ବଜେଟ ୨୦୨୦ – ଜାଣନ୍ତୁ ଏ ପର୍ଯ୍ୟନ୍ତ କ’ଣ ହେଲା?

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ମୋଦୀ ୨.୦ ସରକାରଙ୍କ ଦ୍ୱିତୀୟ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ''ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଦେଶରେ ବଢ଼ିଛି। ଆମେ ବିଶ୍ୱର ପଞ୍ଚମ ବଡ଼ ଅର୍ଥବ୍ୟବସ୍ଥା।...

ବଜେଟ୍‌ରେ କୃଷି କ୍ଷେତ୍ରକୁ ଫୋକସ୍‌ – ୨୦୨୨ ସୁଦ୍ଧା କୃଷକଙ୍କ ଆୟ ହେବ ଦୁଇଗୁଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ ହେଉଥିବା ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଚାଷୀ ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର...

ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ – ଲୋକସଭାରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରି ନିର୍ମଳା ସୀତାରମଣ। ଲୋକସଭାରେ ସେ ବଜେଟ୍‌ ଆଗତ କରୁଛନ୍ତି। ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ଏହା ହେଉଛି...

ଆଜି ବଜେଟ୍-୨୦୨୦: ନିର୍ମଳାଙ୍କ ଅର୍ଥ ପେଡ଼ି ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଲୋକସଭାରେ ଉପସ୍ଥାପିତ ହେବ ବଜେଟ୍‌। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଆଗତ କରିବେ। ନିର୍ମଳା ଦିନ ୧୧ଟାରେ ବଜେଟ୍‌ ଆଗତ କରିବେ। ତେବେ...

କେନ୍ଦ୍ର ବଜେଟ୍‌ ପାଇଁ ଶନିବାର ଖୋଲା ରହିବ ଷ୍ଟକ ମାର୍କେଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲି ଲୋକସଭାରେ ଉପସ୍ଥାପନା ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନା କରିବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ଷ୍ଟକ୍‌ ମାର୍କେଟ୍‌ ଖୋଲା...

୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିବ ୬ରୁ ୬.୫ ପ୍ରତିଶତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର (ଜିଡିପି)  ୬ରୁ ୬.୫ ପ୍ରତିଶତ ରହିବ। ଆର୍ଥିକ ସର୍ଭେ ରିପୋର୍ଟରୁ ଏହା ଆକଳନ କରାଯାଇଛି। ୨୦୧୯-୨୦ରେ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା।...

ଫିକି ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷା ହେଲେ ମୋନିକା ନାୟାର ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋନିକା ନାୟାର ପଟ୍ଟନାୟକ ହେଲେ ‘ଫିକି ଓଡ଼ିଶା ରାଜ୍ୟ ପରିଷଦ’ର ନୂଆ ଅଧ୍ୟକ୍ଷା ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷା...

ବଜେଟ୍-୨୦୨୦: ଦଶନ୍ଧିର ସବୁଠୁ ବଡ଼ ଚାଲେଞ୍ଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଚଳିତ ଦଶନ୍ଧିର ଏହା ସବୁଠାରୁ ବଡ଼ ଆହ୍ୱାନମୂଳକ...

ଅର୍ଥନୈତିକ ସର୍ଭେ ରିପୋର୍ଟ କ’ଣ, କେତେବେଳେ ଏହା ଉପସ୍ଥାପନ କରାଯାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଫେବ୍ରୁଆରି ପହିଲାରେ ବଜେଟ୍‌ ଆଣିବେ କେନ୍ଦ୍ର ସରକାର। ଲୋକସଭାରେ ଏହି ବଜେଟ୍‌ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍‌ ଆସିବା ପୂର୍ବରୁ ‘ଅର୍ଥନୈତିକ...

ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ବଦଳାଇବେ ଆଧାରକାର୍ଡ ଠିକଣା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନଲାଇନରେ ଆଧାର ଠିକଣା ବଦଳାଇ ପାରିବେ, ଜାଣନ୍ତୁ କେମିତି? ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଆହୁରି ଅନେକ ଜରୁରୀ କାମରେ ଆଧାର ନମ୍ବରର ଆବଶ୍ୟକତା ରହିଛି। ହେଲେ ଆଧାରକାର୍ଡରେ କୌଣସି ତଥ୍ୟ...