼ୁଛି ବୋଲି ଡାକ୍ତର କୁହନ୍ତି।

କମ୍ ବୟସରୁ କେଶ ପାଚିବାର କାରଣ କ’ଣ ଏବଂ କିଭଳି ଏହାର ଚିକିତ୍ସା କରାଯାଇପାରିବ? ଏ ବିଷୟରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ହର ପ୍ରସନ୍ନ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #HairGreying #Treatment #OdiaHealthTips #DoctorsAdvice

Comment