ମୟୂରଭଞ୍ଜ: ରାତି ସାରା ଗଛରେ ବାନ୍ଧିଲେ, ସକାଳେ ଯୁବକଙ୍କୁ ପିଟିପିଟି ହତ୍ୟା କଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବେତନଟୀ ଥାନା ଅନ୍ତର୍ଗତ...
କନ୍ଧମାଳ: ଡିଲ୍ ବେଳେ ଧରା ପଡ଼ିଲେ ୨ ବାଘ ଛାଲ ବେପାରୀ, ଖସିଗଲେ ଗ୍ରାହକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ଜାଲରେ ଛନ୍ଦି ହୋଇଛନ୍ତି ବାଘ ଛାଲ ବେପାରୀ। ଗୋଟିଏ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଏସଟିଏଫ...
ମୟୂରଭଞ୍ଜ: ବନବିଭାଗ ପକ୍ଷରୁ ୪ଟି ହାତୀଦାନ୍ତ ଜବତ, ଜଣେ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪ଟି ହାତୀଦାନ୍ତ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ...
ଅତିକ ଅହମ୍ମଦ: ଗଳିର ଗୁଣ୍ଡାରୁ ପାର୍ଲାମେଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟିରେ ମିଶିଲା ଆତଙ୍କର ଅନ୍ୟ ନାଁ ଅତିକ ଅହମ୍ମଦ। ଆତିକର ହତ୍ୟା ଏବେ ରାଜନୀତିର ଏକ ଅନ୍ଧକାର ଦିଗକୁ ସାମ୍ନାକୁ ଆଣିଛି।
ଅପରାଧରୁ ରାଜନୀତି ଓ ରାଜନୀତିରୁ ଅପରାଧ, ହିନ୍ଦୀ ହାର୍ଟଲାଣ୍ଡରେ...
ରାୟଗଡ଼ା ଥାନାରୁ ଅଭିଯୁକ୍ତ ଫେରାର ହେବା ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ୱିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର ହେବା ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ବୁଧବାର ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି...
ଅଶାନ୍ତ ସମ୍ବଲପୁର: ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ହୋଇପଡ଼ିଛି ସମ୍ବଲପୁର। ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ମଧ୍ୟରାତ୍ରୀରୁ ଅନିର୍ଦିଷ୍ଟ...
ମୟୂରଭଞ୍ଜ: ଅପହରଣ ତଦନ୍ତ ବେଳେ ଜାଲନୋଟ କାରବାର କରୁଥିବା ରାକେଟ ଠାବ, ୭ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁ କରୁ ଜାଲନୋଟ କାରବାର କରୁଥିବା ରାକେଟର ପର୍ଦ୍ଦାଫାଶ କରିଛି। ଜିଲ୍ଲାରେ ଜାଲନୋଟ କାରବାର କରୁଥିବା ରାକେଟ...
କନ୍ଧମାଳ: ଲୁଟ୍ର ୪୮ ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଠାବ, ୬ ଗିରଫ, ୧୭.୫ ଲକ୍ଷ ଟଙ୍କା ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ। ଲୁଟର ୪୮ ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛନ୍ତି କନ୍ଧମାଳ ଓ କଳାହାଣ୍ଡି ପୋଲିସ।
କନ୍ଧମାଳ ଏବଂ କଳାହାଣ୍ଡି...
କୋରାପୁଟ: ସାମାନ୍ୟ କଥା କଟାକଟିକୁ ନେଇ ଗଣ୍ଡଗୋଳ, ୨୦ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ସାମାନ୍ୟ କଥା କଟାକଟିରୁ ଅରମ୍ଭ ହୋଇଥିଲା ମହାଭାରତ। ପୁରୁଷ, ମହିଳାଙ୍କ ସମେତ ନାବାଳକଙ୍କ ହାତରେ ଦେଖିବାକୁ ମିଳିଥିଲା କାତି, ଲୁହାରଡ଼, ବାଡ଼ି ଇତ୍ୟାଦି। ଏହି ଘଟଣା ଘଟିଛି କୋରାପୁଟ ସହରର...
ନବରଙ୍ଗପୁର: ମିଲରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରି କରି ଦୁଇ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କାଜୁ ମିଲରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରି କରି ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ମହଙ୍ଗା ପଡ଼ିଲା। କାଜୁ ଚୋରି ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ବିଜରାଗୁଡ଼ା...





















