ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହ୍ୟୁମାନ୍‌ ପାପିଲୋମା ଭାଇରସ୍ (ଏଚପିଭି) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ପ୍ରଭାବିତ କରିଥାଏ। ହ୍ୟୁମାନ୍‌ ପାପିଲୋମା ଭାଇରସ୍ ଯୋଗୁଁ ବ୍ୟକ୍ତିଙ୍କଠାରେ ଅନେକ ସମସ୍ୟା ଦେଖାଦେଇଥାଏ। ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏବେ ଏଚ୍‌ପିଭି ଟିକା ଉପଲବ୍ଧ ଥିବା ଡାକ୍ତର କୁହନ୍ତି।

ତେବେ ଏଚପିଭି କେମିତି ବ୍ୟାପେ ଏବଂ କିପରି ଏହି ରୋଗଠାରୁ ସୁରକ୍ଷିତ ରହିପାରିବେ? ସେ ସମ୍ପର୍କରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପି.କେ ସେନାପତି କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #HumanPapillomaVirus #HPV #Treatment #OdiaHealthTips #DoctorsAdvice

Comment