ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଟକ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣଚନ୍ଦ୍ର ସାହୁ ଓ ମୟଙ୍କ ସାହୁ। ଶୁକ୍ରବାର ଦିନ କୃଷ୍ଣଚନ୍ଦ୍ର ଏବଂ ମୟଙ୍କ ବିରୂପା...

ପିଲାଙ୍କ କୋଷ୍ଠକାଠିନ୍ୟ ସମସ୍ୟା: କେମିତି କରିବେ ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=NzwV78hW5ys ଛୋଟ ପିଲାଙ୍କଠାରେ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ। କୋଷ୍ଠକାଠିନ୍ୟକୁ ଚିହ୍ନିବା ବେଳେବେଳେ ବାପା ମା’ଙ୍କ ପାଇଁ ସହଜ ହୋଇନଥାଏ। ସଠିକ ସମୟରେ ଏହାର ଲକ୍ଷଣକୁ ଚିହ୍ନି ଚିକିତ୍ସା କରାଗଲେ କୋଷ୍ଠକାଠିନ୍ୟର...

ସମ୍ବଲପୁର ଲୋକସଭା ଆସନରେ ଏଥର ହେବ ହାଇପ୍ରୋଫାଇଲ ଲଢ଼େଇ: ମଇଦାନରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ ଧର୍ମେନ୍ଦ୍ର ଓ...

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।...

ଓଡ଼ିଶାରେ ପୁଣି ବଢ଼ିବ ତାତି, ବିଭିନ୍ନ ଜିଲ୍ଲାକୁ ହିଟୱେଭ୍ ସତର୍କତା

ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଦିନର ବର୍ଷା ପରେ ଓଡ଼ିଶାରେ ପୁଣି ବଢ଼ିବାକୁ ଯାଉଛି ଗ୍ରୀଷ୍ମ ପ୍ରବାହ। ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବା ସହ ଅଧିକ ଗୁଳୁଗୁଳି ହେବାର ସମ୍ଭାବନା...

ପୁଣି ବଢ଼ିଲା ସୁନା ଦର: ୧୦ ଗ୍ରାମ ପ୍ରତି ୭୩ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବଢ଼ିଲା ସୁନା ଦର। ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୭୩ ହଜାର ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ଦିନ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ...

ଶିମିଳିପାଳ ଅଭୟାରଣ୍ୟକୁ ବନ୍ୟଜନ୍ତୁ ଶିକାର ପାଇଁ ଯିବାବେଳେ ଦୁଇ ଜଣଙ୍କୁ ଧରିଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ସଦର ଥାନା...

ବିଜେଡି ଛାଡ଼ି କାହିଁକି ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା?

ଓଡ଼ିଶାଲାଇଭ୍ ବ୍ୟୁରୋ ଟିକେଟ କସରତ ଏବଂ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ। ଅସନ୍ତୁଷ୍ଟ ନେତାମାନେ ଏବେ ଗୋଟିଏ ଦଳ ଛାଡ଼ି ଆଉ ଗୋଟେ ଦଳରେ ସାମିଲ...

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯...

ଓଡ଼ିଶାରେ ଆସନ୍ତାକାଲିଠୁ ବଦଳିବ ପାଗ, ଚାରିଦିନ ଯାଏଁ ୬ରୁ ୮ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣି ଫେରିବ ତାତି। ଆସନ୍ତାକାଲି, ଶୁକ୍ରବାରଠାରୁ ଚାରିଦିନ ଯାଏଁ ତାପମାତ୍ରା ୬ରୁ ୮ ଡିଗ୍ରୀ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ କିଛିଦିନ ହେଲା...

ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ ‘ନାମରେ ଆସିଛି, ନାମରେ ମୁଁ ଯିବି…’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4014nq0HQMs&list=PLKig8_kZBmDO02Z3-RD5pxFkTHrW1ZicE ‘ହେ ଚକାନୟନ’, ‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ, ବାଲିରେଣୁ ମହାବନ୍ଧ, ‘କୃଷ୍ଣ କଥା ଦିନେ ପଡ଼ିଗଲା ମନେ’, ‘ନାମରେ ଆସିଛି, ନାମରେ ମୁଁ ଯିବି…’ ଏଭଳି...