National

ଦେଶରେ ସାଂଘାତିକ ସ୍ଥିତିରେ କରୋନା – ଦିନକରେ ୭୫ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୧୦୨୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୭୫,୭୬୦ ଆକ୍ରାନ୍ତ, ୧୦୨୩ ମୃତ ମୋଟ ପଜିଟିଭ୍ ସଂଖ୍ୟା ୩୩,୧୦,୨୩୫କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୦,୪୭୨କୁ ବୃଦ୍ଧି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଗତ...

ବଢ଼ିବ ଏୟାରଟେଲ୍ ଇଣ୍ଟରନେଟ ଦାମ୍ – ୧ ଜିବି ପାଇଁ ଦେବାକୁ ପଡ଼ିବ ୧୦୦ ଟଙ୍କା !

ଓଡ଼ିଶାଲାଇଭ୍ ବ୍ୟୁରୋ ମହଙ୍ଗା ହେବ ଇଣ୍ଟରନେଟ୍। ଏଣିକି ଗୋଟେ ଜିବି ଡାଟା ପାଇଁ ଗ୍ରାହକମାନଙ୍କୁ ଦେବାକୁ ପଡ଼ିବ ଶତାଧିକ ଟଙ୍କା। ଏୟାରଟେଲ୍ ତାର ଇଣ୍ଟରନେଟ୍ ଡାଟା ଦାମରେ ବୃଦ୍ଧି କରିବ। ତେବେ ଡାଟାର ଏହି...

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ – କୋଭିଡ୍-୧୯ ସମୟରେ କିପରି ସୁରକ୍ଷିତ ରହିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌ ସଙ୍କଟ ବେଳେ ନିଜକୁ କେମିତି ସତର୍କ ଏବଂ ସୁରକ୍ଷିତ ରଖିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପରାମର୍ଶ ଦିଆଯାଇଛି। ଜାଣନ୍ତୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କ’ଣ କୁହାଯାଇଛି? କୋଭିଡ୍ ୧୯...

ଜୋର୍ ଧରିଲା ନିଟ୍-ଜେଇଇ ପରୀକ୍ଷା ବାତିଲ ଦାବି, ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ସମୟରେ ଦେଶରେ ନିଟ୍-ଜେଇଇ ପରୀକ୍ଷାକୁ ବାତିଲ୍ କରାଯାଉ। କେନ୍ଦ୍ର ସରକାର ଜାଣି ଜାଣି ପିଲାମାନଙ୍କ ଜୀବନକୁ ବିପଦ ଆଡ଼କୁ ଠେଲି ଦେଉଛନ୍ତି। ଏଭଳି ଅଭିଯୋଗ କରି କଂଗ୍ରେସ ସମେତ...

୧୫୦ ବର୍ଷ ପୂର୍ବରୁ ଏହି ସହର ଥିଲା ବିଶ୍ୱର ସବୁଠୁ ଧନୀ ସହର – ‘ସିଟି ଅଫ୍ ଗୋଲ୍ଡ’...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରାବିଶ୍ୱରେ ଏବେ ନ୍ୟୁୟର୍କ ଏବଂ ଲଣ୍ଡନ ଦୁନିଆର ସବୁଠାରୁ ଧନୀ ସହର ଭାବେ ପରିଚିତ। କିନ୍ତୁ ଦିନ ଥିଲା ବିଶ୍ୱର ସବୁଠୁ ଧନୀ ସହର ଭାବେ ଦକ୍ଷିଣ ଆଫ୍ରିକାର ଏକ ସହର...

କୌଣସି ଫିଲ୍ମଠୁ କମ୍ ନୁହେଁ ‘କିନ୍ନର ବୋହୂ’ ରୁବିନାଙ୍କ ଲଭ୍ ଲାଇଫ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟେଲିଭଜିନ ଜଗତରେ ‘ଛୋଟି ବୋହୂ’ ଏବଂ ‘କିନ୍ନର ବୋହୂ’ ନାମରେ ଜଣାଶୁଣା ଟିଭି ଅଭିନେତ୍ରୀ ରୁବିନା ଦିଲାଇକ। ଆଜି ସେ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ...
WORLD TOUR ROOT BUS

ବସରେ ୱାର୍ଲଡ୍ ଟୁର୍- ୧୮ ଦେଶ, ୭୦ ଦିନର ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ନେଇ ସାରା ବିଶ୍ୱ ବ୍ୟତିବ୍ୟସ୍ତ। ଘରୁ ବାହାରିବା ମୁସ୍କିଲ। ଏକଦମ ଅଣନିଃଶ୍ୱାସୀ ଲାଗିବଣି। କରୋନା ଟିକା କେବେ ଆସିବ, ମଣିଷ କେବେ ନିରାପଦରେ ଘରୁ ବାହାରି ପାରିବ? ଏ ଚିନ୍ତା...

ଦେଶରେ ୨୪ ଘଣ୍ଟାରେ ୬୭ ହଜାର ନୂଆ କେସ୍ -୧୦୫୯ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ପାଲଟିଛି। ଦେଶରେ ସମୁଦାୟ କରୋନା ସଂକ୍ରମଣର ସଂଖ୍ୟା ୩୨ ଲକ୍ଷ ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ...

୨୦୧୯-୨୦ ବର୍ଷରେ ଛପା ହୋଇନି ଗୋଟିଏ ବି ଦୁଇ ହଜାର ଟଙ୍କିଆ ନୋଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ବର୍ଷଠାରୁ ଦୁଇ ହଜାର ଟଙ୍କା ନୋଟ ଛାପା ବନ୍ଦ କରିଦେଇଛି ରିଜର୍ଭ ବ୍ୟାଙ୍କ। ଏହି ନୋଟକୁ ପ୍ରଚଳନ ମନି ସରକୁଲେଶନରୁ ବାଦ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ।...

ଆଇପିଏଲ୍ ୨୦୨୦ – ଜାଣନ୍ତୁ, କେଉଁ ଦଳ ରହୁଛି କେଉଁ ହୋଟେଲରେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଫଟାଫଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ ପାଇଁ ଦୁବାଇରେ ପହଞ୍ଚିସାରିଛନ୍ତି ୮ଟି ଯାକ ଦଳ। ବର୍ତ୍ତମାନ ପାଇଁ ଦଳର ସମସ୍ତ ଖେଳାଳି କ୍ୱାରେଣ୍ଟାଇନରେ ରହିଥିବାବେଳେ, କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ସେମାନେ କୋଭିଡ୍...