ବିହାରରେ କିଏ ହେବ ଏନଡିଏର ନେତା? – ରବିବାର ବସୁଛି ବିଧାୟକ ଦଳର ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ରବିବାର ବସିବାକୁ ଯାଉଛି ଏନଡିଏ ବିଧାୟକ ଦଳର ବୈଠକ। ଏହି ବୈଠକରେ ନୂଆ ସରକାରର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ। ତେବେ ନୀତିଶ କୁମାର ହିଁ ଏନଡିଏର...
ନଭେମ୍ବର ୧୬ରୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର, ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୧୬ରୁ ମହାରାଷ୍ଟ୍ରରେ ଖୋଲିବାକୁ ଯାଉଛି ସମସ୍ତ ଧାର୍ମିକ ସ୍ଥଳ। ଏନେଇ ଶନିବାର ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ତେବେ ଦର୍ଶନ ସମୟରେ ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
କରୋନା...
ଦୀପ୍ବୀର ବିବାହକୁ ୨ ବର୍ଷ – କେମିତି ଆରମ୍ଭ ହୋଇଥିଲା ଲଭଷ୍ଟୋରି?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୨୦୧୮ ନଭେମ୍ବର ୧୪ରେ ଦୀପିକା ପାଦୁକୋନ ଓ ରଣବୀର ସିଂହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ହାଇ ପ୍ରୋଫାଇଲ ବାହାଘର ଇଟାଲିରେ ହୋଇଥିଲା। ଶନିବାରକୁ ଦୀପିକା ଓ ରଣବୀରଙ୍କ...
ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ପୋଷ୍ଟର ରିଲିଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେବାରେ ମାହିର ହେଉଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର। ନିକଟରେ ତାଙ୍କର ଲକ୍ଷ୍ମୀ ଫିଲ୍ମ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି। ଏହାର...
ଯବାନଙ୍କ ସହ ଦୀପାବଳି ପାଳିବେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯବାନଙ୍କ ସହ ମିଶି ସୀମାରେ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଶନିବାର ସେ ରାଜସ୍ଥାନର ଜୈସଲମେର ବର୍ଡରରେ ପହଞ୍ଚିସାରିଛନ୍ତି। ସେଠାରେ ମୋଦୀ ଲାଙ୍ଗେୱାଲା ପୋଷ୍ଟରେ ଥିବା ବିଏସ୍ଏଫ୍ ଯବାନଙ୍କ...
ସବୁଜ ଦୀପାବଳି
ଦୋଳଗୋବିନ୍ଦ ପଣ୍ଡା
ଦୀପାବଳି ହେଉଛି ଆନନ୍ଦ, ଆଲୋକ ଏବଂ ଉଜ୍ଜ୍ୱଳତାର ପର୍ବ। ଏହାକୁ ସୁରକ୍ଷିତ ଏବଂ ସବୁଜ ଉପାୟରେ ପାଳନ କରିବା ଆମ ହାତରେ। ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାର ବାଣ ବିକ୍ରି...
ମୁଖ୍ୟମନ୍ତ୍ରୀ ହେବାକୁ ରାଜି ନୁହଁନ୍ତି ନୀତିଶ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଡିୟୁର ଖରାପ ପ୍ରଦର୍ଶନ ହେତୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି ନୀତିଶ କୁମାର।
ବିହାରର ଏନଡିଏ ମେଣ୍ଟରେ ଏବେ ସାନଭାଇ ହୋଇଯାଇଛି ଜେଡିୟୁ। ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ...
ରାଷ୍ଟ୍ରୀୟ ଅନ୍ତରୀକ୍ଷ ପ୍ରୟୋଗଶାଳା(NAL)ରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀରେ ଚାକିରି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରୀୟ ଅନ୍ତରୀକ୍ଷ ପ୍ରୟୋଗଶାଳା(NAL) ଅଧୀନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୪ ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ ଏବଂ ସଂଖ୍ୟା
ପ୍ରୋଜେକ୍ଟ...
ଭାରତରେ ଡବ୍ଲ୍ୟୁଏଚଓ ଖୋଲିବ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ପାଇଁ ବଡ଼ଖବର। ଦେଶର ସର୍ବପୁରାତନ ଚିକିତ୍ସା ପଦ୍ଧତିକୁ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିବା ସହ ଭାରତରେ ଏକ ବିଶ୍ୱସ୍ତରୀୟ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା କରିବ...
କଙ୍ଗନାଙ୍କ ଗୁଜୁରାଟି ଲେହେଙ୍ଗା – ତିଆରି କରିବାକୁ ଲାଗିଥିଲା ୧୪ ମାସ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ସାନ ଭାଇ ଅକ୍ଷତଙ୍କ ବିବାହରେ ପିନ୍ଧିଥିବା ଲେହେଙ୍ଗାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। କାରଣ ଏହି ଲେହଙ୍ଗାରେ କଙ୍ଗନା କୌଣସି ରାଣୀଙ୍କଠାରୁ...