ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୭ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଭୁବନେଶ୍ଵର କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିଲା। ରିମାଣ୍ଡ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଭୁବନେଶ୍ଵର କୋର୍ଟରେ ହାଜର ହେଲେ ଜଗବନ୍ଧୁ ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ଵର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ। ଅର୍ଚ୍ଚନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ...

ବାରିପଦା: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ କାରାଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାରିପଦାରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପକ୍‌ସୋ କୋର୍ଟରେ ସୋମବାର ଦିନ ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସୁମିତା...

ଅର୍ଚ୍ଚନା ନାଗ ବ୍ଳାକମେଲିଂ ମାମଲା: ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା। ରଞ୍ଜିତ ବେହେରା ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି।...

ଖଲ୍ଲିକୋଟ: ରାଗିଂ କରିବା ମହଙ୍ଗା ପଡ଼ିଲା, ୭ ଛାତ୍ର କଲେଜ କ୍ୟାମ୍ପସରୁ ଆଉଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଗିଂ ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି। ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ ସମ୍ପୃକ୍ତ...

ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି – ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ “ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି। ମୁଁ ଯେତେବେଳେ ମୁହଁ ଖୋଲିବି ସାରା ରାଜ୍ୟ ଓଲଟପାଲଟ ହେଇଯିବ। ସମସ୍ତେ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମୁଁ କାହାରିକୁ...

ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ, ଖୋଲିବ ଆର୍ଥିକ ସାମ୍ରାଜ୍ୟର ରହସ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାତ ଦିନିଆ ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ। ଏହି ୭ ଦିନ ମଧ୍ୟରେ ଅର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟର ରହସ୍ୟ ଉନ୍ମୋଚନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବ୍ଲାକମେଲ କରି ଟଙ୍କା ହଡ଼ପ କରିବା...

୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସାତ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଚ୍ଚନାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ ୭ ଦିନ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର...

ଭୁବନେଶ୍ୱର କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଝାରପଡା ଜେଲରୁ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ କୋର୍ଟରେ ହାଜର କରାଯାଇଛି। କୋର୍ଟକୁ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ପୁଣି ହାଜର ହେଲେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପୁଣି ଥରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ଏହା ପୂର୍ବରୁ ସେ ଗୁରୁବାର ଦିନ ଇଡି...