ହ୍ୱାଟସ୍‌ଆପ୍‌କୁ ଟକ୍କର ଦେବ ବାବା ରାମଦେବଙ୍କ ‘କିମ୍ଭୋ’ ଆପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟସ୍‌ଆପ୍‌କୁ ଟକ୍କର ଦେବା ପାଇଁ ବାବା ରାମଦେବଙ୍କ ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ଲଞ୍ଚ କରାଯାଇଛି ନୂଆ ମେସେଜିଂ ଆପ୍ 'କିମ୍ଭୋ'। ଟେଲିକମ୍ ଏବଂ ସୋସିଆଲ ମିଡିଆ ସେକ୍ଟରରେ ପ୍ରବେଶ କରିଛନ୍ତି ଯୋଗଗୁରୁ ବାବା...

ଆରବିଆଇ ବଢ଼ାଇଲା ରେପୋ ରେଟ୍: ଋଣ ନେବା ଏଣିକି ହେବ ମହଙ୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ମୋଦି ସରକାରର ୪ବର୍ଷ କାର୍ଯ୍ୟକାଳ ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମଥର ପାଇଁ ରେପୋ ରେଟ ବୃଦ୍ଧି କରିଛନ୍ତି। ଫଳରେ ବ୍ୟାଙ୍କରୁ ଋଣ ନେବା ଏବେ ମହଙ୍ଗା ପଡ଼ିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ...

ଇ-କମର୍ସ ଦୁନିଆର ବାଦଶାହ: ଭାରତରେ ପାଞ୍ଚ ବର୍ଷ ପୂରଣ କଲା ଆମାଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇ-କମର୍ସ ଦୁନିଆର ବାଦଶାହ ଆମାଜନ କମ୍ପାନି ଭାରତରେ ପୂରଣ କରିଛି ପାଞ୍ଚ ବର୍ଷ। ୨୦୧୩ ଜୁନ୍ ୫ ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିଥିବା ଆମାଜନ ଅନଲାଇନ ସପିଙ୍ଗରେ ନିଜର ସ୍ଥିତି...

ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଦରମା କେତେ ଜାଣନ୍ତି କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଟୋବର ୨୦୦୯ରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ନିଜର ଦରମା ବର୍ଷକୁ ୧୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଏବେ ମଧ୍ୟ ସେ ବର୍ଷକୁ ୧୫...

ଜୁଲାଇ ୧୭ରେ ସବୁଦିନ ପାଇଁ ବନ୍ଦ ହୋଇଯିବ ୟାହୁ ମେସେଞ୍ଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍‍ଲାଇନରେ ମେସେଞ୍ଜିଂ ସର୍ଭିସରେ ‘ଗଡ୍‌ ଫାଦର’ କୁହାଯାଉଥିବା ୟାହୁ ମେସେଞ୍ଜର ଜୁଲାଇ ୧୭ରେ ବନ୍ଦ ହେବାକୁ ଯାଉଛି। ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି ୟାହୁ ମେସେଞ୍ଜର। ଜୁଲାଇ ୧୭ ପରେ ୟାହୁ...

ଆଜିର ବଡ଼ ଖବର (ଜୁନ୍ ୯,୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ୬ ସପ୍ତାହ ଭିତରେ ଦ୍ୱିତୀୟଥର ପାଇଁ ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ...

ସରକାରୀ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ଆବଶ୍ୟକ କ୍ଷମତା ନାହିଁ

ଓଡ଼ିଶାଲାଇଭ୍ ବିଜ୍‌ନେସ୍ ବ୍ୟୁରୋ ରିଜର୍ଭ ବ୍ୟାଙ୍କ୍ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ଅଧିକ କ୍ଷମତା ମାଗିଲେ ଗଭର୍ଣ୍ଣର ଉର୍ଜିତ୍‌ ପଟ୍ଟେଲ୍। ଦେଶରେ ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦେଖା ଦେଇଥିବା ଅନି।ୟମିତତା ସବୁଠାରୁ ବଡ଼ ଆର୍ଥିକ...

ଭାରତୀୟ ଅର୍ଥନୀତିରେ ଭରସା ‘ମଧ୍ୟବିତ୍ତ’

ଓଡ଼ିଶାଲାଇଭ୍ ବିଜନେସ୍ ବ୍ୟୁରୋ ମିଡିଲ୍ ଇନକମ୍ ଗ୍ରୁପ୍ ବା ମଧ୍ୟବିତ୍ତ ହେଉଛନ୍ତି ଭାରତୀୟ ଅର୍ଥନୀତିର ସବୁଠାରୁ ବଡ ଭରସା। ଏମାନଙ୍କ ଉପରେ ଭାରତର ଯେତିକି ନଜର ସେତିକି ନଜର ରହିଛି ବିଶ୍ୱ ବଜାରରେ କାରବାର...

ବଜାରକୁ ଆସୁଛି ପତଞ୍ଜଳିର ନୂଆ ଜିନ୍ସ ପ୍ୟାଣ୍ଟ ‘ପରିଧାନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଦେଶୀ ସିମ୍‌ କାର୍ଡ ଏବଂ କିମ୍ଭୋ ଆପ୍ ତିଆରି କରିଥିବା ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍ ଏବେ କପଡ଼ା ବ୍ୟବସାୟରେ ପ୍ରବେଶ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପତଞ୍ଜଳି ଗ୍ରୁପ୍ ଖୁବଶୀଘ୍ର...

ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକୁ ସହାୟତା ପାଇଁ କ୍ୟାସଲେସ୍ ମଡେଲ୍ ପ୍ରଣୟନ କରିବ ନାଲକୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Tsy1pzNEtV0] ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅୟୋଜିତ ‘ସ୍କିଲିଂ ଇଣ୍ଡିଆ: ଭାରତରେ ବାଣିଜ୍ୟ ଶିକ୍ଷାକୁ ନୂତନ ଆଭିମୁଖ୍ୟ ପ୍ରଦାନର ଆବଶ୍ୟକତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ...