National

୧୧୮ଟି ଦେଶକୁ ବ୍ୟାପିଲାଣି କୋରୋନା ମହାମାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶେଷ କରି ଯଦି କାହାର ଥଣ୍ଡା, ଜ୍ୱର ଏବଂ କାଶ ସହିତ ନିଃଶ୍ୱାସ ନେବାରେ ଅସୁବିଧା ହେଉଥାଏ, ଏବଂ ସେ ନିକଟରେ ଭ୍ରମଣ କରିଥାନ୍ତି ବା ବାହାରୁ ଆସିଥିବା ଲୋକଙ୍କ ସଂସ୍ପର୍ଶରେ...

କୋରୋନା ରୋଗୀଙ୍କ ପରିଚୟ ଭାଇରାଲ କରି ଜଣେ ଗିରଫ, ଜଣେ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ ହେବ କାର୍ଯ୍ୟାନୁଷ୍ଠାନ। କର୍ଣ୍ଣାଟକରେ ଜଣେ ସ୍ୱାସ୍ଥ୍ୟକର୍ମୀ ଜଣେ କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କରିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିଭଳି ପୁଣେରେ ମଧ୍ୟ...

ଅପରେସନ୍‌ ବେଳେ ଡାକ୍ତର କାହିଁକି ସବୁଜ ରଙ୍ଗ ୟୁନିଫର୍ମ ପିନ୍ଧନ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାକ୍ତରମାନଙ୍କୁ ଧରାପୃଷ୍ଠରେ ଭଗବାନଙ୍କ ସହ ତୁଳନା କରାଯାଏ। ସେମାନଙ୍କ ଦ୍ୱାରା ଜଣେ ବ୍ୟକ୍ତି ମରଣ ମୁହଁରୁ ବଞ୍ଚିଆସି ପାରିଥାଏ। ଅପରେସନ୍ ମାଧ୍ୟମରେ ଡାକ୍ତରମାନେ ଜଣେ ବ୍ୟକ୍ତିକୁ ନୂଆ ଜନ୍ମ ଦେଇପାରିଥାନ୍ତି। ଏହି...

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦିନିକିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌ ପ୍ରଭାବ ଏବେ କ୍ରୀଡ଼ାରେ ମଧ୍ୟ ଦେଖିବାକୁ ମିଳିଛି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆ ମ୍ୟାଚ ବିନା ଦର୍ଶକରେ ଖେଳାଯିବ। କୋରୋନା ଭାଇରସ୍‌ ଯୋଗୁଁ ମ୍ୟାଚ...

ସିନ୍ଧିଆଙ୍କ ପଛରେ ପଡିଲେ କମଳନାଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିକୁ ଯାଇଥିବା ଓ ଦଳର ମହାରାଜା ସାଜିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଅସୁବିଧା ବଢିବା ଦେଖାଯାଉଛି। ତାଙ୍କ ବିରୋଧରେ ଆଗରୁ ଥିବା ଏକ ଜମି ଜାଲିଆତି ଫାଇଲକୁ ଖୋଲିବା ପାଇଁ କମଳ...

କର୍ଣ୍ଣାଟକରେ କୋରୋନା ନେଲା ପ୍ରଥମ ମୁଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କୋରୋନା ନେଲା ପ୍ରଥମ ମୁଣ୍ଡ। କୋରୋନା ଭାଇରସ୍‌ ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କର୍ଣ୍ଣାଟକ କୁଲବର୍ଗୀର ଜଣେ ୭୬ ବର୍ଷିୟ ବୃଦ୍ଧ। ନିକଟରେ...

ଆଇପିଏଲ୍‌କୁ କୋରୋନା ଡର – ଶନିବାର ହେବ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ, ଘୁଞ୍ଚିପାରେ ଟୁର୍ଣ୍ଣାମେଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ସଙ୍କଟରେ ଆଇପିଏଲ୍‌। କୋରୋନା ଭାଇରସ୍‌ ଯୋଗୁଁ ଘୁଞ୍ଚିପାରେ ଆଇପିଏଲ୍‌। ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କୋରୋନାକୁ...

ରାଜ୍ୟରୁ ରାଜ୍ୟକୁ ଡେଉଁଛି କୋରୋନା, ଭାରତରେ ୭୩ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାର ଆଉ ୩ଟି ରାଜ୍ୟରେ କୋରୋନା ଆକ୍ରାନ୍ତ ଚିହ୍ନଟ। କୋରୋନା ଏବେ ସମସ୍ତଙ୍କର ଚିନ୍ତା ବଢ଼ାଉଛି। ଭାରତରେ ଏ ରାଜ୍ୟରୁ ସେ ରାଜ୍ୟକୁ ବ୍ୟାପି ଚାଲିଛି କୋରୋନା। ଦିଲ୍ଲୀରୁ ଲଦାଖ ଏବଂ ଜମ୍ମୁ...

ବର୍ଷାରେ ଧୋଇଗଲା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ହେବାକୁ ଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଉ ଦୁଇଟି ମ୍ୟାଚ ବାକି ରହିଛି।...

ମଧ୍ୟପ୍ରଦେଶରେ ବିଶାଳ ରୋଡ୍ ସୋ’ କଲେ ସିନ୍ଧିଆ, ରାହୁଲ ମାରିଲେ ତୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ମଧ୍ୟପ୍ରଦେଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ନୂଆଦିଲ୍ଲୀରେ ପଦ୍ମ ଧରିବା ପରେ ସିନ୍ଧିଆ ଭୋପାଳ ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ବିଶାଳ...