୨ ବର୍ଷ ପରେ ବାଜିଲା ସ୍କୁଲ ଘଣ୍ଟି – ପିଲାଙ୍କ କୋଳାହଳରେ ଚଳଚଞ୍ଚଳ କ୍ୟାମ୍ପସ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=FQ55kAb_l28] ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଫେବ୍ରୁଆରି ୨୮ରୁ ଖୋଲିଛି ସମସ୍ତ ପ୍ରାଥମିକ ବିଦ୍ୟାଳୟ। ପୁଣି ଚଳଚଞ୍ଚଳ ହୋଇଛି ସ୍କୁଲ କ୍ୟାମ୍ପସ୍। ସ୍କୁଲକୁ ଫେରିଛି ପିଲାଙ୍କ କୋଳାହଳ। ଦୀର୍ଘ ୨...

ୟୁକ୍ରେନରୁ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯିବ : ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମସ୍ତେ ନିରାପଦ ଦେଶକୁ ଫେରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ଵସ୍ତି ପ୍ରକାଶ କରିବା ସହ ୟୁକ୍ରେନରୁ ଫେରି ଦିଲ୍ଲୀରେ ଥିବା ଓଡ଼ିଆ...

ଆଜିଠୁ ସ୍କୁଲ ଗଲେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ। କୋଭିଡ ନିୟମ ପାଳନ କରି ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯାଇଛନ୍ତି। ଦୁଇବର୍ଷ ପରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିଥିବାରୁ...

ହିଜାବ ବିବାଦ : ରାୟ ନଆସିବା ଯାଏଁ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଥିବା ବିବାଦ ଉପରେ ଗୁରୁବାର ହାଇକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଏବଂ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ...

ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି : ୧୪ ନୁହେଁ ୨୮ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଛି। ଏବେ ଫେବ୍ରୁଆରି ୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ। ୧୪ ତାରିଖରୁ ସ୍କୁଲ ଖୋଲାଯିବ, କିନ୍ତୁ ଫେବ୍ରୁଆରି ୨୮...

ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ ଓଏସଏସଟିଇଟି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୯ ତାରିଖ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା(ଓଏସଏସଟିଇଟି) ପରୀକ୍ଷା କରାଯିବ। ରାଜ୍ୟର ମୋଟ ୩୩୮ଟି କେନ୍ଦ୍ରରେ ଏହି ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ୭୨,୨୮୦ ଜଣ ପ୍ରାର୍ଥୀ ଓଏସଏସଟିଇଟି...

ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ : କୋଭିଡ ଲକ୍ଷଣ ଥିଲେ ଶିକ୍ଷାନୁଷ୍ଠାନ ନ ଆସିବାକୁ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ତୃତୀୟ ଲହର ଶେଷ ହେବାକୁ ବସିଛି। କୋଭିଡ ସଂକ୍ରମଣ ହାର ମଧ୍ୟ କମିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ଘୋଷଣା ଅନୁଯାୟୀ ସୋମବାର ସାକାଳ ୧୦ଟାରୁ ରାଜ୍ୟର...
school student mask

୭ରୁ ଖୋଲିବ ସ୍କୁଲ – ୧୦ଟାରୁ ଆରମ୍ଭ ହେବ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲିବା ନେଇ ଘୋଷଣା ହୋଇଥିଲା। ଏବେ ସ୍କୁଲ ଖୋଲିବା ସମୟ ଧାର୍ଯ୍ୟ ହୋଇଛି। ନବମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ...

କଲେଜ ଏବଂ ବିଶ୍ଵବିଦ୍ୟାଳୟ ପୂର୍ବରୁ ଖୋଲିବ ହଷ୍ଟେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୭ ତାରିଖ ରାଜ୍ୟର କଲେଜ ଏବଂ ବିଶ୍ଵବିଦ୍ୟାଳୟ ଖୋଲିବା ପୂର୍ବରୁ ୬ ତାରିଖ ସମସ୍ତ ହଷ୍ଟେଲ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ...

ଦୁଇ ବର୍ଷ ପରେ ସ୍କୁଲ ଦେଖିବେ ଛୋଟ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ଦୁଇ ବର୍ଷ ହେଲା କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଫଳରେ ସ୍କୁଲ ବାରଣ୍ଡା ମାଡ଼ି ପାରିନଥିଲେ ଛୋଟ ପିଲା।...