‘ରାଜ୍ୟ ସରକାର ଜମି ଯୋଗାଇ ଦେଲେ ଓଡ଼ିଶାରେ ପ୍ରତିଷ୍ଠା ହେବ ମେସିନ ଟୁଲ୍ ପାର୍କ’

ଓଡ଼ିଶାଲାଇଭ୍‌ ବ୍ୟୁରୋ "୨୦୧୩୦ ସୁଦ୍ଧା ୩୦୦ ମିଲିୟନ ଟନ୍ ଇସ୍ପାତ ସାରା ଦେଶରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଛି। ୨୦୧୭ର ଇସ୍ପାତ ନୀତି ଅନୁଯାୟୀ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ କେବଳ ଓଡ଼ିଶାରୁ...

ପେଟିଏମ ମାଲିକଙ୍କୁ ବ୍ଲାକମେଲିଂ, ସେକ୍ରେଟାରୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ଲାକମେଲିଂ ଅଭିଯୋଗରେ ପେଟିଏମ ମାଲିକଙ୍କ ସେକ୍ରେଟାରୀଙ୍କ ସମେତ ୩ ଗିରଫ। ପେଟିଏମ ମାଲିକଙ୍କୁ ବ୍ଲାକମେଲିଂ କରି ୨୦ କୋଟି ଟଙ୍କା ଦାବି କରିଥିବା ଅଭିଯୋଗରେ ସେକ୍ରେଟାରୀ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି। ପେଟିଏମ...

ଉତ୍ତରାଖଣ୍ଡରେ ଇନଭେଷ୍ଟର୍ସ ମିଟ୍ ଉଦଘାଟନ କଲେ ମୋଦି – ପଢ଼ନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଉତ୍ତରାଖଣ୍ଡରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ୍‌କୁ ଉଦଘାଟନ କରିଛନ୍ତି ମୋଦି। ଉଦଘାଟନୀ ଉତ୍ସବରେ ମୋଦି କ'ଣ କହିଲେ ଜାଣନ୍ତୁ:- ଗୁଜରାଟକୁ ଦକ୍ଷିଣ...

ନାଲ୍‌କୋ ମହିଳା ସମିତି ପକ୍ଷରୁ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଚ୍ଛତା ପକ୍ଷ ଅବସରରେ ନାଲ୍‌କୋ ଏବଂ ନାଲ୍‌କୋ ମହିଳା ସମିତି ଆନୁକୂଲ୍ୟରେ ମିଶନ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଙ୍କ ନେତୃତ୍ୱରେ ସମିତିର...

ଆମ୍‌ ଆଦମୀଙ୍କୁ ଝଟକା: ମହଙ୍ଗା ହେଲା ଟିଭି-ଫ୍ରିଜ-ୱାସିଂ ମେସିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜି ରାତି ୧୨ଟାରୁ ଏହା ଲାଗୁ ହେବ। ଆସୁଛି ପାର୍ବଣର ଋତୁ। ଏହି ସିଜିନରେ ଲୋକେ ଘରୋଇ ଉପକରଣ କିଣିଥାନ୍ତି।...

ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍ – ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚେନ୍ନାଇ ଇନଭେଷ୍ଟର୍ସ ମିଟ୍‌ରେ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁମ୍ବାଇ ଏବଂ ଦିଲ୍ଲୀ ପରେ ଆଜି ଚେନ୍ନାଇରେ ଅନୁଷ୍ଠିତ ହୋଇଛି ଇନଭେଷ୍ଟର୍ସ ମିଟ୍। ଏହି ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ଖୋଲିଲା ମାର୍କସ୍‌ ଆଣ୍ଡ ସ୍ପେନ୍‌ସରର ପ୍ରଥମ ଷ୍ଟୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=y8iVFByalio] ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡରେ ମାର୍କସ୍‌ ଆଣ୍ଡ ସ୍ପେନ୍‌ସର (ଏମ୍‌ ଆଣ୍ଡ ଏସ୍‌)ର ପ୍ରଥମ ଷ୍ଟୋର ଖୋଲିଛି। ଏହାକୁ ବଲିଉଡ ସେଲିବ୍ରିଟି ଦିଶା ପଟ୍ଟାନୀ ଉଦଘାଟନ କରିଛନ୍ତି। ୬, ୭୦୦ ବର୍ଗଫୁଟ ଜାଗରେ ଏହି...

ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ – ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଶିଳ୍ପପତିଙ୍କୁ ଆହ୍ୱାନ କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ରୋଡ ସୋ। ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁମ୍ବାଇ ପରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ ଆୟୋଜନ କରିଛନ୍ତି ଓଡ଼ିଶା ସରକାର।...

ଭୁବନେଶ୍ୱରରେ ଖୋଲିଲା ୱାଓ ମୋମୋ ଆଉଟଲେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ଖୋଲିଲା ୱାଓ ମୋମୋର ଆଉଟଲେଟ୍। ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ନିକଟରେ ଏହି ଆଉଟ୍‌ଲେଟ୍ ଖୋଲିଛି। ୱାଓ ମୋମୋର ପ୍ରତିଷ୍ଠାତା ସାଗର ଦୟାନିଧି ଏହାକୁ ଉଦଘାଟନ କରିଛନ୍ତି। ୨୦୦୮ ମସିହାରୁ ୱାଓ ମୋମୋ...

ବଜାରକୁ ଆସିଲା ନୂଆ ୧୦୦ ଟଙ୍କିଆ ନୋଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍। ଲୋକଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ ଏହି ନୋଟ୍। ବିମୁଦ୍ରାକରଣ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ୧୦୦ ଟଙ୍କାର ନୂଆ ନୋଟ୍ ପ୍ରଚଳନ...