୨୦୧୯ – ଭାରତରେ ଲଞ୍ଚ୍‌ ହୋଇଥିବା ଶ୍ରେଷ୍ଠ ୫ଟି ବଜେଟ୍‌ ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିବାକୁ ଯାଉଛି ୨୦୧୯ ମସିହା। ଚଳିତ ବର୍ଷ ବିଦେଶୀ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନିଗୁଡ଼ିକ ଭାରତରେ ବେଶ୍‌ ଭଲ ବ୍ୟବସାୟ କରିଛନ୍ତି। ବିଶେଷକରି ସାଓମି, ରିୟଲମି ଏବଂ ସାମସଙ୍ଗ ଭଲ ବଜେଟ୍‌ରେ ସ୍ମାର୍ଟଫୋନ୍‌...

୨୬ ଓ ୨୭ ଖୋଲା ରହିବ ବ୍ୟାଙ୍କ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟାଙ୍କଗୁଡ଼ିକର ଚାରୋଟି ପ୍ରମୁଖ ସଂଘ: ଏଆଇବିଓଏ, ଏଆଇବିଓସି , ଏନଓବିଓ ଏବଂ ଆଇଏନବିଓସିର ପ୍ରତିନିଧିବୃନ୍ଦ ବିତ୍ତ ସଚିବ ରାଜୀବ କୁମାରଙ୍କୁ ଭେଟିଲେ। ୧୦ ଗୋଟି ବ୍ୟାଙ୍କର ମିଶ୍ରଣକୁ ନେଇ ଉପୁଜିଥିବା...

୬୯ ବର୍ଷ ପରେ ଲେଉଟାଣି : ଏବେ ଏୟାର ଇଣ୍ଡିଆ ଉଡ଼ାଇବ ଟାଟା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବିମାନ ଚଳାଚଳ କମ୍ପାନି ଏୟାର ଇଣ୍ଡିଆକୁ ଗୁରୁବାର ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ୬୯ ବର୍ଷ ପରେ ଟାଟା ଗ୍ରୁପ ହାତକୁ ଫେରିଛି ଏଆର...

୧.୫ ଜିବି ଡାଟା ସହ ଅନଲିମିଟେଡ୍ କଲ୍ – ଜାଣନ୍ତୁ, ବେଷ୍ଟ ରିଚାର୍ଜ ପ୍ଲାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ କାରଣରୁ ଏବେ ସାରା ଦେଶର ଘରେ ରହିଛି। ଏଭଳି ସମୟରେ ଲୋକମାନେ ମୋବାଇଲ୍ ରିଚାର୍ଜ ପାଇଁ ବେଷ୍ଟ ପ୍ଲାନ ଖୋଜୁଛନ୍ତି। ତେବେ ଆପଣ ଯଦି ଗୋଟିଏ ଦିନରେ ଏକ ଜିବି...

ବଜାରକୁ ଆସିଲା ନୂଆ ୧୦୦ ଟଙ୍କିଆ ନୋଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍। ଲୋକଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ ଏହି ନୋଟ୍। ବିମୁଦ୍ରାକରଣ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ୧୦୦ ଟଙ୍କାର ନୂଆ ନୋଟ୍ ପ୍ରଚଳନ...

ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା – ୪ ପ୍ରତିଶତରୁ ୩.୭୫କୁ ପ୍ରତିଶତକୁ ଖସିଲା ରିଭର୍ସ ରେପୋ ପଏଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଭର୍ସ ରେପୋ ପଏଣ୍ଟରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ ବ୍ୟାଙ୍କରେ ନଗଦ ଟଙ୍କା କାରବାର ବୃଦ୍ଧି ଉପରେ ଗୁରୁତ୍ୱ କ୍ଷୁଦ୍ର ଓ ମଧ୍ୟମ ବର୍ଗର ସଂସ୍ଥା ପାଇଁ ୫୦ ହଜାର...

ବିଏସ୍ଏନ୍ଏଲର ନୂଆ ପ୍ଲାନ : ମିଳିବ ଦୈନିକ ୩୩ ଜିବି ଡାଟା, ଅନ୍‌ଲିମିଟେଡ କଲିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଏସ୍‌ଏନ୍‌ଏଲ୍‌ ନିଜର ଭାରତ ଫାଇବର ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌କୁ ବିସ୍ତାର କରି ଏକ ନୂଆ ପ୍ଲାନ ଘୋଷଣା କରିଛି। ୧,୯୯୯ ଟଙ୍କା ବିଶିଷ୍ଟ ଏହି ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌ରେ ଆପଣଙ୍କୁ ଦୈନିକ ୩୩ ଜିବି...

ବଜେଟ୍‌ରେ କୃଷି କ୍ଷେତ୍ରକୁ ଫୋକସ୍‌ – ୨୦୨୨ ସୁଦ୍ଧା କୃଷକଙ୍କ ଆୟ ହେବ ଦୁଇଗୁଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ ହେଉଥିବା ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଚାଷୀ ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର...

ଜାଣନ୍ତୁ, ଏହି ରାଜ୍ୟରେ ବନ୍ଦ ହେଲା ଏୟାରଟେଲ୍‌ର 3G ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଟେଲିକମ୍‌ କମ୍ପାନି 'ଭାରତୀ ଏୟାରଟେଲ୍‌' ହରିୟାଣାରେ ଏହାର 3G ସେବା ବନ୍ଦ କରିବାକୁ ଘୋଷଣା କରିଛି। ଏନେଇ କମ୍ପାନି ପକ୍ଷରୁ କୁହାଯାଇଛି, "4G ନେଟୱର୍କକୁ ଆହୁରି ଭଲ କରିବା ପାଇଁ...

କେବଲ୍‌ ଟିଭି ଗ୍ରାହକଙ୍କୁ ନୂଆବର୍ଷରେ ଭେଟି – ମାର୍ଚ୍ଚ ମାସରୁ ୧୩୦ ଟଙ୍କାରେ ମିଳିବ ୨୦୦ ଚ୍ୟାନେଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଟେଲିକମ୍‌ ରେଗୁଲେଟୋରୀ (ଟ୍ରାଇ) ପକ୍ଷରୁ କେବଲ ଟିଭି ଗ୍ରାହକଙ୍କୁ ନୂଆବର୍ଷର ଭେଟି ଦିଆଯାଇଛି। ବୁଧବାର ଟ୍ରାଇ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ମାର୍ଚ୍ଚ ପହିଲାରୁ ଗ୍ରାହକ ୧୩୦...