କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା – ୩ ଅଭିଯୁକ୍ତଙ୍କୁ ଅଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ। ଗତ ବର୍ଷ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ଜମ୍ମୁ-କଶ୍ମୀରର କଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ରାୟ ଆଜି ଶୁଣାଣି ହୋଇଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ : ନୟାଗଡ଼ ନୂଆଗାଁ ଥାନା ଲୁଣିସରା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗାଁର ଦୁଇ ଭାଇ...

କେନ୍ଦ୍ରାପଡ଼ାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ହିଂସା ଏବଂ ଉତ୍ତେଜନକେୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ବନ୍ଦ ରଖିଛନ୍ତି। ବୁଧବାର ସକାଳ ୧୧ଟା୩୦ରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।...

ଚେନ୍ ଲୁଟ ବେଳେ ସାହସ ଦେଖାଇଲେ ମହିଳା, ଲୁଟେରାକୁ କାବୁ କରି ପୋଲିସ ଜିମା ଦେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେନ୍ ଲୁଟ୍ ବେଳେ ସାହସ ଦେଖାଇଛନ୍ତି ଜଣେ ମହିଳା। ଲୁଟେରାଙ୍କ ସହ ଲଢ଼ି ତାକୁ କାବୁ କରି ପୋଲିସ ଜିମା ଦେବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଚେନ୍ ଲୁଟେରାଙ୍କ...

ଆସ୍କା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ତେବେ ଏହାରି ପୂର୍ବରୁ ଆସ୍କା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଉପରକୁ ଗୁଳିମାଡ଼ ହୋଇଛି। ଗଞ୍ଜାମର ଲାଞ୍ଜିପାଲି ନିକଟରେ ଆସ୍କା କଂଗ୍ରେସ ବିଧାନସଭା ପ୍ରାର୍ଥୀ...

ଜଗନ୍ନାଥ ମନ୍ଦିର ବେଢ଼ାରୁ ଚନ୍ଦନ ଗଛ ଚୋରି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା : ମେଘନାଦ ପାଚେରୀ ଘେରା ମନ୍ଦିର ବେଢା ମଧ୍ୟରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ ଚୋରି ହେବା ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ରାଜନଗର ଥାନା କେରେଡାଗଡର...

ବାରିପଦାରୁ ବ୍ରାଉନ୍‌ସୁଗାର ଜବତ, ୧ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦାରେ ବ୍ରାଉନ ସୁଗାର ଜବତ। ମଙ୍ଗଳବାର ବାରିପଦା ସହର ଜୁବୁଲି ପାର୍କ ନିକଟରେ ଜଣେ ଯୁବକ ନିକଟରୁ ୮ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ପୋଲିସ୍‌...

ମାଲକାନଗିରିରୁ ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି ପୋଲସ୍‌କୁ ମିଳିଛି ବଡ଼ ସଫଳତା। ରବିବାର ମାଲକାନଗରି ଓରକେଲ-ଚିତ୍ରକୋଣ୍ଡା ରାସ୍ତାରେ ଟ୍ରକ୍‌ରୁ ଜବତ ହେଲା ୨୧ କୁଇଣ୍ଟାଲ ଗଞ୍ଜେଇ। ଯାହାର ଅନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବା ମାଲକାନଗିରି...

ମହଙ୍ଗା ପଡ଼ିଲା ସିକ୍ୟୁରିଟି ଗାର୍ଡକୁ ଗାଳି, ଭୁବନେଶ୍ୱର ଆପାର୍ଟମେଣ୍ଟର ୨ କାର୍ ଓ ୪ ବାଇକ ପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=j_yGHWeoy6g] ରାଜଧାନୀରେ ଚାଞ୍ଚଲ୍ୟ ସାମାନ୍ୟ କଥାରୁ ସିକ୍ୟୁରିଟି ଗାର୍ଡ ଲଗାଇଦେଲା ନିଆଁ ଜଳିଗଲା ୬ଟି ଗାଡ଼ି ନିଆଁ ଲଗାଇ ସିକ୍ୟୁରିଟି ଫେରାର ନିଆଁ ଲିଭାଇଲା ଦମକଳ ଗାଡ଼ି, ପୋଲିସର ତନାଘନା ସିକ୍ୟୁରିଟି...

ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ଜେଲ୍, ତଦନ୍ତକାରୀ ଅଧିକାରୀଙ୍କୁ ଭର୍ତ୍ସନା କଲେ କୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୨ରେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଓରଫ୍ ସୁନୀଲଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଓ ଦୌରା...