ସିଙ୍ଗାପୁରର ମାଡାମ ତୁଷାଦରେ ଲାଗିଲା ସାହିଦ କପୁରଙ୍କ ମହମ ପ୍ରତିମୂର୍ତ୍ତି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ସିଙ୍ଗାପୁରରେ ମାଡାମ ତୁଷାଦ ମ୍ୟୁଜିୟମରେ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ଫଙ୍କସନରେ ସାହିଦ ନିଜ ପତ୍ନୀ ମୀରା ରାଜପୁତଙ୍କ ସହିତ ପହଞ୍ଚିଥିଲେ। ସାହିଦ...

ସିରିଏଲ ‘ବିଷ୍ଣୁ ପୁରାଣ’ରେ ମା’ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କିଏ?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦୂରଦର୍ଶନରେ ଏବେ ପ୍ରସାରିତ ହେଉଛି ବିଷ୍ଣୁ ପୁରାଣ। ଅଭିନେତା ନୀତିଶ ଭରଦ୍ୱାଜ ଏଥିରେ ଭଗବାନ ବିଷ୍ଣୁଙ୍କ ଭୂମିକାରେ  କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ତାଙ୍କ ସହିତ ଶେଷନାଗ ଉପରେ...

ଏହି ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ଙ୍କ ସହ ବଲିଉଡ୍‌ ଅଭିନେତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଦିନେ ମୁମ୍ଵାଇ ଥିଲା ଅଣ୍ଡରଓ୍ଵାର୍ଲଡ ଡନ୍‌ଙ୍କ ରାଜୁତି। ସେ ବଲିଉଡ୍‌ ହେଉକି ରାଜନୀତି ରାଚି ଆଡ଼େ ନିଜର ଦବାଦବା ରଖୁଥିଲେ ଗ୍ୟାଙ୍ଗଷ୍ଟାରମାନେ। ଏହି ସମୟ ମଧ୍ୟରେ ଅନେକ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି...

ଇଲିଆନା କି ତମନ୍ନାଙ୍କ ଭଳି ବଲିଉଡ ନାୟିକା ଦକ୍ଷିଣ ଭାରତୀୟ ନୁହନ୍ତି

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏମିତି କିଛି ବଲିଉଡ ନାୟିକା ଅଛନ୍ତି, ଯେଉଁମାନେ ସାଉଥରେ ବି ହିଟ୍‌ ହିରୋଇନର ମାନ୍ୟତା ପାଇଛନ୍ତି। ଯଦି ଆପଣ ଭାବୁଥିବେ ଯେ ସେମାନେ ଦକ୍ଷିଣ ଭାରତୀୟ, ତେବେ ତାହା ଆପଣଙ୍କର...

ସାଉଥ ସୁପରଷ୍ଟାର ଧନୂଷ ଫ୍ରେଞ୍ଚ ଅଭିନେତ୍ରୀଙ୍କୁ ଶିଖାଇଲେ ଦେଶୀ ଠୁମକା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥ ସୁପରଷ୍ଟାର ଧନୁଷଙ୍କ ଅଭିନୟକୁ ଦର୍ଶକ ଯେତିକି ପସନ୍ଦ କରନ୍ତି ସେତିକି ତାଙ୍କ ବ୍ୟକ୍ତିତ୍ଵକୁ ପାଇଁ ବି। ଧନୁଷଙ୍କ ଅଭିନୟ,ତାଙ୍କ ଗୀତ,ତାଙ୍କ ଡାନ୍ସ ସବୁକିଛି ପାଇଁ ସେ ଲୋକପ୍ରିୟ। ଧନୁଷ ପୁଣିଥରେ...

ଜାଣନ୍ତୁ, କିଭଳି ପ୍ରସ୍ତୁତ ହୋଇଥିଲା ମହାଭାରତର ଥିମ୍‌ ଗୀତ?

ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ରାମାୟଣ ଭଳି ବଲ୍‌ଦେବ୍‌ ରାଜ୍‌ଙ୍କ ମହାଭାରତ ମଧ୍ୟ ୯୦ଦଶକରେ ଲୋକପ୍ରିୟ ହୋଇପାରିଥିଲା। ମହାଭାରତର ଥିମ ଗୀତ 'ଅଥ ଶ୍ରୀ ମହାଭାରତ' ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।...

ବରଗଡ଼ ଧନୁଯାତ୍ରା: ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ କଳାକାର ଚୟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବଛା ହେଉଛନ୍ତି କଳାକାର। ବୁଧବାର ଦିନ କଳାକାର ଚୟନର ଦ୍ଵିତୀୟ ପର୍ଯ୍ୟାୟ ଅଡିସନ ଚାଲିଥିବାବେଳେ ଏଥିରେ ଅଂଶ ଗ୍ରହଣ...

ଭାଙ୍ଗିଗଲା ଯୋଡ଼ି – ଓ୍ୱାଜିଦଙ୍କୁ ଅନ୍ତିମ ବିଦାୟ ଦେଲା ବେଳେ ଭୋ ଭୋ ହୋଇ କାନ୍ଦିଲେ ଭାଇ ସାଜିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋମବାର ସମସ୍ତଙ୍କଠାରୁ ଅନ୍ତିମ ବିଦାୟ ନେଇଛନ୍ତି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନ। ମୁମ୍ବାଇସ୍ଥିତ ବର୍ସୋବା ସମାଧିସ୍ଥଳରେ ଓ୍ୱାଜିଦଙ୍କ ଅନ୍ତିମ ସଂସ୍କାର ହୋଇଛି। ଅଭିନେତା ଇରଫାନଙ୍କୁ ମଧ୍ୟ ଏହି ସମାଧିସ୍ଥଳରେ ଅନ୍ତିମ...

୬୫ ବର୍ଷ ବୟସରେ ବି କମିନି ରେଖାଙ୍କ ଚମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୀ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଲେ ରେଖା। ରେଖାଙ୍କୁ ହିନ୍ଦୀର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଏ। ୧୯୫୪, ଆଜିର ଦିନରେ ତାମିଲନାଡୁରେ ଜନ୍ମ ହୋଇଥିବା ରେଖା ଆଜି ୬୫...

ବିବାହ କରିବେ ଷ୍ଟାର କମେଡିଆନ୍‌ କପିଲ ଶର୍ମା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଡିସେମ୍ବରରେ ବିବାହରେ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର କମେଡିଆନ୍‌ କପିଲ ଶର୍ମା। ଜାଣନ୍ତୁ ସେ ସମ୍ପର୍କରେ କିଛି ଅଧିକ ତଥ୍ୟ… କିଛି ଦିନ ହେବ ଖବର ମିଳୁଥିଲା କି ଷ୍ଟାର୍‌ କମେଡିଆନ୍‌...