ଚୀନକୁ ମୋଦିଙ୍କ ଚକମା; ମନେପଡ଼ିଲା ୬୩ ବର୍ଷ ପୁରୁଣା ପଞ୍ଚଶୀଳ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ ମାଟିରେ ପାକିସ୍ତାନକୁ ଅଡୁଆରେ ପକାଇ ଭାରତ ଏକ ବଡ଼ ହାସଲ କରିଛି। କେବଳ ସେତିକି ନୁହେଁ, ୭୨ ଦିନର ତିକ୍ତ ସଂପର୍କକୁ ପଛରେ ପକାଇ ଚୀନ ସହ ସଂପର୍କ ଯୋଡ଼ିଛି...
ବାରିପଦା ମେଡିକାଲ କଲେଜକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକାର୍ପଣ କରିଛନ୍ତି। ଏହାସହ ରାଜ୍ୟରେ ପଞ୍ଚମ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ୪ ତାରିଖରେ ମୁଖ୍ୟମନ୍ତ୍ରୀ କୋରାପୁଟରେ...
ବିଦେଶରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଚାର ପ୍ରସାର କରିବ ଆଇଏଟିଓ; ୭ରୁ ଆଇଏଟିଓର ୩୩ତମ ବାର୍ଷିକ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶରେ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଇଣ୍ଡିଆନ୍ ଟୁର୍ ଅପରେଟର(ଆଇଏଟିଓ) ପକ୍ଷରୁ ଉଦ୍ୟମ କରାଯାଉଛି। ୟୁରୋପ, ଇଂଲଣ୍ଡ ଭଳି ଦେଶରେ ଓଡ଼ିଶା ପର୍ଯ୍ୟଟନସ୍ଥଳର ଆକର୍ଷଣୀୟ ସ୍ଥାନକୁ...
ଶୁକ୍ରବାର ଜନତା ମଇଦାନରେ ଗର୍ଜିବ ବିଜେପି: ଷ୍ଟ୍ରାଟେର୍ଜି ମାଷ୍ଟର ଶାହାଙ୍କ ଗଣିତ ଉପରେ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ ଉପରେ ଦଳର ତୃଣମୂଳ କର୍ମୀମାନଙ୍କର ରହିଛି ନଜର। କାରଣ ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା ପରେ ଶାହା...
‘ସଂକଳ୍ପରୁ ସିଦ୍ଧି’ କାର୍ଯ୍ୟକ୍ରମ ଉଦ୍ଘାଟିତ: ‘ନୂଆ ଭାରତ, ନୂଆ ଓଡ଼ିଶା’ ଗଢ଼ିବାକୁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ସଂକଳ୍ପରୁ ସିଦ୍ଧି' କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ଏହି ଅବସରରେ 'ପ୍ରଦର୍ଶନୀ ଏବଂ ସେମିନାର' ଆୟୋଜନ କରାଯାଇଛି। ମହାନଦୀ କୋଲ୍ ଫିଲ୍ ଲିମିଟେଡ...
ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଫ୍ଲାଗ୍ ଅଫ୍ କଲେ ମୁଖ୍ୟମନ୍ତ୍ରୀ
ଓଡିଶାଲାଇଭ୍ ବ୍ୟୁରୋ
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀଠାରୁ ଆରମ୍ଭ ହୋଇଛି 'ହିମାଳୟ ଅଭିଯାନ'। ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ...
ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ମହାରଣା ପରିବାର ପାଳିଲେ ବିଶ୍ୱକର୍ମା ପୂଜା
ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ
ନୂଆଁଖାଇ ପରି ବିଶ୍ୱକର୍ମା ପୂଜାକୁ ଧୁମଧାମ୍ରେ ପାଳନ କରିଛନ୍ତି ବିଶାଖାପାଟଣାର ପ୍ରବାସୀ ଓଡ଼ିଆ।
ବିଶାଖାପାଟଣା ସିନ୍ଧିଆର ନ୍ୟୁକଲୋନୀ ନିକଟସ୍ଥ ତୁଳସୀମଣ୍ଡପଠାରେ ଏହି ପୂଜା ଅନୁଷ୍ଠିତ ହୋଇଛି। ବିଶାଖାପାଟଣାରେ ରହୁଥିବା...
ଫିକି ଏମ୍-ପାୱାର ସମ୍ମିଳନୀ: ଶକ୍ତି ମନ୍ତ୍ରୀ କହିଲେ,”୨୦୧୮ ସୁଦ୍ଧା ୩୨ ଲକ୍ଷ ଲୋକଙ୍କୁ ବିଦ୍ୟୁତ୍”
ଓଡ଼ିଶାଲାଇଭ୍ ବ୍ୟୁରୋ
"୨୦୧୮ ସୁଦ୍ଧା ରାଜ୍ୟର ପ୍ରାୟ ୧ କୋଟି ଲୋକଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୬୮ ଲକ୍ଷ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆଉ ୩୨ ଲକ୍ଷ...
ଜାତିସଂଘର ଗ୍ଲୋବାଲ୍ ଗୋଲ୍ସ ଆୱାର୍ଡସ ସମାରୋହରେ ପ୍ରିୟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ୍ ସୁନ୍ଦରୀ ତଥା ୟୁନିସେଫ୍ ଗୁଡ୍ୱିଲ୍ ଆମ୍ବାସଡର ପ୍ରିୟଙ୍କା ଚୋପ୍ରା ମିଳିତ ଜାତିସଂଘ (ୟୁଏନ୍) ସାଧାରଣ ପରିଷଦରେ ଭାଷଣ ଦେଇ ନ୍ୟୁଜ୍ ହେଡ୍ଲାଇନ ବନିଛନ୍ତି। ୟୁଏନ୍ ଗ୍ଲୋବାଲ ଗୋଲ୍ଡ ଆୱାର୍ଡ ପ୍ରଦାନ...
ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ’ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ଭୁବନେଶ୍ୱରରେ 'ସ୍ୱଚ୍ଛ ଭାରତ' କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା| ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ସାରା ଦେଶରେ ଚାଲିଥିବା 'ସ୍ୱଚ୍ଛତା ପକ୍ଷ' ଅବସରରେ ଓଡ଼ିଶା ସର୍କଲ୍...