ତ୍ୱଚାର ପ୍ରକାର ଅନୁଯାୟୀ ବାଛନ୍ତୁ ଫେସ୍ କ୍ରିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ୱଚାର ପ୍ରକାର ପାଇଁ ସବୁ କସ୍‌ମେଟିକ୍ସ୍ ଠିକ୍ ନୁହେଁ। ନିଜ ତ୍ୱଚାର ପ୍ରକାର ଅନୁଯାୟୀ ସୌନ୍ଦର୍ଯ୍ୟ ସାମଗ୍ରୀ ବାଛିବା ଉଚିତ। ବିୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଇଥିବା ସାମଗ୍ରୀ ଆମ ତ୍ୱଚା ପାଇଁ...

ପିଅନ୍ତୁ ନାହିଁ ସଫ୍ଟ ଡ୍ରିଙ୍କ୍, ହୋଇପାରେ ମୃତ୍ୟୁର କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲିର ଯୁବପିଢ଼ି କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍ ପିଇବାକୁ ବହୁତ ଆଗ୍ରହୀ। କେତେକ ଲୋକ ପ୍ରତିଦିନ ସପ୍ଟ ଡ୍ରିଙ୍କ୍ସ୍‌ ନିଜ ଖାଦ୍ୟରେ ସାମିଲ କରିଥା’ନ୍ତି। କିନ୍ତୁ ୨ ଗ୍ଲାସରୁ ଅଧିକ...

ଆପଣଙ୍କୁ କେମିତି ସୁସ୍ଥ ରଖେ ନଡ଼ିଆ ପାଣି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଖବ୍‌ ଉପକାରୀ। ନଡ଼ିଆ ପାଣି ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ମିଳିଥାଏ। ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ଜାଣନ୍ତୁ ନଡ଼ିଆ ପାଣିର...

ପ୍ରସବ ପରେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଗର୍ଭାବସ୍ଥା ପରେ ଓଜନ କମାଇବା ଲାଗି ଡାଏଟରେ କ’ଣ ସାମିଲ କରିବେ ତାହା ଜାଣନ୍ତୁ। ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ସାମାନ୍ୟ ପରିବର୍ତ୍ତନ ତ ହୋଇଥାଏ। ଯେପରିକି ଓଜନ ବଢ଼ିବା, ପେଟ ବାହାରକୁ ବାହାରିବା...

ସ୍ମୃତି ଶକ୍ତି ବୃଦ୍ଧି କରେ ମାଛ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାଛରେ ମିନେରାଲ୍ସ ଭିଟାମିନ୍ସ ଓ ବହୁ ଉପକାର ପୌଷ୍ଟିକ ତତ୍ତ୍ୱ ରହିଥାଏ ।ଯାହା ବହୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଶୀତ ଦିନରେ ଏହାକୁ ଖାଇବା ଦ୍ୱାରା ଭାଇରାଲ ଇନଫେକ୍ସନରୁ ରକ୍ଷା ପାଇହେବ। କାହିଁକି ଖାଇବେ ମାଛ: ଏମିତିରେ ଦେଖିବାକୁ ଗଲେ ମାଛ ଖୁବ୍ ଗରମ ହୋଇଥିବାରୁ ଏହାକୁ ଶୀତ ଦିନେ ଖାଇଲେ ଦେହ ବେଶ ଗରମ ରହିଥାଏ। ପୋଷକ ତତ୍ତ୍ୱ: ପ୍ରୋଟିନ୍, କର୍ବୋହାଇଡ୍ରେଟ୍, ଓମେଗା-୩ ଫ୍ୟାଟି ଏସିଡି୍,...

ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ସମୟରେ ହାଲୁକା ଖାଦ୍ୟ ଖାଇବା ସ୍ଵାସ୍ଥ୍ୟକର ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ଅତ୍ୟଧିକ ତେଲ ମସଲାଯୁକ୍ତ ତଥା ବଟର, ଲୁଣ ଆଦି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଫଳରେ ବିଭିନ୍ନପ୍ରକାର...

ସମ୍‌ରେ ଆରମ୍ଭ ହେଲା ଫ୍ଲାଟ୍ ଫୁଟ ଓ ଡାଇବେଟିକ୍ ଫୁଟ୍ ସଚେତନତା ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ ଫ୍ଲାଟ ଫୁଟ୍ ଓ ଡାଇବେଟିକ୍ ଫୁଟ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନଙ୍କ ପାଇଁ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ରୋଗ...

ରଙ୍ଗ ସଫା କରିବ କମଳା ଚୋପା

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଏଥିପାଇଁ ଅନେକ ଭିନ୍ନ ଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ତ୍ୱଚା ଖରାପ ଦେଖାଯାଏ। ତେବେ ଘରୋଇ ଉପାୟରେ କିପରି...

ଜାଣନ୍ତୁ ଚର୍ମ କର୍କଟର ଲକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବେକ, ମୁଣ୍ଡ, ଗାଲ ଏବଂ ଆଖିର ଆଖପାଖରେ ଅଚାନକ ଜ୍ୱଳନ ହେଲେ, ଏହାକୁ ନଜରଅନ୍ଦାଜ କରିବା କଥା ନୁହେଁ। ଏହା ଚର୍ମ କର୍କଟର କାରଣ ହୋଇପାରେ। ଯଦି ଆପଣଙ୍କର ଚେହେରାରେ ଅଚାନକ କିଛି...

କୋଷ୍ଠକାଠିନ୍ୟ ଦୂର କରେ ପୋଟଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁଜ ପନିପରିବା କଥା ଆସିଲେ ପୋଟଳ ଲୋକମାନଙ୍କର ଖୁବ୍ ପ୍ରିୟ। ଏହାକୁ ତରକାରୀ ବା ଭଜା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ପୋଟଳର ସ୍ୱାସ୍ଥ୍ୟ...