ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଏଥର ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ-ମନ୍ମଥ ରାଉତରାୟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ। ଭୁବନେଶ୍ଵର ସାଂସଦ ଥିବା ଅପରାଜିତା...

ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଜାଣନ୍ତୁ କିଏ...

ଓଡ଼ିଶାଲାଇଭ୍ ବ୍ୟୁରୋ ଅପେକ୍ଷାର ଅନ୍ତ ହେଲା। ଓଡ଼ିଶା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ବୁଧବାର ଦିନ ବିଜେଡି ସୁପ୍ରିମୋ...

ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ନିଜ ସମର୍ଥକଙ୍କ ସହ ବୁଧବାର ଦିନ ଶଙ୍ଖ ଭବନକୁ ଆସି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ...

ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨: ଜାଣନ୍ତୁ କ’ଣ ରହିଛି ବିଶେଷତ୍ଵ  

ଭାସ୍କର ପରିଚ୍ଛା ସାରା ଓଡ଼ିଶାରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ସହ ବ୍ୟବହାର ହୋଇପାରିବ, ସେନେଇ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ‘ଓଡ଼ିଶା ଅକ୍ଷୟ ଶକ୍ତି...

ଛତିଶଗଡ଼ର ବିଜାପୁରରେ ସୁରକ୍ଷାବାହିନୀ-ନକ୍ସଲ ଗୁଳି ବିନିମୟ, ୬ ଜଣ ନକ୍ସଲ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଚୈତ୍ର କୃଷ୍ଣ ଦ୍ୱିତୀୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ହୋଲି ଖେଳ ପରେ କେମିତି ଛଡ଼େଇବେ ଦେହରୁ ରଙ୍ଗ?

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଁଠାରୁ ସହର ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ଚାଲିଛି ପରସ୍ପରକୁ ହୋଲିର ଶୁଭେଚ୍ଛା ଦିଆନିଆ। ହୋଲି ଖେଳ ପରେ ସମସ୍ତଙ୍କର ଗୋଟିଏ ଚିନ୍ତା କେମିତି ଛାଡ଼ିବ ଦେହରୁ ରଙ୍ଗ? ରଙ୍ଗର ପର୍ବ ହୋଲି। ରଙ୍ଗ ବେରଙ୍ଗର ଫଗୁ ଧରି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମସଗୁଲ...

ଆସ ଖେଳିବା ହୋଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହା ଏମିତି ଏକ ପର୍ବ ଯେଉଁଠି ଟିକିଏ ରଙ୍ଗରେ ଧୋଇ ଯାଏ ବର୍ଷ ବର୍ଷର ରାଗ ଓ ଅଭିମାନ। ଆଜିର ଦିନରେ ଶତ୍ରୁ ମଧ୍ୟ...

୧୦ ହଜାର କଫ ସିରପ ବୋତଲ ଜବତ କଲା ସମ୍ବଲପୁର ପୋଲିସ, ୨୬ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ଗୋଟିଏ ଟ୍ରକରେ ଆସୁଥିବା ବିପୁଳ ପରିମାଣର କଫ ସିରଫ ଜବତ କରିଛି ସମ୍ବଲପୁର ପୋଲିସ। ବେଇଆଇନ କଫ ସିରଫ କାରବାର ମାମଲାରେ ୨୬ ଜଣଙ୍କୁ ଗିରଫ କରି...

ଓଡ଼ିଶାର ସୀମାନ୍ତ ଭୋଟ ବ୍ୟାଙ୍କ ଉପରେ ଆନ୍ଧ୍ରପ୍ରଦେଶର ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): କୋଟିଆ ପରେ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଇଲାକାର ଭୋଟ ବ୍ୟାଙ୍କ ଉପରେ ଏବେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଏଥିପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ଆନ୍ଧ୍ରପ୍ରଦେଶର ନେତା ଓ...