National

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କୃଷି ବିଲକୁ ନେଇ ସଂସଦରେ ହଟ୍ଟଗୋଳ ଚାଲିଥିବାବେଳେ ମୋଦୀ ସରକାର ଆଜି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ଗହମ, ଡାଲି, ମସୁର, ସୋରିଷର ଏମଏସପିକୁ...

ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍। ଭାରତୀୟ ବାୟୁସେନାରେ ନୂଆକରି ସାମିଲ ହୋଇଥିବା ଏହି ଯୁଦ୍ଧ ବିମାନକୁ ଜଣେ ମହିଳା ପାଇଲଟ ଉଡ଼ାଇବେ ବୋଲି ଜଣାପଡ଼ିଛି। ଏହି ମହିଳା ପାଇଲଟ ଜଣକ ଖୁବଶୀଘ୍ର ଗୋଲଡେନ୍...

ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧ ପାଇଁ ପୁସ୍ତକ ଆହ୍ୱାନ : ଅକ୍ଟୋବର ୨୦ ସୁଦ୍ଧା ଆବେଦନ କରନ୍ତୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାହିତ୍ୟ ଏକାଡେମୀ ଦ୍ୱାରା ସ୍ୱୀକୃତ ୨୪ଟି ଭାରତୀୟ ଭାଷାରେ ୨୦୨୧ ମସିହା ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଯୁବ ଲେଖକ ଓ ପ୍ରକାଶକମାନଙ୍କଠାରୁ ପୁସ୍ତକ ଆହ୍ୱାନ କରାଯାଇଛି। ଏନେଇ...

ନୌସେନା ଇତିହାସରେ ପ୍ରଥମ: ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ ୨ ମହିଳା ଅଫିସର

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ବର୍ଷ ଧରି ଭାରତୀୟ ସେନାରେ ମହିଳାମାନେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି। ଏହି କ୍ରମରେ ଆଜି ପ୍ରଥମ ଥର ପାଇଁ ଦୁଇ ମହିଳା ଅଧିକାରୀ ଭାରତୀୟ ନୌସେନାର ହେଲିକପ୍ଟର...

ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ନାହିଁ ଛାଡ଼ପତ୍ର ଆଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ବିବାହ ପରେ ଜୀବନସାଥୀଙ୍କ ସହ ରହିବା କଷ୍ଟକର ହୋଇପଡ଼େ ତେବେ ଲୋକେ ଛାଡପତ୍ର ନେଇ ଏକ ନୂଆ ରାସ୍ତା ଖୋଜନ୍ତି। ଏଥିପାଇଁ ପ୍ରାୟ ସବୁ ଦେଶରେ ଆଇନ ବ୍ୟବସ୍ଥା ମଧ୍ୟ...

ବଲିଉଡର ଡ୍ରଗ୍ସ ଲିଙ୍କ୍ – ଅଡୁଆରେ ପଡ଼ିପାରନ୍ତି ସାରା, ଶ୍ରଦ୍ଧା, ରାକୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜେଲରେ ଅଛନ୍ତି। ଏବେ ଡ୍ରଗ୍ସ ଲିଙ୍କ୍‌ରେ ଅଭିନେତ୍ରୀ ସାରା ଅଲି ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ...

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ତଦନ୍ତ କରୁଥିବା ଏନସିବି ଅଫିସରେ ନିଆଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇର ବଲାର୍ଡ ପିଆରସ୍ଥିତ ଏକ୍ସଚେଞ୍ଜ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର କାର୍ଯ୍ୟାଳୟ ମଧ୍ୟ ରହିଛି। ଏଠାକୁ ମଧ୍ୟ ନିଆଁ ବ୍ୟାପିଥିବା ସୂଚନା ମିଳିଛି।...

ସଂସଦରେ ପହଞ୍ଚିଲା ଅନୁରାଗ କଶ୍ୟପଙ୍କ ଅସଦାଚରଣ ମାମଲା –  ଧାରଣାରେ ସାଂସଦ ରୁପା ଗାଙ୍ଗୁଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଆସିଥିବା ଅସଦାଚରଣ ଅଭିଯୋଗ ପ୍ରସଙ୍ଗ ସଂସଦରେ ପହଞ୍ଚିଛି। ଗତକାଲି ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ତର୍କ ବିତର୍କ ଚାଲିଥିଲା। ଆଜି ଏନେଇ ବିଜେପି ରାଜ୍ୟସଭା...

କୋଭିଡ୍ ଗାଇଡଲାଇନ୍ ସହ ଖୋଲିଲା ସ୍କୁଲ –  ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଯିବେ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଭିତରେ ଆଜିଠୁ ଦେଶର ବିଭିନ୍ନ ରାଜ୍ୟରେ ଖୋଲିଛି ସ୍କୁଲ୍। ଅନଲକ୍ ୪ର ଗାଇଡଲାଇନ୍ ଅନୁଯାୟୀ ଆସାମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ମେଘାଳୟ ଓ...

ମହାରାଷ୍ଟ୍ର: ୩ ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି।  ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍‌। ଏବେ ସୁଦ୍ଧା...