berhampur university logo

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ   ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ। SPER- ସ୍କୁଲ...

ଯାଞ୍ଚ ହେବ ସୁଶାନ୍ତଙ୍କ ଟ୍ୱିଟର ଆକାଉଣ୍ଟ, କିଛି ଟ୍ୱିଟ୍ସ୍ ଡିଲିଟ୍ କରାଯାଇଥିବାର ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଦିନକୁ ଦିନ ବଢ଼ିବାକୁ ଲାଗିଛି ବିବାଦ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ତଥା ଫ୍ୟାନ୍ସଙ୍କ ତରଫରୁ ସିବିଆଇ ଯାଞ୍ଚ ଦାବି କରାଯାଉଛି। ତେବେ...
world cup

ଭାରତର ପ୍ରଥମ ବିଶ୍ୱକପ ବିଜୟକୁ ପୂରିଲା ୩୭ ବର୍ଷ, ଶ୍ରୀକାନ୍ତ ସେୟାର କଲେ ପୁରୁଣା ସ୍ମୃତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକୁ ଠିକ୍ ୩୭ ବର୍ଷ ପୂର୍ବେ ଭାରତୀୟ କ୍ରିକେଟ ଟିମ୍ ଇତିହାସ ରଚିଥିଲା। ନିଜର ପ୍ରଥମ ବିଶ୍ୱ କପ୍ ହାସିଲ କରି ଭାରତୀୟ କ୍ରିକେଟକୁ ଦେଇଥିଲା ନୂଆ ମୋଡ଼। ଫାଇନାଲରେ ଓ୍ୱେଷ୍ଟଣ୍ଡିଜକୁ...
sun light

ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ ସୂର୍ଯ୍ୟକିରଣ

ଓଡ଼ିଶାଲାଇଭ୍ ବ୍ୟୁରୋ   ସକାଳୁ ଉଠି ସୂର୍ଯ୍ୟୋଦୟ ଦେଖିବା ଏକ ଭଲ ଅଭ୍ୟାସ ବୋଲି ଛୋଟ ବେଳୁ ଶିଖାଯାଏ। ହେଲେ ବଢ଼ୁଥିବା ବୟସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ସେହି ଅଭ୍ୟାସ ଆଉ ରହେନାହିଁ। ତେବେ...
sreesanth

ଆତ୍ମହତ୍ୟା କରିବାକୁ ଭାବୁଥିଲେ କ୍ରିକେଟର ଶ୍ରୀସନ୍ଥ, ସେୟାର କଲେ ନିଜ ଡିପ୍ରେସନର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୁଣ୍ଡ ଟେକୁଛି ଅନେକ ରହସ୍ୟ। ହେଲେ ଏଥି ମଧ୍ୟରେ ଡିପ୍ରେସନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଡିପ୍ରେସନକୁ...
TV artist

ଅଭିନୟ ଦୁନିଆକୁ ଆସିବା ପୂର୍ବରୁ କ’ଣ କରୁଥିଲେ ଏହି ଟିଭି କଳାକାର?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଟିଭିରେ ଆସୁଥିବା ବିଭିନ୍ନ ଚରିତ୍ରକୁ ଖୁବ୍ ସୁନ୍ଦର ଭାବେ ପରଷି ଥାନ୍ତି ଟିଭି କଳାକାରମାନେ। ସେଥିପାଇଁ ଦର୍ଶକଙ୍କ ମନରେ ସବୁବେଳେ ରାଜ୍ କରୁଥାନ୍ତି ସେମାନେ। ପ୍ରତି ଘରେ ଟିଭିର ବିଭିନ୍ନ...
Saroj Khan-1

କୋରିଓଗ୍ରାଫର ସରୋଜ ଖାନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ   ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ ଅସୁସ୍ଥ ଅଛନ୍ତି। ଶ୍ୱାସ ନେବାରେ ସମସ୍ୟା ହୋଇଥିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରୋଜ ଖାନ ନିଜର ଚାଳିଶି ବର୍ଷ କ୍ୟାରିୟର...
Job search

ଯାଜପୁର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4V_pI5TuG9c ଯାଜପୁର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୦୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ଯାଏଁ ଚାଲୁ ରହିବ। ଯୋଗ୍ୟତା- ଅତିକମରେ...
PM care fund-1

କରୋନା ମୁକାବିଲା: ପିଏମ୍ କେୟାର ଫଣ୍ଡରୁ ଦିଆଯିବ ପଚାଶ ହଜାର ଭେଣ୍ଟିଲେଟର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4V_pI5TuG9c ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଜାରି ରହିଛି।...
navin pattanaik

ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାକୁ ଆଶା ରଖିଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ମନ ଆଜି ଆନନ୍ଦରେ ନାଚିଉଠିଛି। ରଥଯାତ୍ରା ନହେବା ଖବର ଶୁଣି ମଉଳି ଯାଇଥିବା ରାଜ୍ୟବାସୀଙ୍କ ହୃଦୟ ଏବେ ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥକୁ...