ଏଣିକି ମାତ୍ର ୩ ଦିନରେ କରିପାରିବେ ମୋବାଇଲ୍ ନମ୍ବର ପୋର୍ଟାବିଲିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ଚାହୁଁଛନ୍ତି କି? ଏବେ ଆଉ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ମାତ୍ର ୩ଦିନ ଭିତରେ ନିଜ ନମ୍ବରକୁ ପୋର୍ଟାବିଲିଟି କରିପାରିବେ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଗାଇଡଲାଇନ୍...

ବଦଳିଲା CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ଢାଞ୍ଚା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଦଳିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ଢାଞ୍ଚା। ଏନେଇ ସୋମବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି।...

ଆରମ୍ଭ ହେଲା ‘ମଧୁ ଆପ୍’, ଅନ୍‌ଲାଇନରେ ପାଠ ପଢ଼ିପାରିବେ ସ୍କୁଲ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ମୋବାଇଲ୍ ଆପରେ ଭିଡିଓ ମାଧ୍ୟମରେ ପାଠ ପଢ଼ିପାରିବେ ସ୍କୁଲ ଛାତ୍ରଛାତ୍ରୀ। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ‘ମଧୁ ଆପ୍‌’। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ...

ଜାଣନ୍ତୁ, କାହିଁକି ଭିନ୍ନ ରଙ୍ଗର ହୋଇଥାଏ ଗାଡ଼ି ନମ୍ଵର ପ୍ଲେଟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୈନନ୍ଦିନ ଜୀବନରେ ଆପଣ ରାସ୍ତାରେ ଅନେକ କାର୍‌ ଦେଖୁଥିବେ। ଏହି ଅଲଗା ଅଲଗା କାର୍‌ରେ ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ ଲାଗିଥିବା ମଧ୍ୟ ଆପଣ ହୁଏତ ଲକ୍ଷ୍ୟ କରିଥିବେ। କେବେ ଭାବିଛନ୍ତି...

ଫକିରମୋହନ ବିଶ୍ଵବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫକିରମୋହନ ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୬। ବାଲେଶ୍ଵରସ୍ଥିତ ଫକିରମୋହନ ବିଶ୍ଵବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି।...

ଜାଣନ୍ତୁ, କାହିଁକି କରାଯାଏ ରକ୍ତ ପରୀକ୍ଷା?

ଓଡ଼ିଶାଲାଇଭ୍ ବ୍ୟୁରୋ ରୋଗ ଚିହ୍ନଟର ପ୍ରଥମ ମାର୍ଗ ହେଲା ରକ୍ତ ପରୀକ୍ଷା। ଶରୀରର ସମସ୍ତ ଅଙ୍ଗ ସୁସ୍ଥ କି ନାହିଁ, ଗ୍ଲୁକୋଜ୍, ପ୍ଲେଟଲେଟ୍, ଶ୍ୱେତରକ୍ତ କଣିକା ଏବଂ ପ୍ଲାଜ୍ମା କେତେ ପରିମାଣରେ ରହିଛି କେବଳ...

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ନିଯୁକ୍ତି, ଡିସେମ୍ଵର ୬ରେ ଓ୍ଵାକ୍-ଇନ୍-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ବିଭିନ୍ନ ପଦବୀରେ ବାହାରିଲା ନିଯୁକ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଫିସ୍‌ ଆସିଷ୍ଟାଣ୍ଟ, ସିନିୟର ଲାଇବ୍ରେରିଆନ୍‌, ଲାଇବ୍ରେରିଆନ୍‌, ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀ ପାଇଁ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ କରାଯିବ। ଇଣ୍ଟରଭ୍ୟୁ ତାରିଖ ...

CISFରେ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ସିଆଇଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଚାକିରି ସୁଯୋଗ। ଡିସେମ୍ଵର ୯ ଯାଏଁ କରିପାରିବେ ଆବେଦନ। ସିଆଇଏସ୍‌ଏଫ୍‌ରେ ୧ ହଜାର ୩୧୪ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ଭାରତର ଏହି ରାଜ୍ୟ, ଯେଉଁଠି ଆଜି ବି ରହୁଛନ୍ତି ଭୀମଙ୍କ ପତ୍ନୀ ହିଡିମ୍ଵାଙ୍କ ବଂଶଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାଭାରତ ବିଷୟରେ ତ ଆପଣମାନେ ଜାଣିଥିବେ। ବର୍ତ୍ତମାନ ଭାରତର ଏମିତି ଏକ ରାଜ୍ୟ ରହିଛି ଯେଉଁଠି ମହାଭାରତର ମହାବଳୀ ଭୀମଙ୍କ ରାକ୍ଷସୁଣୀ ପତ୍ନୀ ହିଡିମ୍ଵାଙ୍କ ବଂଶଜ ରୁହନ୍ତି। ଏହି ରାଜ୍ୟର ନାଁ ହେଉଛି...

ହୋମଗାର୍ଡରେ ୮୪ଟି ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୩୧ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୮୪ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ଡିସେମ୍ଵର ୩୧। ରାଜ୍ୟ ଗୃହରକ୍ଷୀ ନିର୍ଦ୍ଦେଶାଳୟ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ୮୪ଟି ହୋମଗାର୍ଡ ସ୍ଵେଚ୍ଛାସେବୀ ପଦବୀ ପାଇଁ...