NTROରେ ୭୧ ଟେକ୍ନିସିଆନ୍‌ ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୨ରୁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ NTROରେ ୭୧ ଟେକ୍ନିସିଆନ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ଡିସେମ୍ଵରରୁ ୨୩ ଡିସେମ୍ଵର ମଧ୍ୟରେ ଆବେଦନ କରିପାରିବେ। ନ୍ୟାସନାଲ ଟେକ୍ନିକାଲ ରିସର୍ଚ ଅର୍ଗାନାଇଜେସନ୍‌(ଏନ୍‌ଟିଆର୍‌ଓ)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।...

୭୫ ପ୍ରତିଶତ ଉପସ୍ଥାନ ନଥିଲେ କଲେଜ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ମନା

ଓଡ଼ିଶାଲାଇଭ୍ ବ୍ୟୁରୋ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏଣିକି କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ସେମାନଙ୍କୁ ପରୀକ୍ଷା ମନା। ଶନିବାର ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ...
2nd Annual Convocation, Birla Global University

ବିଜିୟୁର ସମାବର୍ତ୍ତନ ଉତ୍ସବ – ‘‘ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନିବା ଦରକାର’’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=jAHxdtwK5s8] ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ) ପକ୍ଷରୁ ଦ୍ୱିତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ଉତ୍ସବରେ ଯୋଗଦେଇ ଛାତ୍ରୀଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। “ବୈଷୟିକ...

ଷ୍ଟାର୍ଟଅପ କମ୍ପାନିଙ୍କୁ ସରକାରୀ ଟେଣ୍ଡର ବେଳେ ଦେବାକୁ ପଡ଼ିବନି ଇଏମଡି, ଜାଣନ୍ତୁ କାହିଁକି?

ନୀଳାମ୍ବର ରଥ ଓଡ଼ିଶା ଷ୍ଟାର୍ଟଅପ ପଲିସିରେ ପଞ୍ଜିକୃତ ସଂସ୍ଥା ପାଇବେ ସୁବିଧା ପର୍ଫମାନ୍ସ ସିକ୍ୟୁରିଟି କ୍ଷେତ୍ରରେ ମଧ୍ୟ ମିଳିବ ରିହାତି ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ ଆପଣଙ୍କ ଷ୍ଟାର୍ଟଅପ କମ୍ପାନି ଓଡ଼ିଶାରେ ରହିଛି କି?...

କେମିତି କରିବେ କୋର୍ଟ ମ୍ୟାରେଜ, ଜାଣନ୍ତୁ ପୂରା ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହକୁ ଆଇନଗତ ଭାବେ ବୈଧ ଦର୍ଶାଇବା ପାଇଁ କୋର୍ଟ ମ୍ୟାରେଜ କରାଯାଇଥାଏ। ଆପଣ ପ୍ରତିଦିନ କୋର୍ଟ ମ୍ୟାରେଜ ଶବ୍ଦ ଶୁଣି ଆସୁଥିବେ ହେଲେ ଆଜିବି ଅନେକ ଏହି କୋର୍ଟ ମ୍ୟାରେଜ କେମିତି...

ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମ ପୂରଣ ଡିସେମ୍ବର ୪କୁ ବଢ଼ିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମପୂରଣ ଡିସେମ୍ବର ୪କୁ ବୃଦ୍ଧି କରାଯାଇଛି। ସେକେଣ୍ଡାରି ସ୍କୁଲ ମୁଖ୍ୟ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରି...

CBSEରେ ୩୫୭ ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୧୬ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଏସ୍‌ଇରେ ୩୫୭ ପଦରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୧୬। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ରେ ଚାକିରି କରିବାର ବଡ଼ ସୁଯୋଗ। ସିବିଏସ୍‌ଇର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ...

ଫାସ୍‌ ଟ୍ୟାଗ୍‌ କ’ଣ? ଟୋଲ୍‌ ଗେଟ୍‌ରେ କାହିଁକି ଏହା ବାଧ୍ୟତାମୂଳକ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ରାଜପଥକୁ କ୍ରିୟାଶୀଳ ଏବଂ ଟୋଲ୍‌ ଟ୍ୟାକ୍ସ ବ୍ୟବସ୍ଥାକୁ ଡିଜିଟାଲ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି 'ଫାସ୍‌ଟ୍ୟାଗ୍‌'। ଫାସ୍‌ଟ୍ୟାଗ୍‌ ଲାଗୁ ହେବା ଫଳରେ ଆପଣଙ୍କୁ...

ଏଣିକି କଟକରେ କୌଣସି ସ୍କୁଲ୍ ବାରଣ୍ଡାରେ ଗାଡିମୋଟର ରଖିବେନି ଶିକ୍ଷକ, ଶିକ୍ଷୟିତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଏଣିକି ସ୍କୁଲ ବାରଣ୍ଡାରେ ଗାଡିମୋଟର ରଖିପାରିବେନି ଶିକ୍ଷକ, ଶିକ୍ଷୟିତ୍ରୀ। ଏହା ଦ୍ଵାରା ସ୍କୁଲ ଶୃଙ୍ଖଳା ଭାଙ୍ଗୁଛି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। କଟକ ଜିଲ୍ଲାର ସମସ୍ତ ବ୍ଲକ୍...

ଅନୁଗୁଳ ଖଣିଜ ପ୍ରତିଷ୍ଠାନ ସ୍ଵାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସ୍ଵାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଡାକ୍ତରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ପ୍ରାର୍ଥୀ ନିଜ ସମସ୍ତ ପ୍ରମାଣପତ୍ରକୁ cdmoang@gmail.com ରେ...