ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା, ପରୀକ୍ଷା ଦେବେ ୬ ଲକ୍ଷ ୬୦ ହଜାର ୮୯୧ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୦ ହାଇସ୍କୁଲ ସାର୍ଟିଫିକେଟ୍‌ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ୍‌ ୬ ଲକ୍ଷ...

ଦିଲ୍ଲୀ ଏମ୍ସରେ ୨୭ଟି ପଦବୀରେ ନିଯୁକ୍ତି – ଫେବ୍ରୁଆରି ୧୨ରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ର ବିଭିନ୍ନ ବିଭାଗରେ ୨୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୧୨ରେ ୱାକ୍-ଇନ୍-ଇଣ୍ଟରଭ୍ୟୁ...

ବିପିୟୁଟିରେ ଅତିଥି ଅଧ୍ୟାପକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉଲକେଲା ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରେ (BPUT) ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୨, ୧୩, ଏବଂ ୧୪ରେ...

ଭାରତୀୟ ରେଲଓ୍ଵେରେ ୨, ୭୯୨ ପଦବୀ ପାଇଁ ନିଯୁକ୍ତି, ଫେବ୍ରୁଆରି ୧୪ରୁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରେଲଓ୍ଵେରେ ଚାକିରି ସୁଯୋଗ। ୨ହଜାର ୭୯୨ ଆପ୍ରେନଟିସ୍‌ ପଦବୀ ପାଇଁ କରିପାରିବେ ଆବେଦନ। ପୂର୍ବ ରେଲଓ୍ଵରେ ନିଯୁକ୍ତି ସୁଯୋଗ। ୨ହଜାର ୭୯୨ ଆପ୍ରେନଟିସ୍‌ ପଦବୀରେ ନିଯୁକ୍ତି ପାଇଁ କରିପାରିବେ ଆବେଦନ। ଇଚ୍ଛୁକ...

ଏଣିକି ଅନଲାଇନରେ ହେବ ଓଜେଇଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଅନଲାଇନରେ ହେବ ଓଜେଇଇ ପରୀକ୍ଷା। ଅଫଲାଇନ୍ ବଦଳରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଶୁକ୍ରବାର ଏନେଇ ଓଜେଇଇର ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା...

ଆଇଆଇଏମ୍‌ସିରେ ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାଫ୍‍ ଉନ୍ମୋଚିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି) ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ଉନ୍ମୋଚିତ ହୋଇଛି। ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର...

ଭୁବନେଶ୍ୱର CET କଲେଜରେ ଇଂରାଜୀ ଅଧ୍ୟାପକ ଲାଗି ନିଯୁକ୍ତି – ଫେବ୍ରୁଆରି ୩ରେ ଓ୍ୱାକ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରସ୍ଥିତ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲାଜିରେ (ସିଇଟି) ଇଂରାଜୀ ଅଧ୍ୟାପକଙ୍କ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବ୍ରୁଆରି ୩ରେ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଏହି ନିଯୁକ୍ତି ଗୋଟିଏ...

ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହେବ ସ୍ପୋକନ ଇଂଲିଶ କ୍ଲାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା। ସବୁ ସ୍କୁଲରେ ଆରମ୍ଭ ହେବ ସ୍ପୋକନ ଇଂଲିଶ କ୍ଲାସ। ସରକାରୀ ସ୍କୁଲ ପ୍ରତି ମୁହଁ ବୁଲାଉଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା...
Samir Dash

ଏବର୍ଷ ଲାଗୁ ହେବନି ଯୁକ୍ତ ୨ ପ୍ରଥମ ବର୍ଷରେ ପାସ୍, ଫେଲ୍ ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ନିୟମ। ଆସନ୍ତାବର୍ଷରୁ ଏହି ନିୟମ କଡ଼ାକଡ଼ି ହେବ। ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ...

କମ୍ପ୍ୟୁଟରର ପୂରାନାମ ଜାଣିଛନ୍ତି କି?

ଓଡ଼ିଶାଲାଇଭ୍ ବ୍ୟୁରୋ ଦୈନନ୍ଦିନ ଜୀବନରୁ ଆରମ୍ଭ କରି ନିଜର କର୍ମମୟ ଜୀବନରେ ଆପଣମାନେ ଅନେକ ସମୟରେ କମ୍ପ୍ୟୁଟରର ବ୍ୟବହାର କରିଥିବେ। ତେବେ କମ୍ପ୍ୟୁଟରର ପୂରାନାମ କ’ଣ ଆପଣ ଜାଣିଛନ୍ତି କି? ଯେକୌଣସି କାର୍ଯ୍ୟ କରିବାକୁ ହେଲେ...